ଇଣ୍ଡିଆନ୍ ମର୍ଚ୍ଚାଂଟ ନେଭିରେ ୪୧୦୮ ପଦବୀ ପାଇଁ ଆବେଦନ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ମର୍ଚ୍ଚାଂଟ ନେଭିରେ ବିଭିନ୍ନ ବର୍ଗର ପ୍ରାୟ ୪୧୦୮ ପଦବୀ ପାଇଁ ଚାକିରି ଆଶାୟୀଙ୍କ ନିକଟରୁ ଆବେଦନ ପତ୍ର ଆହ୍ୱାନ କରାଯାଉଛି । ଡେକ୍‌ ରେଟିଂ, ଇଂଜିନ ରେଟିଂ, ସି’ ମ୍ୟାନ୍‌, କୁକ୍‌ ଭଳି ବହୁ ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୩୦ ତାରିଖ ଧାର୍ଯ୍ୟ କରାଯାଇଛି ।

ଆବେଦନ କରିବା ପାଇଁ ଆଶାୟୀଙ୍କ ଶିକ୍ଷାଗତ ଯୋଗ୍ୟତା ଅନ୍ୟୁନ ଦ୍ୱାଦଶ ଶ୍ରେଣୀ ରହିଥିବା ଜରୁରୀ । ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ କମ୍‌ ହୋଇଥିବ । ସର୍ବାଧିକ ବୟସ ସୀମା ୨୭ ବର୍ଷ ରହିଛି । ଆବେଦନ ପତ୍ର ସହିତ ମନୋନୟନ ପରୀକ୍ଷା ଦେୟ ବାବଦକୁ ୧୦୦ ଟଙ୍କା ପଇଠ କରିବାକୁ ପଡ଼ିବ ।

ବିସ୍ତୃତ ବିବରଣୀ ପାଇଁ ଅଫିସିଆଲ ସାଇଟ୍‌ ଗ୍ଦରବକ୍ଷବଦ୍ଭରଜ୍ଞବକ୍ସସଗ୍ଧସଜ୍ଞର,ସଦ୍ଭ କୁ ଯାଇ ଓଦ୍ଭୟସବଦ୍ଭ ଗରକ୍ସମଷବଦ୍ଭଗ୍ଧ ଘବଙ୍ଖଚ୍ଚ ଜରମକ୍ସଙ୍କସଗ୍ଧଜ୍ଞରଦ୍ଭଗ୍ଧ ୨୦୨୪ ଲିଙ୍କ ଉପରେ କ୍ଲିକ୍‌ କରିଲେ ଆବେଦନ ପତ୍ର ପୂରଣ କରିପାରିବେ ।