କୌଶଳ ଭାରତ, ବିକଶିତ ଭାରତ

ପ୍ରଧାନମନ୍ତ୍ରୀ ଙ୍କ କଳ୍ପନାରେ ନୂଆ ଭାରତର ପ୍ରସ୍ତୁତି ପାଇଁ ଯୁବବର୍ଗଙ୍କୁ ଅଧିକରୁ ଅଧିକ ଦକ୍ଷ କରିବା ଲକ୍ଷ୍ୟରେ ଦେବଗଡ଼ରେ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କରି ଆନନ୍ଦିତ ।
ଦେବଗଡ଼ ସମେତ ଆଖପାଖ ଅଞ୍ଚଳର ଯୁବକ ଯୁବତୀଙ୍କୁ ସହଯୋଗରେ ସ୍ଥାପିତ ଏହି ସେଣ୍ଟରରେ ଷ୍ଟୋରିବୋର୍ଡ ଆଟିଷ୍ଟ, ଗ୍ରାଫିକ୍ସ ଡିଜାଇନ, ଗେମିଂ, କାର୍ଟୁନ, ଗ୍ରାଫିକ ଆର୍ଟ, ଆତିଥେୟତା, ଆଇଟି ସହାୟକା ଭଳି 10ଟି କ୍ଷେତ୍ରରେ ଭବିଷ୍ୟତର ପ୍ରଶିକ୍ଷଣ ଦିଆଯିବ ।