ମାର୍ଚ୍ଚ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ୍

ଆପଣଙ୍କର ଯଦି କୌଣସି ବ୍ୟାଙ୍କରେ ଜରୁରୀ କାର୍ଯ୍ୟ ଅଛି , ତେବେ ଏହା ଖୁବଶୀଘ୍ର ସାରି ଦିଅନ୍ତୁ, ନେହେଲେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁପଡିବ । କାରଣ ମାର୍ଚ୍ଚରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ ।

Bank Holidays: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାର୍ଚ୍ଚ ମାସରେ ଛୁଟିଦିନର ତାଲିକା ପ୍ରକାଶ କରିଛି। ତେଣୁ, ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାର୍ଯ୍ୟ , ତେବେ ଏହାକୁ ଆଗରୁ ଆଗରୁ ସାରି ଦିଅନ୍ତୁ । ନହେଲ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁପଡିବ । ତେବେ କେଉଁ ରାଜ୍ୟରେ ଛୁଟି କେବେ ହେବ ତେବେ ।ମାର୍ଚ୍ଚରେ 14 ଦିନ ବ୍ୟାଙ୍କ ଛୁଟି ଅଛି ।

ମାର୍ଚ୍ଚରେ ପ୍ରଥମ ଛୁଟି । ମାର୍ଚ୍ଚରେ । ମାର୍ଚ୍ଚ 1 ରେ ମିଜୋରାମରେ ଚାପଚର କୁଟ ପର୍ବ ଅଛି, ସେହିପରି 12 ମାର୍ଚ୍ଚରେ ରମଜାନ ଆରମ୍ଭ ଦିନ ଅନେକ ସ୍ଥାନରେ ବ୍ୟାଙ୍କ୍ ଛୁଟି ରହିବ । ଏହି ଛୁଟିଦିନଗୁଡିକ ରାଜ୍ୟରୁ ରାଜ୍ୟ ମଧ୍ୟରେ ଭିନ୍ନ ହୋଇପାରେ କାରଣ ଛୁଟିଦିନ ସ୍ଥାନୀୟ ପର୍ବକୁ ଧ୍ୟାନରେ ରଖି ସ୍ଥିର କରାଯାଇଛି ।