ପୁଣି ବୋଲ୍ଡ ହେଲେ ଉର୍ବଶୀ

ବର୍ତ୍ତମାନ ଏହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି….

ମୁମ୍ବାଇ : ବଲିଉଡର ଷ୍ଟାଇଲିସ ଅଭିନେତ୍ରୀ ଉର୍ବଶୀ ରୌତେଲା ତାଙ୍କ ବୋଲ୍ଡନେସକୁ ନେଇ ସବୁବେଳେ ଚର୍ଚ୍ଚା । ଉର୍ବଶୀଙ୍କ ଡ୍ରେସ ତାଙ୍କ ଷ୍ଟାଇଲକୁ ନେଇ ସବୁ ବେଳେ ସେ ଆଗରେ ରୁହନ୍ତି । ବର୍ତ୍ତମାନ ଅଭିନେତ୍ରୀଙ୍କ ଏକ ନୂଆ ବୋଲ୍ଡ ଲୁକ ପ୍ରଶଂସକଙ୍କୁ ପାଗଳ କରିଛି । ନିକଟରେ ଉର୍ବଶୀଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା । ଯେଉଁଠାରେ ଅଭିନେତ୍ରୀ ପୁଣି ଥରେ ତାଙ୍କ ସୌନ୍ଦର୍ଯ୍ୟରେ ସମସ୍ତଙ୍କୁ ଆକର୍ଷିତ କରୁଥିଲେ । ଉର୍ବଶୀଙ୍କ ଏହି ହଟ ଷ୍ଟାଇଲ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତାଙ୍କର ଏହି ଲୁକ୍‌ରେ ଅତ୍ୟନ୍ତ ଚମତ୍କାର ଲାଗୁଥିଲା । ବର୍ତ୍ତମାନ ଏହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି ।