ଆଲିଆଙ୍କ ଷ୍ଟାଇଲରେ ଅର୍ଜୁନ ଫିଦା

ଆଲିଆଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି….

ମୁମ୍ବାଇ: ବଲିଉଡର ଗର୍ଜିୟସ ଦିଭା ଆଲିଆ ଭଟ୍ଟ ଏବେ ତାଙ୍କର ପ୍ରେଗ୍‌ନେସି ଫେଜକୁ ଏନଜୟ କରୁଛନ୍ତି । ତାଙ୍କ ଅପକମିଂ ଫିଲ୍ମ ‘ଡାର୍ଲିଂସ’ର ପ୍ରମୋଶନ କରୁଛନ୍ତି । ଅଭିନେତା ଅର୍ଜୁନ କପୁର ଆଲିଆଙ୍କର ଖୁବ ତାରିଫ କରିଛନ୍ତି । ପ୍ଲେନ ହ୍ୱାଇଟ ସାର୍ଟ ଓ ସୁପର ଷ୍ଟଟିଂ ଫଟୋ ଶେୟାର କରିଛନ୍ତି । ଏହାସହ ମେସି ପୋନିଟଲ ଓ ନ୍ୟୁଡ ଗ୍ଲୋଇଙ୍ଗ ମେକଅପରେ ଲୁକ୍ସକୁ କମ୍ପ୍ଲିଟ କରିଛନ୍ତି । ଆଲିଆଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଭିନେତ୍ରୀଙ୍କ ସୁପର ଗର୍ଜିୟସ ଲୁକ ଓ ପ୍ରେଗ୍‌ନେସିରେ ଆକ୍‌ଟ୍ରେସଙ୍କ ଶାର୍ପ ଜଲାଇନ ଦେଖି ଫିଦା ହୋଇଛନ୍ତି ଅର୍ଜୁନ କପୁର । ଏହାକୁ ନେଇ ଅର୍ଜୁନ କମେଣ୍ଟରେ ଲେଖିଛନ୍ତି, ପ୍ରେଗ୍‌ନେସିରେ ଏମିତି ଜଲାଇନ..କମାଲ ହୈ ଆଲିଆ ଭଟ୍ଟ, ଟୁ ଗୁଡ ।