ମା’ ହେଲେ ଅଭିନେତ୍ରୀ କୃତିକା

ଜଣାଶୁଣା ଅଭିନେତ୍ରୀ କୃତିକା ସେଙ୍ଗର ବିବାହର ୮ ବର୍ଷ ପରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି…

ମୁମ୍ବାଇ: ଜଣାଶୁଣା ଅଭିନେତ୍ରୀ କୃତିକା ସେଙ୍ଗର ବିବାହର ୮ ବର୍ଷ ପରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଅଭିନେତ୍ରୀ କୃତ୍ରିକା ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଗର୍ଭଧାରଣ ବିଷୟରେ ସୂଚନା ପ୍ରଦାନ କରିଥିଲେ । କିନ୍ତୁ ଏନେଇ ଅଭିନେତ୍ରୀ କୃତିକା ତାଙ୍କ ଝିଅ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି । କୃତିକି ଏବଂ ନିକିତିନ ଧୀରଙ୍କ ଦୁହେଁ ଦୀର୍ଘଦିନ ଧରି ଡେଟ୍‌ କରିବା ପରେ ୧୦୧୪ରେ ହାତକୁ ଦି ହାତ ହୋଇଥିଲେ ।