ଆସିଲା ତାପସୀଙ୍କ ‘ସାବାସ ମିଠୁ’ର ରିଲିଜ ଡେଟ

ମୁମ୍ବାଇ : ଅଭିନେତ୍ରୀ ତାପସୀ ପନୁ ଫିଲ୍ମ ‘ସାବାସ ମିଠୁ’ର ପୋଷ୍ଟର ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ବୟଫ୍ରେଣ୍ଡ କିଛି କମେଣ୍ଟ କରିଥିଲେ । ଯେଉଁଥିରେ ତାପସୀ ଏଭଳି ଉତ୍ତରରେ ଦେଇଛନ୍ତି । ଯାହା ଭାଇରାଲ୍‌ ହେବାରେ ଲାଗିଛି । ତାପସୀ ବର୍ତ୍ତମାନ ପୋଷ୍ଟର ରିଲିଜ୍‌ କରିବା ସହ ରିଲିଜ ଡେଟ ମଧ୍ୟ ଜଣାଇଛନ୍ତି । କୁହାଯାଇଛି କି ଏଥିରେ ବେଶୀ କିଛି ନାହିଁ ଖାଲି ଜଣେ ଝିଅ ନିଜ ପାଇଁ ଏକ ସ୍ୱପ୍ନ ଦେଖୁଛି । ତାହାକୁ ପୁରା କରିବା ପାଇଁ ଯୋଜନା କରୁଛି । ତାପସୀଙ୍କ ଅଭିନୀତ ଏହି ଫିଲ୍ମ ଆସନ୍ତା ୧୫ ଜୁଲାଇରେ ରିଲିଜ କରାଯିବ ।