ମୁଖ୍ୟ ଖବର: ସୋମବାର,(ତା ୦୬-୧୧-୨୩)

୧-ଅସ୍ତ୍ରବିରତି ପ୍ରସ୍ତାବକୁ ଇସ୍ରାଏଲର ଅଗ୍ରାହ୍ୟ, ଗାଜା ଉପରେ ଆକ୍ରମଣ ତୀବ୍ର

୨-ନଭେମ୍ବର ୭ରେ ମିଜୋରାମ ଓ ଛତିଶଗଡରେ ମତଦାନ, ସୁରକ୍ଷା ବ୍ୟବସ୍ଥା କଡାକଡି

୩-ଗାଜାରେ ପରମାଣୁ ବୋମା ପକାଇବୁ : ଇସ୍ରାଏଲ ମନ୍ତ୍ରୀ

୪-ଭୁବନେଶ୍ୱର:ପ୍ରଦୂଷଣ ବଳୟରେ ଓଡ଼ିଶାର ୭ ସହର, ରାଜଧାନୀରେ ମୁଣ୍ଡପିଛା ୩ ଯାନ

୫-ଭୁବନେଶ୍ୱର:ବ୍ୟାଙ୍କିଂ ପରୀକ୍ଷାରେ ଅବ୍ୟବସ୍ଥା, ପରୀକ୍ଷା କେନ୍ଦ୍ର ବିରୋଧରେ ଲିଖିତ ଅଭିଯୋଗ ଦେଲେ ଶତାଧିକ ପରୀକ୍ଷାର୍ଥୀ

୬-କାମାକ୍ଷାନଗର:ମରାମତି ବେଳେ ଫାଟିଲା ମୋବାଇଲ ବ୍ୟାଟେରୀ; ଅଳ୍ପକେ ବର୍ତ୍ତିଲେ ଗ୍ରାହକ-ଦୋକାନୀ

୭-ବରଗଡ:ଅମ୍ବାଭୋନା ଥାନା ଭିତରେ ତୁମୁଳକାଣ୍ଡ, ଥାନାରେ ଥିବା କମ୍ପ୍ୟୁଟର ,ଟେବୁଲ୍ -ଚେୟାର ଭଙ୍ଗାରୁଜା।ପୋଲିସ ଚଢ଼ାଉରେ ଅତିଷ୍ଠ ହୋଇ ଭଙ୍ଗାରୁଜା କରିଥିବା ସୂଚନା

୮-ଝାରସୁଗୁଡ଼ା-କୋଲକାତା ବିମାନ ଚଳାଚଳ ଆରମ୍ଭ, ଆଜିଠୁ ଭୁବନେଶ୍ବରରୁ ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ

୯-ସରକାରଙ୍କୁ ଘାରିଲା ଚିନ୍ତା: ପିଆଜ ଦର ଅଣାୟତ୍ତ, କୋଲକାତାରେ ଛୁଇଁଲା ୧୦୦

୧୦-ମୁମ୍ବାଇ:ହ୍ରାସ ହେଉଛି ଚା ପିଉଥିବା ଲୋକଙ୍କ ସଂଖ୍ୟା, ସାବୁନ ଓ ସାମ୍ପୁର ମଧ୍ୟ ହେଉଛି କମ୍‌ ବ୍ୟବହାର

୧୧-୪୯ତମ ଦିନିକିଆ ଶତକ ହାସଲ କଲେ କେହାଲି, ଦିନିକିଆରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ଼, ସଚିନ ତେନ୍ଦୁଲକରଙ୍କ ରେକର୍ଡ଼ ସହ ହେଲେ ସମକକ୍ଷ

୧୨-ଦିଲ୍ଲୀରେ ଲାଗୁ ହେଲା GRAP-4; ନିର୍ମାଣ କାର୍ଯ୍ୟ ଉପରେ ରୋକ, ଘରୁ କାମ କରିବାକୁ ପରାମର୍ଶ

୧୩-ଜାଡେଜାଙ୍କ ଯାଦୁ: ୮୩ ରନରେ ଦକ୍ଷିଣ ଆଫ୍ରିକା ଅଲଆଉଟ, ୨୪୩ ରନରେ ଜିତିଲା ଭାରତ

୧୪- ବିରାଟଙ୍କୁ ଶୁଭେଚ୍ଛା ଜଣାଇଲେ ସଚିନ

୧୫- ଚଳିତ ଏକଦିବସୀୟ ବିଶ୍ବକପ କ୍ରିକେଟରେ ଭାରତ ତା’ର ଦବଦବା ଅବ୍ୟାହତ; ଶୀର୍ଷରେ ଭାରତ

୧୬-ସେମି ଦୌଡ଼ : ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ମ୍ୟାଚ ଉପରେ ପାକିସ୍ତାନର ନଜର

୧୭-ଗାଜାରେ ପରମାଣୁ ବୋମା ପକାଇବୁ : ଇସ୍ରାଏଲ ମନ୍ତ୍ରୀ

୧୮-ଦକ୍ଷିଣ ଉପକୂଳ ସମେତ ୩ ଜିଲାକୁ ବର୍ଷା

୧୯-ଆଜିଠାରୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ଦ୍ୱିତୀୟ ବିମାନ

୨୦-ରତ୍ନଭଣ୍ଡାର ଖୋଲିବା ସରକାରଙ୍କ ଦାୟିତ୍ବ

୨୧-ଦିନ ପରେ ଦିନ ଗଡ଼ୁଛି, ହେଲେ ଥମୁନି ସୈନିକ ସ୍କୁଲ ଟିଟିଏସ୍‌ ଅଳିଆ ଦୁର୍ଗନ୍ଧ: ଗନ୍ଧେଇଲାଣି ସହର