କେନ୍ଦୁଝର ଜିଲ୍ଲାରେ ଡେଙ୍ଗୁ ଆତଙ୍କ

ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି …..

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଲାଣି ଡେଙ୍ଗୁ ଭୟ । ବଢିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା।କିଛି ବର୍ଷ ପରେ ଓଡ଼ିଶାର ଏକ ନମ୍ବର ସହର ଭାବେ ବଡ଼ବିଲ ପୌରପାଳିକା କୁ ବୁଝାଏ ଡେଙ୍ଗୁ ପାଇଁ ପ୍ରସିଦ୍ଧ ଥିଲା। ବଡ଼ବିଲ ଓ ବଲାଣି ଅଞ୍ଚଳ ନିକଟ ବର୍ତୀ ଥିବାରୁ ଜନ ସାଧାରଣ ମନରେ କୋକୁଆ ସୁଷ୍ଟି ହେଉଛି।

କିଛି ଦିନ ତଳେ ମଧ୍ୟ ଭୁବନେଶ୍ବରରେ ଡେଙ୍ଗୁ କାୟାବିସ୍ତାର କରିଥିଲା । ଏବେ ପୁଣି ଲୋକଙ୍କ, ମାନଙ୍କ ଭୟ ସୁଷ୍ଟି ହେଉଛି।କେନ୍ଦୁଝର ଜିଲ୍ଲା ବଲାଣି ଅଞ୍ଚଳରେ ଦେଖିବାକୁ ମିଳିଛି।