ଜୀବନରେ କେବେବି ସ୍ୱାସ୍ଥ୍ୟ ଖରାପ ହେବନାହିଁ !

ବାସ୍ତୁ ଅନୁଯାଇ କିଛି ନୀତି ନିୟମ ଜାଣନ୍ତୁ..

ବାସ୍ତୁ ଅନୁଯାୟୀ କିଛି ନିୟମ ରହିଛି, ଏହାକୁ ପାଳନ କରିବା ଦ୍ୱାରା ରୋଗ ଜୀବନରେ ଆସିନଥାଏ । ଏହାସହ ଏଭଳି କେତେକ ଜିନିଷ ରହିଛି,ଯାହାକୁ ପ୍ରଥମତଃ ରୋଷେଇ ଘରେ ରଖିବା ଉଚିତ ନୁହେଁ। ସେହି ଜିନିଷକୁ ରୋଷେଇ ଘରେ ରଖିବା ଦ୍ୱାରା ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ।

ବାସ୍ତୁ ଅନୁଯାଇ କିଛି ନୀତି ଜାଣିବା ଜରୁରୀ :

  • ରୋଷେଇ ଘରେ ଅଧିକ ସମୟ ପର୍ଯ୍ୟନ୍ତ ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ।
  • ଖରାପ ହୋଇଯାଇଥିବା ବୈଦ୍ୟୁତିକ ଜିନିଷକୁ ମଧ୍ୟ ଆଦୌ ରୋଷେଇ ଘରେ ରଖନ୍ତୁ ନାହିଁ।
  • ରୋଷେଇ ଘରେ ଅଇନା କିମ୍ବା ଅଇନା ଭଳି ଅନ୍ୟ ଜିନିଷ ମଧ୍ୟ ରଖନ୍ତୁ ନାହିଁ।
  • ରୋଷେଇ ଘରେ ଭଙ୍ଗା ଓ ଅପରିଷ୍କାର ବାସନ ଆଦୌ ରଖନ୍ତୁ ନାହିଁ।
  • ରୋଷେଇ ଘରେ ଝାଡୁ ମଧ୍ୟ ରଖନ୍ତୁ ନାହିଁ।
  • ରୋଷେଇ ଘରେ ଆଲୁମିନିୟମର ବାସନ ମଧ୍ୟ ରଖନ୍ତୁ ନାହିଁ।
  • ରୋଷେଇ ଘରେ ପିମ୍ପୁଡି, ଅସରପା, ମୂଷା ଅନ୍ୟ କୀଟ ମାରିବା ପାଇଁ ବ୍ୟବହୃତ ହେଉଥିବା ଔଷଧ ରଖନ୍ତୁ ନାହିଁ।

କେବଳ ରୋଷେଇରେ ବ୍ୟବହାର ଉପଯୋଗୀ ଜିନିଷ ହିଁ ରୋଷେଇ ଘରେ ରଖନ୍ତୁ। ଏହା ରଖିବା ଦ୍ୱାରା ବାସ୍ତୁ ଦୋଷ ଦୂର ଯାହାକି ରୋଷେଇ ଘରେ ଉପୁଜି ନଥାଏ, ଫଳରେ ସର୍ବଦା ସ୍ୱାସ୍ଥ୍ୟ ରୋଷେଇକୁ ନେଇ ସୁଦର ସାରସ ନିରୋଗ ରହିଥାଏ।

(ପ୍ରତ୍ୟାଖ୍ୟାନ: \’ଏହି ଆର୍ଟିକିଲରେ ଥିବା ସୂଚନା ବିଭିନ୍ନ ମାଧ୍ୟମ / ଜ୍ୟୋତିଷ / ଆଲମାନାକରୁ ସଂଗ୍ରହ କରିବା ପରେ ଆପଣଙ୍କ ନିକଟକୁ ଅଣାଯାଇଛି ।  ଆମର ଉଦ୍ଦେଶ୍ୟ କେବଳ ସୂଚନା ପ୍ରଦାନ କରିବା । )