ରାଶିଫଳ ରବିବାର: ବିଚାର ଠୁ ହିଁ ମନୁଷ୍ୟର ଦୁନିଆ ବନେ, ଜାଣନ୍ତୁ ଆଜିର ରାଶି ଚକ୍ରରେ..

ରାଶିଫଳ ରବିବାର ୦୮-୦୧-୨୦୨୩

ମେଷ: ସମ୍ଭବ ଅଛିକି ଆଜି ଆପଣଙ୍କ ଜିଭକୁ ପୂରଣ ରୂପେ ମଜ଼ା ମିଳିବ- କୌଣସି ଭଲ ରେସ୍ତୋରାଁରେ ଯାଇ ସ୍ୱାଦିଷ୍ଟ ଖାଦ୍ୟର ମଜ଼ା ନେଇ ପାରନ୍ତି | ଲମ୍ବା ଯାତ୍ରା ଦୃଷ୍ଟିରୁ ନିଜର ସ୍ୱାସ୍ଥ୍ୟ ଓ ଉର୍ଜା ସ୍ଥରରେ ଯାହା ବୃଦ୍ଧି କରିଛନ୍ତି, ତାହା ଅତି ଲାଭକାରୀ ହେବ | ବ୍ୟସ୍ତ କାର୍ଯ୍ୟକ୍ରମ ଥିବା ସ୍ତବେ ଆପଣଙ୍କୁ ଠକ ଅନୁଭବ ହେବ ନାହିଁ | ଧନ ଆଜି ଆପଣଙ୍କ ହାତରେ ରହିବ ନାହିଁ | ସେଥିପାଇଁ ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ | ପିଲା ମାନେ ଆଜି ଦିନଟା ଆପଣଙ୍କ ପାଇଁ କଷ୍ଟକର ବନେଇ ପାରନ୍ତି | ସ୍ନେହ ମମତା ଆପଣେଇ ତାଙ୍କୁ ବୁଝାନ୍ତୁ ଓ ଅଦରକାରୀ ଚାପ ଠୁ ରକ୍ଷା ପାନ୍ତୁ | ମନେ ରଖ୍ନ୍ତୁକି ପ୍ରେମ ହିଁ ପ୍ରେମକୁ ଜନ୍ମ କରେ | ଯଦି ଆପଣ ଆଦେଶ ଚଳେଇବାକୁ ଚେଷ୍ଟା କରିବେ,ତାହେଲେ ଆପଣ ଓ ଆପଣଙ୍କ ପ୍ରିୟ ମଧ୍ୟରେ ବହୁତ ସାରା ଅସୁବିଧା ସୃଷ୍ଟି ହୋଇ ପାରେ | ନିଜର ଦୁର୍ବଳତା ଉପରେ ଆପଣଙ୍କୁ ବହୁତ ଧ୍ୟାନ ଦେବା ଉଚିତ | କିନ୍ତୁ ଏଥିପାଇଁ ନିଜପାଇଁ ସମୟ ବି ଦେବାକୁ ପଡିବ | ପରିବାର ଲୋକଙ୍କ ସହିତ ଟିକେ ବିବାଦ ୟହଇ ପାରେ |

ବୃଷ: କୌଣସି ଉତ୍ତମ ବହି ପଢ଼ିକି ଆପଣ ଆପଣଙ୍କର ବିଚାରଧାରାରେ ବୃଦ୍ଧି ଆଣି ପାରିବେ | ଆପଣଙ୍କ ପିଲାଙ୍କ ପ୍ରଦର୍ଶନ ଆପଣଙ୍କୁ ଅତି ଖୁସି କରିବ | ଆଜି ନିବେଶ କରିବା ଯୋଗୁଁ ଆପଣଙ୍କ ସମୃଦ୍ଧି ଓ ଅର୍ଥ ସୁରକ୍ଷାରେ ବୃଦ୍ଧି ହେବ | ଯଦି ଆପଣ ନିଜର ସାଥୀଙ୍କ ଦୃଷ୍ଟିକୁ ଅବହେଳା କରିବେ, ତାହେଲେ ସିଏ ନିଜର ସହନଶୀଳତା ହରେଇ ବସି ପାରନ୍ତି | ଆପଣଙ୍କ ଆଖିରେ ଅଟେ ଚମକ ଅଛିକି ଆପଣଙ୍କ ପ୍ରିୟଙ୍କ ଅନ୍ଧାର ରାତି ବି ଉଜ୍ବଳ କରି ଦବ | ଆଜି ନିଜପାଇଁ ଆପଣ ଯଦିବା ସମୟ କାଢ଼ିବାରେ ସକ୍ଷମ ହୋଇପାରିବେ ତଥାପି ଅଚାନକ କୌଣସି ଜରୁରୀ ଅଫିସ କାମପାଇଁ ଆପଣଙ୍କ ଯୋଜନା ପଣ୍ଡୁର ହୋଇଯିବ | ଯଦି ଆପଣ ବୈବାହିକ ଜୀବନ ଦୃଷ୍ଟିରୁ ଲମ୍ବା ସମୟରୁ ନିରାଶ ଅଛନ୍ତି, ତାହେଲେ ଆଜି ଆପଣଙ୍କ ସ୍ଥତିରେ ବୃଦ୍ଧି ଅନୁଭବ କରି ପାରନ୍ତି |

ମିଥୁନ: ପରିବାର ଲୋକଙ୍କ ସହିତ ଭଲ ସମୟ କାଟିବାର ଏହା ଏକ ଉତ୍ତମ ସୁଯୋଗ | ଆପଣଙ୍କ ବିନମ୍ର ସ୍ଵଭାବକୁ ପସନ୍ଦ କରା ଯିବ | ବହୁତ ସାରା ଲୋକ ବିଶେଷ କରିକି ଆପଣଙ୍କ ପ୍ରଶଂସା କରି ପାରନ୍ତି | କୌଣସି ପୁରୁଣା ରୋଗ ଆଜି ଆପଣଙ୍କୁ କଷ୍ଟ ଦେଇପାରେ ଯେଉଁଥିପାଇଁ ଆପଣ ଡାକ୍ତରଖାନା ମଧ୍ୟ ଯାଇପାରନ୍ତି ଓ ଆପଣଙ୍କର ବହୁତ ଅର୍ଥ ଖର୍ଚ୍ଚ ହୋଇପାରେ | ପାରିବାରିକ ଲୋକଂକ ସାହାଯ୍ୟ ଆପଣଙ୍କ ଦରକାରକୁ ପୁରା କରିବ | ଆଜିର ଦିନ ଆପଣଙ୍କ ପ୍ରେମ ସମ୍ପର୍କରେ ରଙ୍ଗ ଭରିଦେବ କିନ୍ତୁ ରାତିରେ କୋଣସି ପୁରୁଣା କଥାକୁନେଇ ପ୍ରେମିକ/ପ୍ରେମିକାଙ୍କ ସହିତ ଯୁକ୍ତି ତର୍କ ସହିତ ମନୋମାଳିନ୍ୟ ହୋଇପାରେ | ଆଜି ଆପଣ ଖୋଲା ଆକାଶ ଓ ଖୋଲା ପବନରେ ଶ୍ୱାସ ନେବାପାଇଁ ଚାହିଁବେ ଏହା ଆପଣଙ୍କୁ ଦିନସାରା ଶାନ୍ତ ଓ ଉନ୍ମାଦ ଭରା ରଖିବ |

କର୍କଟ: ଏହି ରାଶିର ବ୍ୟପାରୀମାନଙ୍କ ପାଇଁ ଆଜି ଅତ୍ୟନ୍ତ ଶୁଭ ଦିନ ଅଟେ | ଆଜି ସେମାନଙ୍କ ସ୍ବପ୍ନ ସତ୍ୟ ହେବାର ସମ୍ଭାବନା ଅଛି | ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟ ମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ | ଆଜି ଦିନସାରା ଧନର ଉତ୍ତମ ସଞ୍ଚାଳନ ହେବ ଓ ଦିନ ସମାପ୍ତ ହେବ ପରେ ଧନର ଉତ୍ତମ ସଞ୍ଚୟ ବି ହେବ | ନୂତନ ପାରିବାରିକ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜି ଦିନଟା ଶୁଭ ଅଟେ | ଏହାକୁ ସଫଳ କରିବା ପାଇଁ ଅନ୍ୟ ଲୋକଙ୍କ ସାହାଯ୍ୟ ନିଅନ୍ତୁ | ହଠାତ ହୋଇ ଥିବା ପ୍ରେମର ଦେଖା ସାକ୍ଷାତ ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରି ପାରେ | ଆଜି କେହି ଜଣେ ଆପଣଙ୍କ ସହଯୋଗ କାରଣରୁ ପୁରସ୍କୃତ ହେବେ ଓ ଲୋକ ମାନଙ୍କର ଧ୍ୟାନ ଆପଣଙ୍କ ଉପରେ କେନ୍ଦ୍ରିତ ହେବ | ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ଦୋଷକୁ ସୁଧାରିବେ ଓ ଆପଣଙ୍କୁ ଖୁସି ଅନୁଭବ ହେବ |

ସିଂହ: ନକ୍ଷେତ୍ର ମାନଙ୍କର ମାନିବେ ଯଦି ଆଜି ଆପଣ ନିଜର ସାଙ୍ଗ ମାନଙ୍କ ସହିତ ଗୋଟେ ଆନନ୍ଦଦାୟକ ସନ୍ଧ୍ୟା ବିତେଇବେ | ଖାଲି ଏତିକି ମାନେ ରଖନ୍ତୁ କି କୌଣସି ଜିନିଷ ବେଶୀ ହେଲେ ଭଲ ନୁହେଁ | ଆପଣଙ୍କ ଝଗଡା କରିବା ସ୍ଵଭାଵ କାରଣରୁ ଆପଣଙ୍କ ଶତ୍ରୁ ବଢ଼ି ପାରନ୍ତି | କାହାକୁ ନିଜ ଉପରେ ଅଟେ ନିଅନ୍ତ୍ରଣ ଦିଆନ୍ତୁନି କି, ସିଏ ଆପଣଙ୍କୁ ନିରାଶ କରି ପାରେ ଓ ଯାହା ପରେ ଆପଣଙ୍କୁ ପଶ୍ଚାତାପ କରିବାକୁ ପଡ଼େ | ବ୍ୟାଙ୍କ ଆଚରଣ ଆଜି ସାବଧାନ ହୋଇ କରନ୍ତୁ | ଆଜିର ଦିନ ମଜା କରିବା ଦୃଷ୍ଟିରୁ ଉତ୍ତମ ଅଟେ, ତାହା ଯୋଗୁଁ ନିଜର ପସଂଦର କାର୍ଯ୍ୟ କରନ୍ତୁ | ଆପଣ ଆପଣଙ୍କ ପ୍ରେମୀଙ୍କୁ ଦେଇଥିବା କୌଣସି ବଚନ ରଖିପାରିବେନି ଯେଉଁଥିପାଇଁ ସେ ନାରାଜ ହୋଇ ପାରନ୍ତି | ଆଜି ଆପଣଙ୍କର ପିଲାଦିନର ଇଛା ଗୁଡ଼ିକୁ ପୁର୍ଣ କରିପାରିବାପାଇଁ ଯଥେଷ୍ଟ ସମୟ ମିଳିବ |

କନ୍ୟା: ଆଜି ଆପଣଙ୍କ ସମ୍ପର୍କ କରିବାର କୌଶଳ ଓ ପ୍ରବୀଣତା ଅନ୍ୟ ମାନଙ୍କୁ ବହୁତ ପ୍ରଭାବିତ କରିବ | ସମ୍ଭବ ଅଛିକି ଆପଣଙ୍କ ଜୀବନ-ସାଥୀଙ୍କ କାରଣରୁ ଆପଣଙ୍କ ପ୍ରତିଷ୍ଠାକୁ କକ୍ଷେତି ଆସି ପାରେ | ଚଣା-ଛଣି ଖାଦ୍ୟକୁ ପରିହାର କରନ୍ତୁ ଓ ନିୟମିତ ରୂପରେ ବ୍ୟୟାମ କରନ୍ତୁ | ଯଦି ଆପଣ ଭଲ ଭାବରେ ଜୀବନ ଯାପନ କରିବାପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଅର୍ଥ ଆସିବା ଉପାୟ ଉପରେ ବେଶୀ ଧ୍ୟାନ ଦେବାକୁ ପଡ଼ିବ | କିଛି ଲୋକଁକ- ପାଇଁ ପରିବାରରେ ଖୁସି ଖବର ଆସିପାରେ ଯାହା ଯୋଗୁ ଉତ୍ସବ ଓ ଭୋଜି-ଭାତ ହୋଇ ପାରେ| ଅନ୍ୟ ମାନଙ୍କର ହସ୍ତକ୍ଷେପ ଯୋଗୁଁ ବିବାଦ ହୋଇ ପାରେ |

ତୁଳା: ଆଜି ଆପଣ ଘରର ଛୋଟମାନଙ୍କୁ ନେଇ ପାର୍କ ବା ଶପିଂ ମଲ ଯାଇପାରନ୍ତି | ପ୍ରେମ ଦୃଷ୍ଟିରୁ ବୈବାହିକ ଜୀବନ ପାଇଁ ଭଲ ଦିନ ଅଛି | ନିଜକୁ ଗୁରୁତ୍ୱ ଦେବା ପାଇଁ ଆପଣ ଘଟଣା ଗୁଡ଼ିକୁ ଅତିରଂଜିତ କରିପାରନ୍ତି | ବାହାରର ଓ ଖୋଲା ଖାଦ୍ୟ ଖାଇବା ବେଳେ ବିଶେଷ ରୂପରେ ନିଜକୁ ରାଗଠୁ ରକ୍ଷା କରନ୍ତୁ | ବିନା କୌଣସି କାରଣରୁ ଚାପ ନିଅନ୍ତୁ ନାହିଁ, କାରଣ ଏହା ଆପଣଙ୍କୁ ମାନସିକ କଷ୍ଟ ଦେଇ ପାରେ | ଅର୍ଥ କୋଷ ଓ ଯୋଜନାରେ ନିବେଶ କରିବା ଆପଣଙ୍କ ପାଇଁ ଉପକାରି ରହିବ | ମନୋରଞ୍ଜନ ଠୁ ଜଡ଼ିତ ଗତିବିଧି ଆନଦୟାକ ରହିବ, ଯଦି ପୁରା ପରିବାରର ସେଠାରେ ସହଭାଗିତା ଥିବ | ଆପଣ ଓ ଆପଣଙ୍କର ପ୍ରିୟଜନ ଅଧିକ ସମୟ ଏକାଠି କାଟିଲେ ବୁଝିବା ଶକ୍ତି ବଢିବ |

ବିଛା: ବୈବାହିକ ଜୀବନର ଆନନ୍ଦ ନେବା ପାଇଁ ପ୍ରଚୁର ସୁଯୋଗ ଅଛି ଆପଣଙ୍କ ପାଖରେ | ଆପଣଙ୍କ ବଦଭ୍ୟାସ ଆଜି ଆପଣଙ୍କ ଉପରେ ଭାରି ପଡ଼ିପାରେ | ସେଥିପାଇଁ ସମ୍ଭଳିକି ରୁହନ୍ତୁ | ଧ୍ୟାନ କଲେ ଶାନ୍ତି ମିଳିବ | ଆପଣଙ୍କ ପଇସା କେଉଁଠି ଓ କେମିତି ଖର୍ଚ୍ଚ ହେଉଛି ତା’ ବିଷୟରେ ଆପଣ ଯତ୍ନ ବାନ ହେବ ଉଚିତ ନଚେତ ଆଗାମୀ ଦିନମାନଙ୍କରେ ପଶ୍ଚାତାପ କରିବାକୁ ପଡ଼ିପାରେ | ଲୋକାନାଂକ ସହିତ ବିବାଦ ସାରି ଆପଣ ଆପଣଙ୍କର ଉଦେଶ୍ୟକୁ ଅତି ସହଜରେ ପୁର୍ଣ କରି ପାରିବେ | ନିଜର ମନର କଥା ପ୍ରକାଶିତ କରି ଆପଣ ବହୁତ ହାଲ୍କା ଓ ଅଭିବୃତ ଅନୁଭବ କରିବେ | ଅଭାବୀ ଲୋକଙ୍କର ସାହାଯ୍ୟ କରିବାର ଗୁଣ ଆପଣଙ୍କୁ ସମାନ ଦେବ |

ଧନୁ: ନକ୍ଷେତ୍ର କହୁଛନ୍ତି କି କୌଣସି ପାଖ ସ୍ଥାନକୁ ଯାତ୍ରା ହୋଇ ପାରେ | ଏହା ଯାତ୍ରା ଆନନ୍ଦଦାୟକ ରହିବ ଓ ନିଜ ପ୍ରିୟ ଲୋକଙ୍କ ସହଯୋଗ ମିଳିବ | ଯଦି ଆପଣ ବହୁତ ଦିନରୁ ଆରାମ କରି ନାହାନ୍ତି ତାହେଲେ ଆଜି ଟିକେ ଦୁର୍ବଳ ଅନୁଭବ କରିବେ ତେଣୁ, ଆରାମ କରିବା ଅତି ଜରୁରି | ଆଜି ଆପଣଙ୍କ ପିତା ମାତାଙ୍କ ମଧ୍ୟରୁ କେହି ଆପଣଙ୍କୁ ଧନ ସଞ୍ଚୟ କରିବା ପାଇଁ ଉପଦେଶ ଦେବେ | ଆପଣ ତାଙ୍କ ଉପଦେଶ ଧ୍ୟାନପୂର୍ବକ ଶୁଣନ୍ତୁ ନଚେତ ଆଗାମୀ ଦିନ ମାନଙ୍କରେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ | ଆପଣଙ୍କର କେହି ଜଣେ ପରିବାର ଲୋକ କିମ୍ବା ସାଙ୍ଗ ସାଥି ଆପଣଙ୍କ ଅନିଶ୍ଚିତ ଓ ଖାମଖିଆଲ ବ୍ୟବହାର ଯୋଗୁଁ ଚିଡ଼ି ପାରନ୍ତି | ପ୍ରେମ କ୍ଷେତ୍ରରେ ଆଜି ଆପଣଙ୍କୁ କେହି ଭୁଲ ବୁଝି ପାରନ୍ତି | ଯାତ୍ରା ଓ ଶିକ୍ଷାଠୁ ଜଡିତ କାର୍ଯ୍ୟ ଆପଣଙ୍କ ସଚେତନତାରେ ବୃଦ୍ଧି ଆଣିବ | ଜନ୍ମଦିନ ଭୁଲିଲା ପରି କୌଣସି ଛୋଟ କଥାକୁ ନେଇକି ଜୀବନସାଥୀ ସହିତ ଝୁଙ୍କଟି ହୋଇ ପାରେ | କିନ୍ତୁ ଶେଷରେ ସବୁ ଠିକ ହୋଇ ଯିବ |

ମକର: ଆଜି ବିନା କୌଣସି ସାଥିରେ ମଧ୍ୟ ଆପଣ ପୁରା ଦିନ ଆନନ୍ଦିତ ରହିବେ | ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ ଉପାରେ ଧ୍ୟାନ ଓ ଯତ୍ନ ନେବା ଉଚିତ | ଆଜି ଯଦିବା ଆପଣଙ୍କର ଆର୍ଥିକ ପକ୍ଷ ଭଲ ରହିବ ତଥାପି ଆପଣଙ୍କୁ ବ୍ୟର୍ଥ ଖର୍ଚ୍ଚାରୁ ବଞ୍ଚିବାକୁ ପଡିବ ନହେଲେ ଅଯଥା ଖର୍ଚ୍ଚ ହୋଇପାରେ | ବିବାହ ବନ୍ଧନରେ ଜଡିତ ହେବ ପାଇଁ ଏହା ଉତ୍ତମ ସମୟ ଅଟେ | ଯେଉଁମାନେ ନିଜ ପ୍ରେମୀଙ୍କ ଠାରୁ ଦୂରରେ ରହୁଛନ୍ତି ସେମାନେ ଆଜି ପ୍ରେମୀଙ୍କୁ ମନେପକାଇ ରାତିରେ ତାଙ୍କ ସହିତ ବହୁତ ସମୟ ଫୋନେ ରେ କଥା ହୋଇପାରନ୍ତି | ଆଜି ସମୟ ବାହାର କରି ନିଜ ଜୀବନସାଥିଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି | କିନ୍ତୁ ଏହି ସମୟରେ ଆପଣ ଦୁଇଜଣଙ୍କ ମଧ୍ୟରେ କଳହ ମଧ୍ୟ ସୃଷ୍ଟି ହୋଇପାରେ | ଆଜି ଆପଣଙ୍କୁ ଆପଣଙ୍କର ଜୀବନ-ସାଥୀଙ୍କ ଗୋଟେ ଉତ୍ତମ ଗୁଣ ଦେଖା ଯିବ |

କୁମ୍ଭ: ଯଦି ଆପଣ ଚେଷ୍ଟା କରିବେ ତାହେଲେ ଆପଣ ନିଜର ଜୀବନ-ସାଥୀ ସହିତ ଜୀବନର ସବୁଠୁ ଉତ୍ତମ ଦିନ କାଟି ପାରିବେ | ଛୋଟ କାରବାରିମାନେ ତାଙ୍କ କର୍ମଚାରୀଙ୍କ ମନୋବଳ ବଢାଇବା ଏବଂ ଖୁସି କରିବା ପାଇଁ ସେମାନଙ୍କୁ କିଛି ଉପହାର ଦେଇପାରନ୍ତି | ଆଜି ଆପଣ ବିଶ୍ରାମ ନେବା ଆବଶ୍ୟକ ଓ ନିଜର ଅନ୍ତରଂଗ ବଂଧୁ ଓ ପରିବାର ରେ ଖୁସି ପାଇବା ପାଇଁ ଚେଷ୍ଟା କରଂତୁ | ଆଜି ଆପଣଙ୍କୁ ଭୂମି,ରୟାଲ-ଇଷ୍ଟେଟ କିମ୍ବା ସାଂସ୍କୃତିକ ପରିଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ଅଛି | ପାରିବାରିକ ଲୋକଂକ ସାହାଯ୍ୟ ଆପଣଙ୍କ ଦରକାରକୁ ପୁରା କରିବ | ଆପଣଙ୍କୁ କାହା ସହିତ ପ୍ରଥମ ଦେଖା ପ୍ରେମ ହୋଇ ପାରେ | ଆଜି ମୋବାଇଲରେ ଆପଣ କୌଣସି ଚଳଚିତ୍ର ବା ୱେବ ସିରିଜ଼ ଦେଖି ସମୟ ଅତିବାହିତ କରିପାରନ୍ତି |

ମୀନ: ଭାବି-ଚିଂତିକି ଆଗକୁ ବଢନ୍ତୁ, ନିଜ ହୃଦୟ ଠୁ ବିଶେଷ କରିକି ମନ କଥା ଶୁଣନ୍ତୁ | ବୈବାହିକ ଜୀବନରେ ଫଳର ଧ୍ୟାନ ରଖିବା ଆବଶ୍ୟକ | କିନ୍ତୁ ଆଜିକା ଦିନରେ ଆପଣ ଦୁଇ ଜଣ ନିଜ-ନିଜ ପାକହାକୁ ଯିବାକୁ ଚାହିଁବେ | ଆଜି ଆପଣଙ୍କ ପାଇଁ ଭଲ ଦିନଟିଏ | ଆପଣ ଖାଲି ସମୟର ଆନନ୍ଦ ନେଇ ପାରିବେ | ଭଲଭାବରେ ମନେରଖନ୍ତୁ ଯେ ଦୁଃଖ ସମୟରେ ଆପଣଙ୍କ ସଞ୍ଚିତ ଧନ ହିଁ ଆପଣଙ୍କ କାମରେ ଆସିବ | ସେଥିପାଇଁ ଆଜିଠାରୁ ଧନ ସଞ୍ଚୟର ଉପାୟ କରନ୍ତୁ | ଘର ଳୋକେ ଆଜି ଆପଣଙ୍କ ଉପରେ ଘର କାମ ନ କରିବା ଯୋଗୁ ଅଧିକ ଚିଡ଼ିବେ | ଆପଣ ଓ ଆପଣଙ୍କର ପ୍ରିୟଜନ ଅଧିକ ସମୟ ଏକାଠି କାଟିଲେ ବୁଝିବା ଶକ୍ତି ବଢିବ |