ରାଶିଫଳ ଗୁରୁବାର : ପ୍ରତ୍ୟେକ କର୍ମର ଆଶାନୁରୂପ ଫଳ ପାଇବେ

Horoscope Thursday-24-11-2022

ମେଷ : ଆଜିର ଦିନ ଯୋଗ ଓ ଧ୍ୟାନ ସହିତ ଆରମ୍ଭ କରିପାରନ୍ତି | ଏହା ଦ୍ୱାରା ଆପଣ ପୁରା ଦିନ ଉର୍ଜ୍ଜାର ସହିତ କାଟିବେ ଆପଣଙ୍କଠାରୁ ଋଣ ନେଇଥିବା ବ୍ୟକ୍ତି ଯଦି ଆପଣଙ୍କୁ ପଇସା ନ ଫେରାଉଥାଏ ତେବେ ଆଜିର ଦିନରେ ସେ ହୁଏତ ଆପଣଙ୍କ ଋଣ ସୁଝିପାରେ | ପରିବାର ଲୋକଙ୍କ ଦରକାରକୁ ଗୁରୁତ୍ୱ ଦିଅନ୍ତୁ | ତାଙ୍କର ସୁଖ-ଦୁଃଖର ଭାଗିଦାର ହୁଅନ୍ତୁ, ତାହେଲେ ତାଙ୍କୁ ଅନୁଭବ ହେବକି ଆପଣ ସତରେ ତାଙ୍କର ଧ୍ୟାନ ରଖନ୍ତି | ଅପ୍ରତୟନସିତ ପ୍ରେମ ଆକର୍ଷଣ ହେବାର ସମ୍ଭାବନା ଅଛି | ବ୍ୟପାରୀମାନେ ତାଙ୍କର ବାଣିଜ୍ୟର ଗୋପନୀୟ ତଥ୍ୟ ବା ଯୋଜନା କାହାରି ଆଗରେ ପ୍ରକାଶ କରିବା କଥା ନୁହେଁ | ଏପରି କଲେ ଆଗକୁ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି | ସମୟର ସଦୁପଯୋଗ କରିବାପାଇଁ ଆଜି ଆପଣ ପାର୍କ ଜେବାପାଇଁ ଯୋଜନା କରିପାରନ୍ତି କିନ୍ତୁ ସେଠି କୌଣସି ଅଚିଂହା ବ୍ୟକ୍ତିଙ୍କ ସହିତ ଯୁକ୍ତି ତର୍କ ହେଵା ଆପଣଙ୍କ ମୁଡ଼ ଖରାପ ହୋଇପାରେ | ଆପଣଙ୍କ ଜୀବନ-ସାଥୀ ସତରେ ଆପଣଙ୍କ ପାଇଁ ଦେବଦୁତ ପରି ଓ ଏହା ଆପଣଙ୍କୁ ଆଜି ଅନୁଭବ ହେବ |

ବୃଷ : ଆପଣଙ୍କ ବ୍ୟକ୍ତିତ୍ୱ ସୁଗନ୍ଧ ପରି ମହକିବ ଓ ସମସ୍ତଙ୍କୁ ଆକର୍ଷିତ କରିବ | ଆଜି ଦିନ ଆରମ୍ଭରୁ ହିଁ ଅର୍ଥ ହାନି ହୋଇପାରେ ଯାହାଦ୍ୱାରା ପୁରା ଦିନ ଖରାପରେ କାଟିବେ | ସାଙ୍ଗ ଓ ବନ୍ଧୁ ମାନଙ୍କ ସହିତ ମଜା-ମସ୍ତି କରନ୍ତୁ | ଆଜି ନିଜ ସାଥୀ ସହିତ ବିବାଦ ହୋଇ ପାରେ | କାମ-କାର୍ଯ୍ୟଠୁ ଜଡିତ କଥାରେ ସାଙ୍ଗ ମାନଙ୍କର ବିଶେଷ ସହଯୋଗ ଲାଭକାରୀ ରହିବ | ଛାତ୍ର ମାନଙ୍କୁ ଆଜିର କାମ କାଲି ପାଇଁ ବାତିଲ ନ କରିବା ପାଇଁ ଉପଦେଶ ଦିଆଯାଉଛି |ଆଜିର କାମ ଆଜି ଶେଷ କରନ୍ତୁ | ଏହା ଆପଣଙ୍କ ପାଇଁ ହିତକାରୀ ପ୍ରମାଣିତ ହେବ | ଜୀବନ-ସାଥୀଙ୍କ ଆଡୁ ମାନସିକ-ଚାପ କାରଣରୁ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ି ପାରେ |

ମିଥୁନ : ଗର୍ଭବତୀ ମହିଳା ମାନଂକ ପାଇଁ ଦିନ ଭଲ ନାହିଁ | ଚଲା-ବୁଲା ସମୟରେ ସାବଧାନ ରହିବା ଆବଶ୍ୟକ | ନିଜର ନିବେଶ ଓ ଭବିଷ୍ୟ ଲକ୍ଷ୍ୟ ସମ୍ବନ୍ଧରେ ଯୋଜନା ଗୋପନୀୟ ଭାବରେ ରଖନ୍ତୁ | କୌଣସି ବିବାଦ ସ୍ତୃଷ୍ଟି କରିବା ବିଷୟ ଉପରେ ଅଳଲୋଚନା କରନ୍ତୁ ନାହିଁ,ଯାହା କାରଣରୁ ଆପଣ ଓ ଆପଣଙ୍କ ପରିଜଣଙ୍କ ମଧ୍ୟରେ ଯୄକ୍ତି-ତର୍କ ହୋଇ ପାରେ | ପ୍ରେମର ଦୃଷ୍ଟିରୁ ଯଦି ଆପଣ ଦେଖିବେ ତାହେଲେ ଜୀବନର ରସର ପୁରା ଆନନ୍ଦ ନେବାର ସଫଳ ରହିବେ | ବିବାଦ ହେଉ କିମ୍ବା କାର୍ଯ୍ୟାଳୟ ରାଜନୀତି – ସବୁ ଥିରେ ଆପଣଙ୍କର ହିଁ ଚାଲିବ | ଆଜି ଆପଣ ଆପଣଙ୍କ ଖାଲି ସମୟ ଟିଭି, ମୋବିଲେ ବା ଇଣ୍ଟେର୍ନେଟ ସର୍ଫିଙ୍ଗ କରି କାଟିବେ | ଏହାଦ୍ୱାରା ଆପଣଙ୍କ ଜୀବନସାଥୀ ଆପଣଙ୍କ ଉପରେ ବିରକ୍ତିଭାବ ପ୍ରକାଶ କରିପାରନ୍ତି କାରଣ ଆପଣ ତାଙ୍କ ପ୍ରତି କୌଣସି ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ସେ ଭାବିପାରନ୍ତି | ବୈବାହିକ ଜୀବନ କିଛି ଦିନରୁ ବହୁତ ବିପଦରେ ଥିଲା, କିନ୍ତୁ ଆଜି ଆପଣ ଅବସ୍ଥାରେ ବୃଦ୍ଧି ଅନୁଭବ କରିବେ |

କର୍କଟ : ମନ ଶାନ୍ତି ପ୍ରାପ୍ତ କରିବା ପାଇଁ କିଛି କ୍ଷଣ ନିଜର ବନ୍ଧୁ ମାନଙ୍କ ସହିତ ବ୍ୟତୀତ କରନ୍ତୁ | ଯଦି ଆପଣ ଭ୍ରମଣ କରିବାକୁ ବାହାରକୁ ଯାଉଛନ୍ତି ତେବେ ନିଜର ମୂଲ୍ୟବାନ ଵାସ୍ତୁମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ କାରଣ ଚୋରି ହେବାର ଅନେକ ସମ୍ଭାବନା ଅଛି | ଯେତିକି ଆପଣ ଭାବିଥିଲେ , ଆପଣଙ୍କ ଭାଇ ତହାଠୁ ବେଶୀ ସହାୟକ ପ୍ରମାଣିତ ହେବେ | ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ପ୍ରେମୀ ଆପଣଙ୍କ ମନ ବୁଝୁନାହିଁ , ତେବେ ସେଥିପାଇଁ ବ୍ୟସ୍ତ ନ ହୋଇ ସେଥିପାଇଁ ସମୟ ଦିଅନ୍ତୁ ଏବଂ ନିଜ ହୃଦୟର କଥା ସ୍ପଷ୍ଟ ଭାବରେ ବ୍ୟକ୍ତ କରନ୍ତୁ | ଆଜି ଆପଣଙ୍କ ଉପରେ ସମସ୍ଥଙ୍କର ଧ୍ୟାନ କେନ୍ଦ୍ରିତ ରହିବ ଓ ସଫଳତା ପାଇ ଆପଣ ସମୃଦ୍ଧଶାଳୀ ହେବେ | ଆଜି ନିଜର ଗୁପ୍ତ ଗୁଣର ସହଯୋଗ ନେଇ ଦିନଟିକୁ ସୁନ୍ଦର ଭାବରେ କାଟିବେ | ଆଜି ଆପଣ ନିଜର ଜୀବନ ସାଥୀ ସହିତ ବୁଲା-ବୁଲି କରି ମଜା ନେଇ ପାରନ୍ତି | ତାଙ୍କ ସହିତ ସମୟ କାଟିବା ପାଇଁ ଏହା ଏକ ଉତ୍ତମ ସୁଯୋଗ, ହାତ-ଛଡ଼ା କରନ୍ତୁ ନାହିଁ |

ସିଂହ : ଆଜି ଆପଣଙ୍କୁ ଭାବନାର ପରିବେଶ ମୁଠେଇ ଧରିବ, ତାହାଠୁ ବାହାରିବା ପାଇଁ ପୁରୁଣା କଥାକୁ ହୃଦୟରୁ କାଢ଼ି ଦିଅନ୍ତୁ | ଆଜି ଆପଣକୁ ଅର୍ଥ ହାନି ହୋଇ ପାରେ ଯଦି ଅନ୍ୟ କଥାରେ ପଡିକି ନିବେଶ କରିବେ | ଆପଣଙ୍କର ଅନ୍ୟଙ୍କୁ ପ୍ରଭାବିତ କରିବାର କ୍ଷମତା ଆପଣଙ୍କ ପାଇଁ ସକାରାତ୍ମକ ସୁହଜ ଆଣିବ | ନିଜର ପ୍ରେମର ଭାବନାକୁ ସମସ୍ତଙ୍କ ସାମନାରେ ପ୍ରକାଶିତ କରନ୍ତୁ ନାହିଁ | କାର୍ଯ୍ୟରେ ପରିବର୍ତନ କାରଣରୁ ଆପଣଙ୍କୁ ଲାଭ ମିଳି ପାରେ | ଭାବି-ଚିଂତିକି ଆଗକୁ ବଢନ୍ତୁ, ନିଜ ହୃଦୟ ଠୁ ବିଶେଷ କରିକି ମନ କଥା ଶୁଣନ୍ତୁ | ଅସହଜତା କାରଣରୁ ଆପଣ ନିଜ ବୈବାହିକ ଜୀବନରେ ଛନ୍ଦି ହେଲା ପରି ଅନୁଭବ କରିବେ | ଆପଣଙ୍କୁ ନିଜ ଜୀବନସାଥୀ ସହିତ ଆଲୋଚନା କରିବାର ଆବଶ୍ୟକତା ଅଛି |

କନ୍ୟା : ଆଜି ଆପଣ ଆତ୍ମବିଶ୍ୱାସ ଓ ଉର୍ଜାରେ ଭରି ରହିବେ ଆପଣ ଆଜି ଭଲ ଟଙ୍କା ରୋଜଗାର କରିବେ କିନ୍ତୁ ଖର୍ଚ୍ଚ ବଢ଼ିବା ଯୋଗୁଁ ସଂଚୟ କରି ପାରିବେ ନାହିଁ | ଅଦରକାରୀ ଜିନିଷ ଉପରେ ଟଙ୍କା ଖର୍ଚ କରି ଆପଣ ନିଜ ଜୀବନ-ସାଥୀକୁ ରୁଷ୍ଟ କରି ପାରନ୍ତି | ଆଜି ଆପଣ ଜଣେ ବିଶେଷ ବ୍ୟକ୍ତିଙ୍କ ଦୃଷ୍ଟିରେ ଆସି ପାରନ୍ତି- ଯଦି ଆପଣ ନିଜ ଦଳଠୁ ଅଲଗା ହୋଇ ରହିବେ | କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସମସ୍ତେ ଗଭୀରତାରେ ନେବେ | ଆପଣ ନିଜେ ନିଜକୁ ଭଲ ଭାବରେ ବୁଝିବା ଦରକାର | ଯଦି ଆପଣ ହଜିଗଲା ପରି ଅନୁଭବ କରୁଛନ୍ତି ତାହେଲେ ସମୟ ନେଇ ନିଜର ବ୍ୟକ୍ତିତ୍ୱକୁ ଆକଳନ କରିବାକୁ ଚେଷ୍ଟା କରନ୍ତୁ | ଜୀବନ-ସାଥୀ ସହିତ ଆଜି ଦିନ ଅନ୍ୟ ଦିନ ଅପେକ୍ଷା ଭଲ ରହିବ |

ତୁଳା : ଆପଣଙ୍କ ଚଢ଼ି ଥିବା ପାରା ଆପଣଙ୍କୁ ବିପଦରେ ପକେଇ ପାରେ | ହଠାତ ଆୟ ବଢ଼ିବା ଯୋଗୁଁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ | ଦିନର ଦ୍ଵିତୀୟ ଭାଗରେ ଆପଣ ବିଶ୍ରାମ କରିବା ଓ ନିଜର ପରିବାର ସହିତ ସମୟ କାଟିବା ପସନ୍ଦ କରିବେ | ଆପଣଙ୍କ ପ୍ରିୟର ଫୋନ ଆସିବା କାରଣରୁ ଆପଣ ଦିନଯାକ ଖୁସିରେ ରହିବେ | ବରିଷ୍ଠ ଅଧିକାରୀଙ୍କର ସହଯୋଗ ଓ ପ୍ରଶଂସା ଆପଣଙ୍କ ଆତ୍ମବିଶ୍ଵାସ ଓ ଉତ୍ସାହକୁ ଆହୁରି ଦୁଇଗୁଣ କରି ଦେବ | ଆଜି ଆପଣଙ୍କ ପତ୍ନୀ/ପ୍ରେମିକା ଙ୍କ ସହିତ ଅଧିକ ସମୟ କାଟିବାକୁ ମିଳିବ ଯାହାଦ୍ୱାରା ସେ ଆପଣ ତାଙ୍କ ଉପରେ ଧ୍ୟାନ ଦେଉଥିବାର ଦେଖି ବହୁତ ଖୁସି ହେବେ | ହୋଇ ପାରେ କି ଆପଣଙ୍କ ମାତା-ପିତା ଆପଣଙ୍କ ଜୀବନ-ସାଥୀଙ୍କୁ ଗୋଟେ ବିଶେଷ ଆଶୀର୍ବାଦ ଦେବେ, ଯାହା କାରଣରୁ ଆପଣଙ୍କ ବୈବାହିକ ଜୀବନରେ ବୃଦ୍ଧି ଆସିବ |

ବିଛା : ନିଜର ନିଜେ ଚିକିତ୍ସା କରନ୍ତୁ ନାହିଁ,କାରଣ ଓଷଧ ଉପରେ ନିର୍ଭୟତା ବଢ଼ିବାର ସମ୍ଭାବନାକୁ ମନା କରି ପାରିବେନି | ଭଲଭାବରେ ମନେରଖନ୍ତୁ ଯେ ଦୁଃଖ ସମୟରେ ଆପଣଙ୍କ ସଞ୍ଚିତ ଧନ ହିଁ ଆପଣଙ୍କ କାମରେ ଆସିବ | ସେଥିପାଇଁ ଆଜିଠାରୁ ଧନ ସଞ୍ଚୟର ଉପାୟ କରନ୍ତୁ | ପାରିବାରିକ କାର୍ଯ୍ୟ ଓ ଲମ୍ବା ସମୟରୁ ପଡ଼ି ଥିବା କାର୍ଯ୍ୟକୁ ସାରିବା ପାଇଁ ଆଜି ଦିନଟା ଉତ୍ତମ ଅଟେ | ଆଜି ଆପଣ ବୁଝିପାରିବେ କି ପ୍ରେମ ସବୁ ଜିନିଷର ପ୍ରତିବଦଳ ଅଟେ | ଯଦି ଆପଣ ଆପଣଙ୍କ କାର୍ଯ୍ୟ ଉପରେ ଧ୍ୟାନ ଦେବେ ତାହେଲେ ସଫଳତା ଓ ପ୍ରତିଷ୍ଠା ଆପଣଙ୍କ ହବ | ଅଭାବୀ ଲୋକଙ୍କର ସାହାଯ୍ୟ କରିବାର ଗୁଣ ଆପଣଙ୍କୁ ସମାନ ଦେବ | ବୈବାହିକ ଜୀବନର କିଛି ଲାଭ ବି ହୁଏ ଓ ଆଜି ଆପଣ ତାହାକୁ ପ୍ରାପ୍ତ କରି ପାରିବେ |

ଧନୁ : ସୁଶୁପ୍ତ ଅସୁବିଧା ପୁଣି ଥରେ ଉପରକୁ ଆସି ପାରେ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ପଡ଼ି ପାରେ | ଆଜି ଭୁଲରେ ମଧ୍ୟ କାହାକୁ ପଇସା ଦିଅନ୍ତୁ ନାହିଁ | ଯଦି ଦେଉଛନ୍ତି ତାହେଲେ ତାଙ୍କ ଠାରୁ ଲିଖିତ ଆକାରରେ ନେଇନିଅନ୍ତୁ | ଘରେ ଓ ଆଖ-ପାଖରେ ଛୋଟ-ମୋଟ ପରିବର୍ତନ ଘରର ସାଜେ-ସଜାରେ ବୃଦ୍ଧି ଆଣିବ | ପ୍ରେମ ସମ୍ଭନ୍ଧ ପାଇଁ ଆଜି ଦିନଟା ଅତି ଉତ୍ସାହିତ ରହିବ | ସନ୍ଧ୍ୟାରେ କୌଣସି ବିଶେଷ ଯୋଜନା ବନାନ୍ତୁ ଓ ଯେତିକି ହେୟାଇ ପାରିବ, ସେତିକି ରସମୟ ବଣେଇବାକୁ ଚେଷ୍ଟା କରନ୍ତୁ | ଆଜି କାର୍ଯ୍ୟସ୍ଥଳରେ ସହକର୍ମୀ ମାନେ ବହୁତ ସାହଯ୍ୟ କରିବା ଯୋଗୁ ଖୁସି ଅନୁଭବ କରିବେ | ଆଜି ବହୁତ ସାରା ରୋଚକ ଆମନ୍ତ୍ରଣ ସହ ଗୋଟେ ଉପହାର ବି ମିଳି ପାରେ | ଜୀବନ-ସାଥୀ ସହିତ ଆଜି ସନ୍ଧ୍ୟା ସମୟରେ ପ୍ରକୃତରେ କିଛି ବିସସ ହବାର ସମ୍ଭାବନା ଅଛି |

ମକର : ଆପଣଙ୍କ ପରିବାର ଲୋକଙ୍କୁ ଆପଣଙ୍କ ଠୁ ବହୁତ ଆସ ଅଛି, ଯାହା କାରଣରୁ ଆପଣ ବିରକ୍ତ ଅନୁଭବ କରିବେ | ଯେଉଁ ମାନେ କୌଣସି ଜମି ଜମା ଆଗରୁ କିଣିଥିଲେ ଏବଂ ଏବେ ତାହା ବିକ୍ରି କରିବାକୁ ଚାହୁଁଛନ୍ତି , ଆଜି ସେମାନଙ୍କୁ ଭଲ କ୍ରତା ମିଳିବାର ସମ୍ଭାବନା ଅଛି ଏବଂ ଉକ୍ତ ଜମିକୁ ବିକ୍ରୟ କରି ଭଲ ଲାଭ ପାଇବାର ମଧ୍ୟ ସମ୍ଭାବନା ଅଛି | ବନ୍ଧୁ ବାନ୍ଧବଙ୍କ ପାଖକୁ ଗୋଟେ ଛୋଟ ଯାତ୍ରା ଆପଣଙ୍କୁ ଦୌଡ଼ା-ଦୌଡ଼ି ଭରା ଦିନରେ ଆରାମ ଓ ଶାନ୍ତି ଦେବା ପରି ପ୍ରମାଣିତ ହେବ | ଦିନକୁ ବିଶେଷ କରିବା ପାଇଁ ସ୍ନେହ ଓ ଉଦାରତାର ଛୋଟ ଛୋଟ ଭେଟ ଲୋକଙ୍କୁ ଦିଅନ୍ତୁ | ଆଜି ଆପଣଙ୍କ ବସ୍ରେ ଛାଡ଼ ଦବା ମନରେ ନାହାନ୍ତି – ତେଣୁ ଆପଣଙ୍କୁ ତାଙ୍କର ଭଲ ଦୃଷ୍ଟିରେ ରହିବ ପାଇଁ ନିଜର କାମ କରିବାକୁ ପଡ଼ିବ | ଏହି ରାଶିର ବ୍ୟକ୍ତିମାନେ ଆଜି ନିଜପାଇଁ ସମୟ କାଢ଼ିବ ଆବଶ୍ୟକ କାରଣ ଅତ୍ୟଧିକ କାମପାଇଁ ସେମାନେ ବ୍ୟସ୍ତ ହୋଇପାରନ୍ତି | ଆଜିକୁ ଆପଣ ନିଜ ଜୀବନ-ସାଥୀ ସହିତ ପୁଣି ଠାରେ ପ୍ରେମରେ ପଡ଼ିବେ |

କୁମ୍ଭ : ଆପଣଙ୍କ ସନ୍ଧ୍ୟା ଗୁଡ଼ାଏ ଭାବନା ସହିତ ମିଶି ରହିବ ଓ ତାହା କାରଣରୁ ମାନସିକ ଚାପ ମଧ୍ୟ ହୋଇ ପାରେ | କିନ୍ତୁ ବେଶୀ ଚିନ୍ତା କରିବାକୁ ଆବଶ୍ୟକତା ନାହିଁ, କାରଣ ଆପଣଙ୍କ ଖୁସି ଆପଣଙ୍କ ନିରାଶା ତୁଳନାରେ ଅଧିକ ଆନନ୍ଦ ପ୍ରଦାନ କରିବ | ଆଜି ଆପଣଙ୍କୁ କୌଣସି ସ୍ରୋତରୁ ଅର୍ଥ ପ୍ରାପ୍ତି ହୋଇପାରେ ଯାହାଦ୍ୱାରା ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ | ଆପଣନ୍କ ଜୀବନ-ସାଥୀ ସହିତ ଉତ୍ତମ ବୁଝାମଣା ଜୀବନରେ ଖୁସି, ଶାନ୍ତି ଓ ସମୃଦ୍ଧି ଆଣିବ | ଆଜି ଆପଣ ପ୍ରେମ କରିବା ମନୋଦଶାରେ ଅଛନ୍ତି ଓ ତାହା ପାଇଁ ସୁଯୋଗ ମଧ୍ୟ ମିଳି ପାରେ | ଯାହା ବି ଆଜି ଆପଣ କରିବେ, ଆପଣ ସବୁ ବେଳେ ପ୍ରଭାବଶାଳୀ ସ୍ଥିତିରେ ରହିବେ | ନିଜେ ଆଜି କେମିତି ଅନୁଭବ କରୁଛନ୍ତି ସେହି କଥା କାହାକୁ କୁହନ୍ତୁ ନାହିଁ | ଆପଣଙ୍କ ଜୀବନ-ସାଥୀ ଆପଣଙ୍କୁ ଆଜି ପ୍ରସଂଶା କରିବେ ଓ ଆପଣଙ୍କ ସାଙ୍ଗରେ ପୁଣି ଥରେ ପ୍ରେମରେ ପଡ଼ିବେ |

ମୀନ : ଆଜି ନିଜର ଶରୀରକୁ ଧ୍ୟାନ ଦେବା ଅତି ଆବଶ୍ୟକ | ଭାବି ଚିନ୍ତିକି ନିବେଶ କରନ୍ତୁ | ଆପଣଙ୍କ ପିଲା ମାନେ କୌଣସି ଖୁସି ଖବର ଆଣି ପାରନ୍ତି | ଆଜି ନିଜ ପ୍ରେମିକାଙ୍କୁ କିଛି କଷ୍ଟ ଦେଲା ପରି କଥା କୁହନ୍ତୁ ନାହିଁ ,ଫଳରେ ମନ ଖରାପ ହୋଇ ପାରେ | ନୂଆ ଯୋଜନା ଓ ନିର୍ଣୟ ଯୋଗୁଁ ସହଭାଗୀ ମାନେ ଉତ୍ସାହଯୁକ୍ତ ଅନୁଭବ କରିବେ | ଏହି ରାଶିର ବ୍ୟକ୍ତିମାନେ ଆଜି ମଦ୍ୟ ଏବଂ ସିଗାରେଟ ଠାରୁ ଦୂରରେ ରହିବ ଉଚିତ କାରଣ ଆପଣଙ୍କୁ ଏହା ସମୟ ବର୍ବାଦ ହେଲାପରି ପରେ ଲାଗିବ | ଆପଣଙ୍କ ଜୀବନ-ସାଥୀଙ୍କର ଦାବି ଆପଣଙ୍କ ମାନସିକ ଚାପରେ କାରଣ ହୋଇ ପାରେ |