ରାଶିଫଳ ଗୁରୁବାର : ବହୁଦିନରୁ ଆଶା କରିଥିବା କାର୍ଯ୍ୟକୁ ପୂରଣ କରିବେ

Horoscope Thursday-29-09-2022

ମେଷ : ଆଜି ପୁରା ଦିନ କାମରେ ଲାଗି ରହିଥିବା ପରେ ବି ଶକ୍ତିରେ ଭରା ଅନୁଭବ କରିବେ | ଅଧିକ ଧନକୁ ଭୂସମ୍ପତିର ନିବେଶ କରା ଯିବା ଲାଭକାରୀ ରହିବ | କିଛି ଲୋକଁକ- ପାଇଁ ପରିବାରରେ ଖୁସି ଖବର ଆସିପାରେ ଯାହା ଯୋଗୁ ଉତ୍ସବ ଓ ଭୋଜି-ଭାତ ହୋଇ ପାରେ| ଆପଣ ଆପଣଙ୍କ ପ୍ରିୟଙ୍କ ରୁଷ୍ଟ ହେବା ସତ୍ୱେ ନିଜର ପ୍ରେମ ବ୍ୟକ୍ତ କରିବେ | ଆଜି କାର୍ଯ୍ୟସ୍ଥଳରେ ସହକର୍ମୀ ମାନେ ବହୁତ ସାହଯ୍ୟ କରିବା ଯୋଗୁ ଖୁସି ଅନୁଭବ କରିବେ | ଅଫିସ ପହଁଚିଲା ପରେ ଜାଣିପାରିବେ ଯେ ଆଜି ଆପଣ ଅଫିସ ରୁ ଶୀଘ୍ର ଘରକୁ ଯାଇପାରିବେ ନ ନାହିଁ | ଘରକୁ ଶୀଘ୍ର ଫେରି ପରିବାର ବର୍ଗଙ୍କ ସହିତ ମୁଭି ବା ପାର୍କ ଯିବାପାଇଁ ଯୋଜନା କରିପାରନ୍ତି | ନିଜର ଜୀବନ-ସାଥୀଙ୍କର କୌଣସି ଛୋଟ କଥାକୁ ନେଇକି ମିଛ କହିବା କାରଣରୁ ଆଜି ଆପଣ ନିରାଶ ହୋଇ ପାରନ୍ତି |

ବୃଷ : ଯେଉଁ ପରିବେଶ ଆପଣଙ୍କ ଚାରି ଆଡ଼େ ଅଛି ଓ ଆପଣଙ୍କ ପ୍ରଗତିରେ ବାଧା ସୃଷ୍ଟି କରୁଛି, ତାହାଠୁ ବାହାରକୁ ବାହାରନ୍ତୁ | ଆଜି ଆପଣ ଅନନଙ୍କ ଜୀବନସାଥୀମକା ସହିତ ଘରର କିଛି ଜରୁରୀ ସାମାନ କିଣି ପାରନ୍ତି ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ଅବସ୍ଥା ସାମାନ୍ୟ ବବିଗିଡ଼ି ଯାଇପାରେ | ଆପଙ୍କ ଅତ୍ୟଧିକ ସ୍ୱତଂତ୍ର ଜୀବନ ଶୈଳୀ ଯୋଗୁଁ ଘରେ ବିବାଦ ସୃଷ୍ଟି ହୋଇ ପାରେ – ତେଣୁ ରାତିରେ ଡେରିରେ ଘରକୁ ଫେରିବା ଓ ଅନ୍ୟ ମାନଙ୍କ ଉପରେ ଖର୍ଚ୍ଚ କରିବା ବନ୍ଦ କରନ୍ତୁ | ନିଜର ଆବେଗକୁ ନିୟନ୍ତ୍ରଣରେ ରଖନ୍ତୁ, ନହେଲେ ଏହା ଆପଣଙ୍କ ପ୍ରେମ ସମ୍ଭନ୍ଧରେ ବାଧା ସ୍ତୃଷ୍ଟି କରି ପାରେ | ମିଳିତ ଓ ସଂଦିଗ୍ଧ ଯୋଜନାରେ ଅର୍ଥ ନିବେଶ କରିବାଠୁ ଦୁରେଇ ରୁହନ୍ତୁ | ଲୋକଙ୍କ ସହିତ ଗପି ଆପଣଙ୍କର ବହୁମୂଲ୍ୟ ସମୟ ଆଜି ବର୍ବାଦ କରନ୍ତୁ ନାହିଁ | ଆପଣଙ୍କ ବ୍ୟସ୍ତ ଦୈନିକ କାମ-କାର୍ଯ୍ୟ କାରଣରୁ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ସନ୍ଦେହ କରି ପାରନ୍ତି | କିନ୍ତୁ ଦିନର ଶେଷ ହେବ ଯାଏଁ ଆପଣଙ୍କ କଥା ବୁଝିବେ ଓ ଆପଣଙ୍କୁ ଆଲିଙ୍ଗନ ଦେବେ |

ମିଥୁନ : ଯେମିତି ଲୁଣ ଖାଦ୍ୟକୁ ସ୍ୱାଦିଷ୍ଠ ବନାଏ, ସେଇ ପ୍ରକାର ଟିକେ ଦୁଃଖ ବି ଜୀବନରେ ନିହାତି ଦରକାର ଓ ତେବେ ହିଁ ସୁଖର ପ୍ରକୃତ ମୂଲ୍ୟ ଜଣା ପଡ଼ିବ | ଆଜି ଆପଣଙ୍କୁ ଅର୍ଥ ସମ୍ପର୍କ ଅସୁବିଧା ଆସି ପାରେ – ଆପଣ ଆଜି ଅଧିକ ଖର୍ଚ୍ଚ କରିବେ କିମ୍ବା ପର୍ସ ହଜେଇ ଦେବେ- ତେଣୁ ଦାୟୀତ୍ଵହୀନ ନ ହୋଇ ଜାଗୃତ ରୁହନ୍ତୁ | କୌଣସି ଦୂରର ବନ୍ଧୁ ବାନ୍ଧବ ଆଡୁ ଆଜି ହଠାତ କୌଣସି ଖବର ଶୁଣି ପୁରା ପରିବାର ଉତ୍ତେଜିତ ରହିବ | ଆଜି ଆପଣଙ୍କର ପ୍ରେମୀ ଆପଣଙ୍କ ସହିତ ନିଜର ଭାବନାକୁ ପ୍ରକାଶ କରିପାରିବେ ନାହିଁ ଯାହା ଆପଣଙ୍କୁ ବ୍ୟଥିତ କରିବ | ବ୍ୟବସାୟୀ ଭାଗିଦାର ସହଯୋଗ କରିବେ ଓ ଆପଣ ତାଙ୍କ ସହିତ ମିଶି ବହୁତ ଦିନରୁ ରହି ଯାଇ ଥିବା କାର୍ଯ୍ୟ ପୁରା କରି ପାରିବେ | ଆଜି ସମୟ ବାହାର କରି ନିଜ ଜୀବନସାଥିଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି | କିନ୍ତୁ ଏହି ସମୟରେ ଆପଣ ଦୁଇଜଣଙ୍କ ମଧ୍ୟରେ କଳହ ମଧ୍ୟ ସୃଷ୍ଟି ହୋଇପାରେ | ହୋଇ ପାରେ କି ଆପଣଙ୍କ କାମ କରିବା ଚାକରାଣୀ ଆଡୁ କୌଣସି ସମସ୍ୟା ଆସିବ, ଯାହା କାରଣରୁ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦ ହୋଇ ପାରେ |

କର୍କଟ : ତାଠୁ ଆଗେ କି ନକରାତ୍ମକ ବିଚାର ମାନସିକ ରୋଗର ରୂପ ନେଇ ଯାଏ , ଆପଣ ତାହାର ଶେଷ କରି ଦିଅନ୍ତୁ | ଏମିତିଆ ଆପଣ କୌଣସି ଦାନ-ଧର୍ମ କାର୍ଯ୍ୟରେ ସହଭାଗିତା ନେଇ କରି ପାରନ୍ତି,ଯାହା ଦ୍ୱାରା ଆପଣଙ୍କୁ ମାନସିକ ସନ୍ତୋଷ ମିଳିବ | ଆପଣଙ୍କର ପିତାଙ୍କର କୌଣସି ଉପଦେଶ ଆଜି ଆପଣଙ୍କୁ ଧାନ ଲାଭ କରାଇପାରେ | ଆଜି ଘରେ କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇପାରେ | ନିଜ ଉପରେ କାବୁ ରଖନ୍ତୁ ,କାରଣ ଆଜିର ଦିନ ଅନ୍ୟ ଦିନମାନଙ୍କ ପରି ସାଧାରଣ ଭାବରେ କଟିବନି | ଯାହା ବି କୁହନ୍ତୁ,ଭାବି ଛିନ୍ତିକି କୁହନ୍ତୁ | କାରଣ କଡ଼ା ଶବ୍ଦ ଶାନ୍ତି କୁ ନଷ୍ଟ କରି ଆପଣ ଓ ଆପଣଙ୍କ ପ୍ରିୟ ମଧ୍ୟରେ ଦୂରତା ସୃଷ୍ଟି କରି ପାରେ | ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହୋଉଛି ଓ ଲାଭ ସ୍ପଷ୍ଟ ଦେଖା ଯାଉଛି | ଏହି ରାଶିର ପିଲାମାନେ ଆଜି ଖେଳ କୁଦରେ ଦିନସାରା ସମୟ କାଟିବାକୁ ଚାହିଁବେ | ଅଭିଵାବକ ମାନେ ଏଥିପାଇଁ ଧ୍ୟାନ ଦେବା ଦରକାର କାରଣ ଆଘାତ ଲାଗିବାର ସମ୍ଭାବନା ଅଛି | ଅଖା-ପାଖ ଲୋକଙ୍କ କଥା ଶୁଣି ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ସହିତ ବିବାଦ କରି ପାରନ୍ତି |

ସିଂହ : ଅନ୍ୟ ମାନଙ୍କ ସାଙ୍ଗରେ ଖୁସି ବାଣ୍ଟିଲେ ସ୍ୱାସ୍ଥ୍ୟ ଆହୁରି ଭଲ ରହିବ | ଆଜି ଦିନ ଆରମ୍ଭରୁ ହିଁ ଅର୍ଥ ହାନି ହୋଇପାରେ ଯାହାଦ୍ୱାରା ପୁରା ଦିନ ଖରାପରେ କାଟିବେ | ଯଦି ଆପଣଙ୍କୁ ଏମିତି କୌଣସି ଜାଗାରୁ ନିମନ୍ତ୍ରଣ ଆସିଛି ଯୋଉଠିକି ଆପଣ କେବେ ବି ଯାଇ ନାହାନ୍ତି,ତାହେଲେ କୃତାଞ୍ଜୟ ହୋଇ ତାହାକୁ ସ୍ୱୀକାର କରନ୍ତୁ | ଆଜି ପ୍ରେମ ଆପଣଙ୍କ ମନକୁ ଚାରି ଆଡୁ ଘେରି ରଖିବ | ଆସୁଥିବା ଦିନରେ କାର୍ଯ୍ୟାଳୟରେ ଆପଣଙ୍କ ଆଜିର କାମ ବହୁତ ସାରା ଜିଗର ଆପଣଙ୍କୁ ପ୍ରଭାବିତ କରିବା | ଦିନ ଶେଷରେ ଆଜି ଆପଣ ଆପଣଙ୍କ ପରିବାରକୁ ସମୟ ଦେବାପାଇଁ ଇଛା କରିପାରନ୍ତି | କିନ୍ତୁ କୌଣସି ସଦସ୍ୟଙ୍କ ସହିତ ଯୁକ୍ତିତର୍କ ଯୌଗୁଁ ଆପଣଙ୍କ ମୁଡ଼ ଖରାପ ହୋଇଯାଇପାରେ | ଆଜି ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ମନର ସବୁ କଥା ଶୁଣିବାକୁ ପ୍ରଚୁର ସମୟ ଦେବେ |

କନ୍ୟା : କାର୍ଯ୍ୟସ୍ଥଳୀ ରେ ବରିଷ୍ଠଙ୍କ ଠାରୁ ଚାପ ଓ ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇ ପାରେ – ଯାହାକି କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରି ପାରେ | ଆଜି ଆପଣଙ୍କର ଭାଇ କିମ୍ବା ଭଉଣୀଙ୍କ ସହାୟତାରେ ଆପଣଙ୍କର ଧନଲାଭ ହୋଇପାରେ | ଆପଣଙ୍କର ପରିହାସ କରିବାର ପ୍ରକୃତି ଯୋଗୁଁ ସମସ୍ତେ ଆପଣଙ୍କ ଆଡ଼େ ଆକର୍ଷିତ ହେବେ | ପ୍ରେମର ସ୍ମୃତି ଆଜି ଆପଣଙ୍କ ଉପରେ ଛାଇ ପରି ଲାଗି ରହିବ | ଆଜି ଆପଣଙ୍କ ପାଇଁ ବହୁତ କର୍ମଠ ଓ ଲୋକଙ୍କ ସହିତ ମିଲ-ମିଶା ଭରା ଦିନ ରହିବ | ଲୋକେ ଆପଣଙ୍କ ପ୍ରସ୍ତାବ ମାଗିବେ ଓ ଆପଣ ଜାଗା କହିବେ, ତାହା ବିନା ଭାବିଚିନ୍ତି ନେଇ ନେବେ | ଆଜି ବହୁତ ଲୋକ ଆପଣଙ୍କୁ ପ୍ରଶଂସା କରିବେ ଯାହା ଆପଣ ବହୁତ ଦିନରୁ ଶୁଣିବାକୁ ଚାହୁଁଥିଲେ | ଆପଣ ଓ ଆପଣଙ୍କ ଜୀବନ-ସାଥୀ ମିଶିକି ବୈବାହିକ ଜୀବନର ସ୍ମରଣୀୟ ସ୍ମୃତି ମାନେ ପକାଇବେ |

ତୁଳା : ଆଜି ଆପଣ ବିଶ୍ରାମ ନେବା ଆବଶ୍ୟକ ଓ ନିଜର ଅନ୍ତରଂଗ ବଂଧୁ ଓ ପରିବାର ରେ ଖୁସି ପାଇବା ପାଇଁ ଚେଷ୍ଟା କରଂତୁ | ଆଜି ସୃଜନାତ୍ମକ ବିଚାର ପ୍ରୟୋଗ କରି ବେଶୀ ଟଙ୍କା ରୋଜଗାର କରନ୍ତୁ | ଆଜି ଦିନ ସାରା କିଛି ବିଶେଷ ନ କରିକି ଆପଣ ସହଜ ଭାବରେ ଲୋକଙ୍କ ଧ୍ୟାନ ନିଜ ଉପାରେ ଆକର୍ଷିତ କରିବାରେ ସଫଳ ରହିବେ | ଭଲ ପାଇବା ଭାବନା ଯୋଗୁଁ ଆଜି ଆପଣ ଅଧିକ ଖୁସି ଓ ଉତ୍ତେଜିତ ଅନୁଭବ କରିବେ | ଯାହା ବି ଜ୍ଞାନ ଆପଣ ଅର୍ଜନ କରିଛନ୍ତି ସେ ସବୁ ସମାସ୍କନ୍ଧ ବ୍ୟକ୍ତିଙ୍କ ସାଙ୍ଗରେ କଥା ବାର୍ତା ହେବା ସମୟରେ ସାହାଯ୍ୟ କରିବ | ଅଭାବୀ ଲୋକଙ୍କର ସାହାଯ୍ୟ କରିବାର ଗୁଣ ଆପଣଙ୍କୁ ସମାନ ଦେବ | ଆପଣଙ୍କ ଜୀବନ-ସାଥୀ ଆଜି ପୂର୍ବରୁ ଏତେ ବିସ୍ମୟକର କେବେ ବି ନଥିଲେ |

ବିଛା : କୌଣସି ସାଙ୍ଗ ସହିତ ଭୁଲ ବୁଝାମଣା ଅପ୍ରିୟ ସ୍ଥିତି ଛିଡ଼ା କରି ପାରେ,କୌଣସି ବିଶପତିରେ ପହଞ୍ଚିବା ଆଗରୁ ସନ୍ତୁଳିତ ଦୃଷ୍ଟିରୁ ଦୁଇଟା ପକ୍ଷକୁ ପରୀକୟ କରନ୍ତୁ | ଆଜି ଘରୁ ବାହାରିବା ବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରନ୍ତୁ | ଏହାଦ୍ୱାରା ଧାନ ଲାଭ ହୋଇପାରେ | ନିଜର ନୂତନ ଯୋଜନା ପାଇଁ ନିଜର ମାତା-ପିତାଙ୍କୁ ବିଶ୍ୱାସରେ ନେବା ଅତି ଆବଶ୍ୟକ | ଆପଣଙ୍କ ପ୍ରିୟଙ୍କ ଅଧିକ ଆଶା ଯୋଗୁ ପ୍ରେମ ସମ୍ପର୍କରେ ବାଧା ଆସିପାରେ | ଆପଣ ନିଜେ ଅପମାନିତ ହେଲେ ବୋଲି ଭାବନ୍ତୁ ନାହିଁ, ଯଦି ଆପଣଙ୍କର ସାଥୀ ନିଜ କଥା ରଖି ପାରିନାହାନ୍ତି – ଆପଣ ତାଙ୍କୁ ଶାନ୍ତି ରେ ବସିକି ବୁଝାନ୍ତୁ| ଆଜି ଘରର କୌଣସି ସଦସ୍ୟ ଆପଣଙ୍କ ସହିତ ସମୟ କାଟିବାକୁ ଜିଦ ଧରିପାରନ୍ତି | ଆପଣଙ୍କୁ ଏହା ସମୟ ନଷ୍ଟ ହେଲାପରି ଲାଗିପାରେ | କୌଣସି ବ୍ୟକ୍ତି ଆପଣଙ୍କ ଜୀବନସାଥୀରେ ଅଧିକ ରୁଚି ଦେଖେଇ ପାରେ, କିନ୍ତୁ ଦିନ ଶେଷ ହେଲା ବେଳେ ଆପଣ ଜାଣି ପାରିବେ କି ସେଟରେ କିଛି ଭୁଲ ନଥିଲା |

ଧନୁ : ଅସନ୍ତୋଷ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରି ପାରେ | ପୁରୁଣା କଥାରେ ଆଉ ପସନ୍ତୁ ନାହିଁ ଓ ଯେତିକି ହେଇ ପାରୁଛି ରାମ କରନ୍ତୁ | କିଛିଟା ଆବଶ୍ୟକ ଯୋଜନା କାରଣ ଯୋଗୁଁ ଆପଣଙ୍କ ଅର୍ଥ ଅବସ୍ଥାରେ ଉନ୍ନତି ହୋଇ ପାରେ | ବନ୍ଧୁ ଓ ଘନିଷ୍ଠ ଲୋକ ମାନେ ସାହାଯ୍ୟ କରିବା ପାଇଁ ଆପଣଙ୍କ ଆଡକୁ ହାତ ବଢ଼ାଇବେ | ଯାହାକୁ ଆପଣ ପସଂଦ କରନ୍ତି, ତାଙ୍କ ସହିତ ଆପଣଙ୍କ କଠୋର ବ୍ୟବହାର ଆପଣଙ୍କ ସମ୍ବନ୍ଧରେ ଦୂରତା ବଢ଼େଇ ପାରେ | ଆପଣଙ୍କୁ ଉତ୍ତମ ପରିଣାମ ପାଇବା ପାଇଁ ନିଜ ଆଡୁ ପ୍ରୟାସ କରିବା ଆବଶ୍ୟକ | ଆଜି କାଲି କାହାରିକୁ ନିଜ ପାଇଁ ସମୟ ମିଳିବା ବଡ କଷ୍ଟକର ବ୍ୟାପାର | ଏ ବିଷୟରେ କିନ୍ତୁ ଆଜି ଆପଣ ଭାଗ୍ୟଶାଲୀ ଯେହେତୁ ଆଜି ଆପଣଙ୍କ ପାଇଁ ଆପଣ ବହୁତ ସମୟ ପାଇଁ ପାରିବେ | ଆପଣଙ୍କ ଜୀବନ-ସାଥୀଙ୍କ କୌଣସି କାର୍ଯ୍ୟ ଯୋଗୁଁ ଆପଣ ଲଜିତ ଅନୁଭବ କରି ପାରିବେ | କିନ୍ତୁ ପରେ ଆପଣଙ୍କୁ ଅନୁଭବ ହେବକି ଯାହା ହେଲା ଭଲ ହିଁ ହେଲା |

ମକର : ଖୁସି ରହନ୍ତୁ, କାରଣ ସବୁ ଅସୁବିଧା ପାଇଁ ଏହା ବିଷ ନିରୋଧକ ଅଟେ | ଜମିଜମା କାମରେ ନିବେଶ କରିବା ଲାଭକାରୀ ରହିବ | ନିଜ ପରିବାରରେ ନିଜର ପ୍ରଭାବ ରଖିବା ପାଇଁ ନିଜର କ୍ରିୟାକଳାପ ଛାଡ଼ିବାର ସମୟ ଆସି ଯାଇଛି | ଜୀବନର ଉଠା-ବସାରେ ତାଙ୍କ କାନ୍ଧରୁ କାନ୍ଧ ମିଶେଇ ରୁହନ୍ତୁ | ଆପଣଙ୍କ ପରିବର୍ତିତ ବ୍ୟବହାର ତାଙ୍କ ପାଇଁ ଖୁସିର ଋତୁ ନେଇକି ଆସି ପାରେ | ନିଜର ପ୍ରିୟାର ବିଶ୍ୱସ୍ତ ହେବ ଉପରେ ସନ୍ଦେହ କରନ୍ତୁ ନାହିଁ | ନୂଆ କାର୍ଯ୍ୟ ଲୋଭେଇବା ଓ ଲାଭ ଦେବା ପରି ଲାଗିବ | ଆଜି ଘର ସଜାଡ଼ିବା ପାଇଁ ଭାବିପାରନ୍ତି କିନ୍ତୁ ଆପଣ ଏଥିପାଇଁ ସମୟ ପାଇବେନି | ଆଜି ଆପଣଙ୍କର ବୈବାହିକ ଜୀବନ ହସ-ଖୁସି,ପ୍ରେମ ଓ ଉଲ୍ଲାସର କେନ୍ଦ୍ର ହୋଇ ପାରେ |

କୁମ୍ଭ : ଆପଣଙ୍କ ଉଦାର ସ୍ଵଭାଵ ଆପଣଙ୍କ ପାଇଁ ଅନେକ ଗୁଡ଼େ ଖୁସି ମୁହୂର୍ତ୍ତ ନେଇକି ଆସିବ ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ | ଆଜି ଘରେ କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇପାରେ | ନିଜ ଉପରେ କାବୁ ରଖନ୍ତୁ ,କାରଣ ଆଜିର ଦିନ ଅନ୍ୟ ଦିନମାନଙ୍କ ପରି ସାଧାରଣ ଭାବରେ କଟିବନି | ଆପଣଙ୍କ ପ୍ରେମୀଙ୍କର ଅନାବଶ୍ୟକ ଅନୁରୋଧ କୁ ଗୁରୁତ୍ୱ ଦିୟନ୍ତୁ ନାହିଁ | ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟ କରୁଥିବା ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ କାର୍ଯ୍ୟସ୍ଥଳରେ ନିଜ ଦକ୍ଷତାର ସମ୍ପୂର୍ଣ ସଦୁପଯୋଗ କରିପାରିବେ | କୌଣସି ଅନାବଶ୍ୟକ କାମରେ ଆଜି ଆପଣ ଆପଣଙ୍କର ସମୟ ନଷ୍ଟ କରିବେ | ଜୀବନସାଥୀର ଖରାପ ସ୍ୱାସ୍ଥ୍ୟର ପ୍ରଭାବ ଆପଣଙ୍କ କାମ-କାର୍ଯ୍ୟରେ ପଡ଼ି ପାରେ, କିନ୍ତୁ ଆପଣ କୌଣସି ପ୍ରକାର ଜିନିଷକୁ ସମ୍ଭାଳିବାର ସଫଳ ରହିବେ |

ମୀନ : ପ୍ରତିଦିନ ହେଉ ଥିବା ଗତିବିଧିରେ ଗର୍ଭବତୀ ମହିଳା ମାନଙ୍କୁ ସାବଧାନ ରହିବା ଆବଶ୍ୟକ | ଆଜି ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହାଇ ପାରେ| ନିଜ ଜୀବନରେ ଗୋଟେ ସଂଗୀତ ଜନ୍ମ କରନ୍ତୁ, ସମର୍ପଣର ମୂଲ୍ୟ ବୁଝନ୍ତୁ ଓ ହୃଦୟରେ ପ୍ରେମ କିମ୍ବା କୃତଜ୍ଞ ହେବାର ଫୁଲ ଫୁଟାନ୍ତୁ | ଆପଣ ଅନୁଭବ କରିବେ କି ଆପଣଙ୍କ ଜୀବନ ଅଧିକ ଅର୍ଥପୁର୍ଣ ହୋଉଛି | ନିଜର ପ୍ରିୟାର ବିଶ୍ୱସ୍ତ ହେବ ଉପରେ ସନ୍ଦେହ କରନ୍ତୁ ନାହିଁ | ଆଜି ଲାଭ ମିଳି ପାରେ,କିନ୍ତୁ ସାର୍ଟ ଏହା କି ଆପଣ ଭଲ ଭାବରେ ନିଜ କଥା ରଖନ୍ତୁ ଓ କାର୍ଯ୍ୟରେ ଉତ୍ସାହ ଦେଖନ୍ତୁ | କାର୍ଯ୍ୟ ସମ୍ପର୍କରେ ଯାତ୍ରା କରିବା ଆପଣଙ୍କ ପାଇଁ ଅତି ଉପକାରୀ ଓ ମନୋହର ଅଟେ | ଯଦି ଆପଣ ଚେଷ୍ଟା କରିବେ ତାହେଲେ ଆପଣ ନିଜର ଜୀବନ-ସାଥୀ ସହିତ ଜୀବନର ସବୁଠୁ ଉତ୍ତମ ଦିନ କାଟି ପାରିବେ |