ରାଶିଫଳ ମଙ୍ଗଳବାର : ଆର୍ଥିକ ପରିସ୍ଥିତି ସୁଧୁରିବ

ଆଜି ପୁରା ଦିନ ଉର୍ଜାରେ ଭରି ରହିବେ…

ମେଷ : ନିଜ ସ୍ୱାସ୍ଥ୍ୟକୁ ଧ୍ୟାନ ଦିଅନ୍ତୁ | ଯଦି ଆପଣ କୌଣସି ନିବେଶ କରିଛନ୍ତି , ଆଜି ସେ ନେଇ ଆପଣଙ୍କୁ ଆର୍ଥିକ କ୍ଷତି ହେବାର ସମ୍ଭାବନା ଅଛି | ବନ୍ଧୁ ବାନ୍ଧବ ମାନଙ୍କୁ ଦେଖା କରିବା,ଆପଣଙ୍କ ଆଶା ଠୁ ଅଧିକ ଉତ୍ତମ ରହିବ | ଭାବନାତ୍ମକ ଅସ୍ଥିରତା ଆପଣଙ୍କୁ ବେସ୍ତ କରି ପାରେ | କାର୍ଯ୍ୟସ୍ଥଳରେ ସବୁ ବହୁତ ଭଲ କଟିବ | ଆଜି ମନ ଦିନଯାକ ଖୁସିରେ କଟିବ | କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ସେ କାମ କରିଥିବା ଅନୁଭବୀ ଲୋକଙ୍କ ସହିତ ପରାମର୍ଶ କରନ୍ତୁ | ଯଦି ସମୟ ଅଛି ତାହେଲେ ସେମାନଙ୍କୁ ଦେଖାକରି ତାଙ୍କର ଉପଦେଶ ନିଅନ୍ତୁ | ଜୀବନ-ସାଥୀଙ୍କ ଦ୍ୱାରା ପରିବାର ଓ ସାଙ୍ଗ ମାନଙ୍କ ମଧ୍ୟରେ ନକରାତ୍ମକ ଭାବରେ ନିଜର ବୈବାହିକ ଜୀବନର ନିଜୀ କଥା ବାହାରି ପାରେ |

ବୃଷ : ଆଜି ଦିନ ସାରା ମଜା-ମସ୍ତି ଓ ମନପସନ୍ଦର କାର୍ଯ୍ୟ କରି ପାରନ୍ତି | ଅଧିକ ଧନକୁ ଭୂସମ୍ପତିର ନିବେଶ କରା ଯିବା ଲାଭକାରୀ ରହିବ | ଘରେ ଚେଷ୍ଟା କରଂତୁକି କେହି ଆପଣଙ୍କ କାରଣରୁ ଆହାତ ନ ହୋଉ ଓ ପରିବାର ଲୋକଙ୍କ ଆବଶ୍ୟକତା ହିସାବରେ ନିଜକୁ ଗଢନ୍ତୁ | ଆଜି ପ୍ରେମ ଭାବନାରେ ଭରି ଉଠିବେ | ଆଜି କାର୍ଯ୍ୟସ୍ଥଳରେ କିଛି ଜିନିଷର ସମାଧାନ କରିବା ପାଇଁ ନିଜର ବୁଦ୍ଧିମତ୍ତା ଓ ପ୍ରଭାବ ପ୍ରୟୋଗ କରିବାକୁ ପଡି ପାରେ | ଆଜି ଜୀବନସାଥିଙ୍କ ସହିତ ବହୁତ ସମୟ ଅତିବାହିତ କଲେ ମଧ୍ୟ କିଛି ପୁରୁଣା କଥାକୁ ନେଇ ଦ୍ଵନ୍ଦ ଉପୁଜିପାରେ | ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ଚିନ୍ତାଜନକ ସ୍ଥିତି ରହିବ | ଯେତେ ପର୍ଯନ୍ତ ସମ୍ଭବ କଥାକୁ ବଢ଼ାନ୍ତୁ ନାହିଁ |

ମିଥୁନ : ଆଜି ପୁରା ଦିନ ଉର୍ଜାରେ ଭରି ରହିବେ ତଥାପି ଆପଣ ଜଣଙ୍କର ଅଭାବ ଅନୁଭବ କରିବେ ଯିଏ କି ଆଜି ପାଖରେ ନାହାନ୍ତି | ଅର୍ଥ ପକ୍ଷରେ ଲାଭ ମିଳିବ ନାହିଁ ତେଣୁ ନିଜ ଅର୍ଥ ଅବସ୍ଥା ପରଖନ୍ତୁ ଓ ନିଜର ଖର୍ଚ୍ଚ ଉପରେ ନିଯନ୍ତ୍ରଣ ରଖନ୍ତୁ | କୌଣସି ନୂତନ ସମ୍ପର୍କ ଲମ୍ବା ସମୟ ଯାଏଁ ଚାଲିବା ସହିତ,ଲାଭକାରୀ ମଧ୍ୟ ରହିବ | କାମ ଅଟକି ଥିବା ସତ୍ୱେ ପ୍ରେମ ଓ ବାହାରକୁ ଯାଇକି ବୁଲା ବୁଲି କରିବାର ବିଚାର ଆପଣଙ୍କ ମନରେ ଚେଇଁ ରହିବ | ଆପଣଙ୍କର ବଆଇଓଡାଟା ପଠେଇବା ପାଇଁ କିମ୍ବା ଇଣ୍ଟରଭିଉ ଦେବା ପାଇଁ ଉତ୍ତମ ସମୟ ଅଛି | ଆଜି ଆପଣ ଆପଣଙ୍କ ପରିବାର ସହିତ ଆପଣଙ୍କ ସମସ୍ୟା କଟହ ହୋଇପାରନ୍ତି | ଆପଣଙ୍କ କଥା ଶୁଣି ପରିବାର ଲୋକ ବ୍ୟସ୍ତ ହୋଇପାରନ୍ତି କିନ୍ତୁ ସମାଧାନ ବି ନିଶ୍ଚୟ ମିଳିବ | ଆଜିକୁ ଆପଣ ଅନୁଭବ କରିବେକି ଆପଣଙ୍କ ବୈବାହିକ ଜୀବନ ବହୁତ ସୁନ୍ଦର |

କର୍କଟ : ଆଜି ଅତୀତର ଭୁଲ ନିର୍ଣ୍ଣୟ ମାନସିକ ଅଶାନ୍ତି ଓ ବିବାଦର କାରଣ ବନିବେ | ଆପଣ ନିଜକୁ ଏକା ପାଇବେ ଓ ଠିକ ଭୁଲର ନିର୍ଣ୍ଣୟ କରିବା ପାଇଁ ଅସମର୍ଥ ଅନୁଭବ କରିବେ ଅନ୍ୟ ମାନଙ୍କର ପରାମର୍ଶ ନିଅନ୍ତୁ | ଆଜି ଘରର କୌଣସି ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ଅର୍ଥ ସଞ୍ଚୟ ନେଇ ଉପଦେଶ ନେଇପାରନ୍ତି ଓ ସେହି ଉପଦେଶକୁ ନିଜ ଜୀବନରେ ଉପଯୋଗ କରି ଲାଭବାନ ହୋଇପାରନ୍ତି | ଆପଣଙ୍କ ପିଲାଙ୍କ ପୁରସ୍କାର ବିତରଣର ସମାରୋହର ନିମନ୍ତ୍ରଣ ପାଇ ଖୁସି ଅନୁଭବ କରିବେ | ସିଏ ଆପଣଙ୍କ ଆଶା ପୂରଣ କରିବ ଓ ଆପଣ ନିଜ ପିଲା ଦ୍ୱାରା ନିଜର ସ୍ବପ୍ନ ସାକାର ହୋଇ ଥିବା ଦେଖିବେ | ପ୍ରେମୀ ଦୁହେଁ-ଦୁହିଁଙ୍କ ପାରିବାରିକ ଭାବନାକୁ ବୁଝିବେ | ବାଙ୍କିଙ୍ଗ କ୍ଷେତ୍ରରେ ଜଡିତ ଲୋକଙ୍କୁ କୌଣସି ଭଲ ଖବର ମିଳି ପାରେ | ପଦ-ଉନ୍ନତି ହେବାର ଅଧିକ ସମ୍ଭାବନା ଅଛି | ଆପଣ ନିଜର ଖୁସି ଦୁଇଗୁଣ କରିବା ପାଇଁ ସହକର୍ମୀଙ୍କ ଜଣେଇ ପାରନ୍ତି | ଆଜିର ବ୍ୟସ୍ତ ଦିନଚର୍ଯ୍ୟା ଭିତରେ ମଧ୍ୟ ନିଜ ପାଇଁ ଓ ପରିବାରବର୍ଗ ପାଇଁ ସମୟ ବାହାର କରି କରିପାରିବେ | ଆପଣଙ୍କ ଜୀବନ-ସାଥୀ ଆପଣଙ୍କୁ ଆଜି ପ୍ରସଂଶା କରିବେ ଓ ଆପଣଙ୍କ ସାଙ୍ଗରେ ପୁଣି ଥରେ ପ୍ରେମରେ ପଡ଼ିବେ |

ସିଂହ : ଆଜିକୁ ଆପଣଙ୍କ ପାକହରେ ନିଜ ପାଇଁ ଯଥେଷ୍ଟ ସମୟ ରହିବ, ତା ସୁଯୋଗର ଲାଭ ଉଠାନ୍ତୁ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପଦ ଯାତ୍ରାରେ ଯାନ୍ତୁ | ଆପଣ ନିଜେ ଜାଣି ଛନ୍ତି କି ଲୋକ ମାନେ ଆପଣଙ୍କଠୁ କଣ ଆଶା କରୁଛନ୍ତି – ତେଣୁ ଅଯଥାରେ ବେଶୀ ଖରଚ କରନ୍ତୁ ନାହିଁ | ଆପଣଙ୍କୁ ନିଜ ଘର ପରିବେଶରେ କିଛି ସକରାତ୍ମକ ପରିବର୍ତନ କରିବା ଆବଶ୍ୟକ | ଆଜି ଆପଣ ପ୍ରେମ ଭାବରେ ରହିବେ, ଯାହା କାରଣରୁ ନିଜର ପ୍ରିୟ ସହିତ କିଛି ଭଲ ସମୟ ଭୟାତୀତ କରିବାର ଯୋଜନା କରି ପାରନ୍ତି | ମାର୍କେଟିଙ୍ଗର କ୍ଷେତ୍ରରେ କାର୍ଯ୍ୟ କରିବାର ଆଶା ପୂରଣ ହୋଇ ପାରେ | ଏହା ଦ୍ୱାରା ଆପଣଙ୍କୁ ବହୁତ ଖୁସି ମିଇବ ଓ ଏହି କାମକୁ ପାଇବା ପାଇଁ ସହିଥିବା ସବୁ ବିପଦ ଲିଭି ଯିବ | କୋଣସି ଅବସ୍ଥାରୁ ଲୁଚନ୍ତୁ ନାହିଁ – ନହେଲେ ଆପଣଙ୍କ ପଛରେ ପଡି ଆହୁରି ହଇରାଣରେ ପକେଇ ପାରେ | ଆପଣଙ୍କ ଜୀବନ-ସାଥୀ ସତରେ ଆପଣଙ୍କ ପାଇଁ ଦେବଦୁତ ପରି ଓ ଏହା ଆପଣଙ୍କୁ ଆଜି ଅନୁଭବ ହେବ |

କନ୍ୟା : ଆପଣ ଖାଲି ସମୟର ଆନନ୍ଦ ନେଇ ପାରିବେ | ବ୍ୟାପାରରେ ଲାଭ ଆଜି ବହୁତ ବ୍ୟପାରୀଙ୍କ ଚେହେରାରେ ଖୁସି ଆଣିପାରେ | କୌଣସି ପୁରୁଣା ପରିଚିତ ବ୍ୟକ୍ତି ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇ ପାରେ | ଟିକେ ସଂଭାଳିକି ରୁହନ୍ତୁ,କାରଣ ଆପଣଙ୍କ ପ୍ରିୟ ରସମୟ ଭାବରେ ଆପଣଙ୍କୁ ତେଲ ମାରି ପାରନ୍ତି କି – ମୁଁ ତୁମ ବିନା ଏଇ ଦୁନିଆରେ ବଞ୍ଚି ପାରିବିନି | କାର୍ଯ୍ୟାଳୟରେ କେହି ଆପଣଙ୍କୁ କିଛି ବଢିଆ ଜିନିଷ କିମ୍ବା ଖବର ଦେଇ ପାରେ | ଅଜଣା ଲୋକଙ୍କ ସହିତ କଥାହେବାଥିକ, କିନ୍ତୁ ତାଙ୍କର ବିଶ୍ୱସନୀୟତା ନ ପରଖୀ ତାଙ୍କୁ ଆପଣଙ୍କ ଜୀବନୀ କହିବା ଠିକ ନୁହେଁ | ଆଜି ଦିନରେ ଆପଣ ବୈବାହିକ ଜିଅନର ପ୍ରକୃତ ମଜା ନେଇ ପାରିବେ |

ତୁଳା : ଆପଣଙ୍କ ଇର୍ସା କରିବା ସ୍ଵଭାଵ ଆପଣଙ୍କୁ ଦୁଖୀ କରି ପାରେ | ଏହା କଷ୍ଟ ଆପଣ ନିଜକୁ ଦଉଛନ୍ତି, ସେଥିପାଇଁ ଯେତେ ଶୀଘ୍ର ହୋଇ ପାରେ ଏହାକୁ ଛାଡ଼ନ୍ତୁ | ଅନ୍ୟ ମାନଙ୍କର ସୁଖ-ଦୁଃଖ ବାଣ୍ଟିବାର ଅଭ୍ୟାସ ଆରମ୍ଭ କରଣତୂ | ଆଜି ଆପଣଙ୍କୁ ବାସ୍ତବିକ ଲାଭ ମିଳିବ ଯଦି କୋଉଠି ବହୁତ ଦିନ ପାଇଁ ନିବେଶ କରିବେ | ଆପଣଙ୍କର ଅନ୍ୟଙ୍କୁ ପ୍ରଭାବିତ କରିବାର କ୍ଷମତା ଆପଣଙ୍କ ପାଇଁ ସକାରାତ୍ମକ ସୁହଜ ଆଣିବ | ଭଲ ପାଇବାର ଭାବନା ଯୋଗୁଁ ଆଜି ମନ୍ତ୍ର-ମୁଗ୍ଧ ହୋଇ ପାରନ୍ତି | ଏହି ଭାବନାକୁ ଅନୁଭବ କରନ୍ତୁ | ନିଜର ଉଦେଶ୍ୟ ଆଡକୁ ଶାନ୍ତିରେ ବଢି ଚାଲନ୍ତୁ ଓ ସଫଳତା ମିଳିବ ପୂର୍ବରୁ ନିଜର ରହସ୍ୟ ଖୋଲନ୍ତୁ ନାହିଁ | ଆଜି ଆପଣ ଆପଣଙ୍କ ଖାଲି ସମୟ ଟିଭି, ମୋବିଲେ ବା ଇଣ୍ଟେର୍ନେଟ ସର୍ଫିଙ୍ଗ କରି କାଟିବେ | ଏହାଦ୍ୱାରା ଆପଣଙ୍କ ଜୀବନସାଥୀ ଆପଣଙ୍କ ଉପରେ ବିରକ୍ତିଭାବ ପ୍ରକାଶ କରିପାରନ୍ତି କାରଣ ଆପଣ ତାଙ୍କ ପ୍ରତି କୌଣସି ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ସେ ଭାବିପାରନ୍ତି | ଆଜି ଆପଣଙ୍କୁ ଏମିତିଆ ଅନୁଭବ ହୋଇ ପାରେ କି ଆପଣଙ୍କ ଜୀବନସାଥୀ ଆପଣଙ୍କୁ ତଳକୁ କରିବାକୁ ଚେଷ୍ଟା କରୁଛନ୍ତି | ଯେତେ ପର୍ଯନ୍ତ ସମ୍ଭବ ଏହାକୁ ଅଦେଖା କରନ୍ତୁ |

ବିଛା : ହୃଦୟ ରୋଗୀଙ୍କ ପାଇଁ କଫି ଛାଡ଼ିବାର ଉଚିତ ସମୟ ଆସିଛି | ଏବେ ଏହାର ଟିକେ ବି ଉପଯୋଗ ହୃଦୟ ଉପରେ ଅତିରିକ୍ତ ଚାପ ଦେଇ ପାରେ | ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ଚିଂହା ଲୋକଙ୍କଠୁ ନୂଆ ସ୍ରୋତ ମିଳି ପାରେ | ଆଜି ନିଜର ଦୈନିକ କାର୍ଯ୍ୟରୁ ବିଶ୍ରାମ ନେଇ ସାଙ୍ଗ ମାନଙ୍କ ସାଙ୍ଗରେ ବୁଲିବାକୁ ଯାନ୍ତୁ | ନୂଆ ଭଲ ପାଇବାର ସୁଯୋଗ ମିଳି ପାରେ କିନ୍ତୁ ନିଜ ମନର କଥାକୁ ଗୁପ୍ତ ରଖିଲେ ଲାଭ ହେବ | ନୂତନ ପରିଯୋଜନା ଓ ଖର୍ଚ୍ଚକୁ ବିଳମ୍ବ କରନ୍ତୁ | ଟିଭି ବା ମୋବାଇଲର ଅତ୍ୟଧିକ ବ୍ୟବହାର ଅଯଥା ସମୟ ଅପଚୟ ବ୍ୟତୀତ ଆଉ କିଛି ହୋଇପାରେନା | ଆପଣଙ୍କ ଜୀବନ ସାଥିଙ୍କର ହସରେ ଗୋଟେ ମୁହୁର୍ତରେ ହିଁ ଆପଣଙ୍କ ସବୁ ପୀଡ଼ା ହଜେଇ ଦେବାର ଗୁଣ ଅଛି |

ଧନୁ : ସାଙ୍ଗ ଠୁ ବିଶେଷ ପ୍ରଶଂସା ଖୁସିର କାରଣ ବନିବ|ଏହା ଏଥି ପାଇଁ କାରଣ ଆପଣ ନିଜର ଜୀବନକୁ ଗଛ ପରି ଗଢ଼ିଛନ୍ତି,ଯାହା କଡା ଖରାରେ ଠିଆ ହୋଇ ମଧ୍ୟ ଅନ୍ୟକୁ ଛାଇ ପ୍ରଦାନ କରନ୍ତି ଆଜି ଗୁଡ଼ାଏ ଅର୍ଥ ଯୋଜନା ଆପଣଙ୍କ ସାମନାରେ ଆସିବ, ତେଣୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ | ଆପଣ ନିଜ ଜୀବନ-ସାଥୀଙ୍କ ସହିତ ପ୍ରେମ,ନିକଟବର୍ତୀ ଓ ସ୍ନେହ ଅନୁଭବ କରିବେ | ଆପଣ ନିଜକୁ ନିଜର ପ୍ରିୟଙ୍କ ଭଲ ପାଇବାରେ ବୁଡି ଯାଇଥିବା ପରି ଅନୁଭବ କରିବେ | ଏହି ଦୃଷ୍ଟିରୁ ଆଜ ଦିନଟା ବହୁତ ହିଁ ସୁନ୍ଦର ଓ ସୁଖମୟ କଟିବ | ଭାଗିଦାରୀ ପାଇଁ ଭଲ ସୁଯୋଗ ଅଛି, କିନ୍ତୁ ଭଲ ଭାବରେ ଭାବି-ଚିନ୍ତିକି ଆଗକୁ ବଢନ୍ତୁ | ଜୀବନରେ ସମ୍ବନ୍ଧ ଏବଂ ସମ୍ପର୍କୀୟଙ୍କ ମୂଲ୍ୟ ବୁଝିବାକୁ ଚେଷ୍ଟା କରନ୍ତୁ | ଆଖି ମନର କଥା କହି ଦିଏ | ଆଜି ଦିନ ଆପଣଙ୍କ ଜୀବନସାଥୀ ସହିତ ଏହି ଭାଷାରେ କଥା ହେବାର ଅଛି |

ମକର : ପିଲା ଦିନର କଥା ଆପଣଙ୍କୁ ମନେ ପଡ଼ିବ | କିନ୍ତୁ ଏହି କାର୍ଯ୍ୟ ଯୋଗୁଁ ଆପଣ ନିଜକୁ ମାନସିକ ଚାପି ଦେଇ ପାରନ୍ତି | ଆପଣଙ୍କ ଚାପ ଓ ଚିନ୍ତାର ଗୋଟେ ବଡ଼ କାରଣ ପିଲା ଦିନର ନିରୀହତା ସହିତ ବଞ୍ଚିବାର ଇଚ୍ଛା, ସେଥିପାଇଁ ସ୍ବତନ୍ତ୍ର ହୋଇ ବଞ୍ଚନ୍ତୁ | ଆଜି ଭୁଲରେ ମଧ୍ୟ କାହାକୁ ପଇସା ଦିଅନ୍ତୁ ନାହିଁ | ଯଦି ଦେଉଛନ୍ତି ତାହେଲେ ତାଙ୍କ ଠାରୁ ଲିଖିତ ଆକାରରେ ନେଇନିଅନ୍ତୁ | ପିଲା ମାନେ ଆଜି ପାଠ ପ୍ରତି ଆଗ୍ରହ ନଥିବା ଯୋଗୁଁ ବିଦ୍ୟାଳୟରେ ନିରାଶ କରି ପାରନ୍ତି | ଆପଣଙ୍କ ଅସୀମ ପ୍ରେମ ଆପଣଙ୍କ ପ୍ରିୟଙ୍କ ପାଇଁ ଅତି ବହୁମୂଲ୍ୟ ଅଟେ | ଆଜି ଦିନରେ ଆପଣଙ କାର୍ଯ୍ୟାଳୟରେ କିଛି ଉତ୍ତମ କାର୍ଯ୍ୟ କରି ପାରନ୍ତି | ଅନ୍ୟମାନେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ଆପଣ ତାହା ଆଜି ଭାବିବେ ନାହିଁ | ବରଂ ଆପଣ ଆପଣଙ୍କ ଖାଲି ସମୟରେ ଏକାକୀ ରହିବ ପସନ୍ଦ କରିବେ | ଆପଣଙ୍କୁ ଅନୁଭବ ହେବକି ବାହା ହେବା ସମୟରେ ଯାହା ଶପଥ ନେଇ ଥିଲେ ସବୁ ସତ | ଆପଣଙ୍କ ଜୀବନ-ସାଥୀ ହିଁ ଆପଣଙ୍କର ଆତ୍ମୀଅ-ସାଥୀ

|

କୁମ୍ଭ : ଆପଣ ଅନୁଭବ କରିବେ କି ଅଖା-ପାଖ ଲୋକ ଅତ୍ୟଧିକ ଦାବି କରି ପାରନ୍ତି | କିନ୍ତୁ ଯେତିକି ଆପଣ କରି ପାରିବେ, ତାହାଠୁ ଅଧିକ କରିବାର କଥା ଦିଅନ୍ତୁ ନାହିଁ ଓ କେବଳ ଅନ୍ୟର ଖୁସି ପାଇଁ ନିଜକୁ ଚାପ ଦେଇ ଥକାନ୍ତୁ ନାହିଁ | ଆପଣ ବିଗତ ସମୟରେ ଯେଉଁ ଅପବ୍ୟୟ କରିଛନ୍ତି ସେଥିପାଇଁ ଆଜି ଆପଣଙ୍କୁ ବହୁତ ହାନି ସହିବାକୁ ପଡ଼ିପାରେ | ଆଜି ଆପଣାକୁ ପଇସାର ଆବଶ୍ୟକତା ଥିବା ବେଳେ ଆପଣଙ୍କ ପାଖରେ ପଇସା ନଥିବ | ଯେଉଁ ବନ୍ଧୁ ବାନ୍ଧବଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ,ତାଙ୍କୁ ଆଜି ଦେଖା କରିବାକୁ ଯାଆନ୍ତୁ | ସତ ଓ ପବିତ୍ର ପ୍ରେମର ଅନୁଭବ କରନ୍ତୁ | ଟିକେ କାରସାଦି ଓ ଚତୁରତା ଆପଣଙ୍କୁ ବହୁତ ଲାଭ ଦେଇ ପାରେ | ଏହି ରାଶିର ପିଲାମାନେ ଆଜି ଖେଳ କୁଦରେ ଦିନସାରା ସମୟ କାଟିବାକୁ ଚାହିଁବେ | ଅଭିଵାବକ ମାନେ ଏଥିପାଇଁ ଧ୍ୟାନ ଦେବା ଦରକାର କାରଣ ଆଘାତ ଲାଗିବାର ସମ୍ଭାବନା ଅଛି | ଆପଣଙ୍କ ଜୀବନ-ସାଥୀ ସତରେ ଆପଣଙ୍କ ପାଇଁ ଦେବଦୁତ ପରି ଓ ଏହା ଆପଣଙ୍କୁ ଆଜି ଅନୁଭବ ହେବ |

ମୀନ : ଅଦରକାରୀ ବିଚାର ମନ ଭିତରେ ଛାଇ ପରି ଲାଗି ରହିବ | ନିଜକୁ ଶାରୀରିକ ବ୍ୟୟାମର ମଜା ନେବାକୁ ଦିଅନ୍ତୁ,କାରଣ ଖାଲି ମୁଣ୍ଡ ରାକ୍ଷସର ଘର ଥାଏ | ଆର୍ଥିକ ପରିସ୍ଥିତି ସୁଧୁରିବ | ଋଣ ନେଇଥିବା ବ୍ୟକ୍ତି ଋଣ ସୁଝିପାରେ | ଆଜି ଦିନଟା ଖୁସି ଭରା ରହିବ,କାରଣ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ | ଆପଣ ଆଜିର ଦିନକୁ ନିଜ ଜୀବନରେ କେବେ ବି ଭୁଲିବେନି, ଯଦି ଆପଣ ଆଜି ପ୍ରେମରେ ବୁଡି଼ବାର ସୁଯୋଗକୁ ହାଥ-ଛଡ଼ା ନ କରନ୍ତି | ବୈବାହିକ ନିଷ୍ପତି ନେବା ଦୃଷ୍ଟିରୁ ଆଜି ଦିନ ଉତ୍ତମ ରହିବ | ଆପଣଙ୍କ ଖାଲି ସମୟ ଆଜି ବୃଥା ଯୁକ୍ତିରେ ନଷ୍ଟ ହୋଇପାରେ ଯାହା ପାଇଁ ପରେ ଆପଣ ବ୍ୟଥିତ ହୋଇପାରନ୍ତି | ବୈବାହିକ ଜୀବନରେ ଉପର-ତଳ ହେବା ପରେ ବି ନିଜ-ନିଜକୁ ପ୍ରେମ କରିବା ପାଇଁ ଉତ୍ତମ ଦିନ ଅଛି |