ରାଶିଫଳ ମଙ୍ଗଳବାର : ଆପଣଙ୍କ ଜୀବନର ସବୁ ଦିନ ଅପେକ୍ଷା ଆଜି ଦିନଟା ସବୁଠୁ ଉତ୍ତମ ରହିବ

ଆଜି ଆପଣଙ୍କ ଆତ୍ମବିଶ୍ୱାସ ଓ ବ୍ୟବହାରରେ ବୃଦ୍ଧି ହେବ ….

ମେଷ ରାଶି ମଙ୍ଗଳବାର ମଇ ୨୪, ୨୦୨୨: ସ୍ୱାସ୍ଥ୍ୟରେ ଚିକିସ୍ୟା ପାଇଁ ଉତ୍ତମ ଦିନ ଅଟେ | ଆପଣଙ୍କ ଖୁସି ରହିବା ସ୍ୱଭାବ ହିଁ ଆପଣଙ୍କ ଆତ୍ମା ବିଶ୍ୱାସରେ ବୃଦ୍ଧି ଆଣିବ | ଆର୍ଥିକ ଅବସ୍ଥାରେ ନିହାତି ସୁଧାର ଆସିବ- କିଂତୁ ସମାନ ଭାବରେ ଖର୍ଚ ମଧ୍ୟ ହେବ| ଘର ଲୋକଙ୍କ ସହିତ ମିଶିକି କିଛି ଅଲଗା ଓ ରସମୟ କରନ୍ତୁ | ଆପଣଙ୍କ ପ୍ରେମ ବୃତି ହେବ | ଦିନର ଆରମ୍ଭ ଆପଣଙ୍କର ପ୍ରିୟଙ୍କ ହଂସାରୁ ହେବ ଓ ରାତି ତାଙ୍କର ସ୍ବପ୍ନ ଦେଖି ବିତିବ | ଗୋଟେ ଏମିତିଆ ସମୟ ଯେବେ ଚାକିରୀ କିମ୍ବା ବ୍ୟବସାୟ ପାଇଁ ନୂତନ ପ୍ରସ୍ତାଵ ଆସିବା, ଆପଣଙ୍କ ଦିନକୁ ଖୁସିରେ ଭାରି ପାରେ | ଯଦି ଆପଣ ପଢ଼ା ବା ଚାକିରୀ ପାଇଁ ବାହାରେ ରହୁଛନ୍ତି ତାହେଲେ ଖାଲି ସମୟରେ ପରିବାର ସହିତ କଥା ହୋଇପାରନ୍ତି | ଏହି ସମୟରେ ଆପଣ ଭାବୁକ ହୋଇପାରନ୍ତି | ବୈବାହିକ ଜୀବନ କିଛି ଦିନରୁ ବହୁତ ବିପଦରେ ଥିଲା, କିନ୍ତୁ ଆଜି ଆପଣ ଅବସ୍ଥାରେ ବୃଦ୍ଧି ଅନୁଭବ କରିବେ |

ବୃଷ : ଉତ୍ତମ ଜିନିଷକୁ ଗ୍ରହଣ କରିବା ପାଇଁ ଆପଣଙ୍କ ମସ୍ତିସ୍କ ଖୋଲା ରହିବ | ଆଜି ଆପଣଙ୍କୁ ସେମିତି ବନ୍ଧୁ ମାନଙ୍କ ଠାରୁ ଦୂରରେ ରହିବା ଉଚିତ ଯେଉଁମାନେ ଋଣ ନିଅନ୍ତି କିନ୍ତୁ ଫେରାନ୍ତି ନାହିଁ | ମନୋରଞ୍ଜନ ଠୁ ଜଡ଼ିତ ଗତିବିଧି ଆନଦୟାକ ରହିବ, ଯଦି ପୁରା ପରିବାରର ସେଠାରେ ସହଭାଗିତା ଥିବ | ଆପଙ୍କ ଦେଖା ଗୋଟେ ଅତି ପ୍ରିୟ ବନ୍ଧୁ ସହିତ ହେବ, ଯାହାକୁ ଆପଣଙ୍କ ଚିନ୍ତା ଅଛି ଓ ଯିଏ ଆପଣଙ୍କୁ ବୁଝନ୍ତି | ଯଦି ଆପଣ ସେମିନାର ଓ ବକୃତାରେ ଭାଗ ନେବେ, ତାହେଲେ କିଛି ନୂଆ ଶିଖିବାକୁ ମିଳିବ | ଆଜିର ଦିନ ଆପଣଙ୍କର | ନିଜର ଦୁର୍ବଳତା ଏବଂ ସାମର୍ଥ୍ୟ ଉପରେ ନଜର ପକାଇବା ଉଚିତ |ଏହା ଦ୍ୱାରା ବ୍ୟକ୍ତିତ୍ୱରେ ସକାରାତ୍ମକ ପରିବର୍ତ୍ତନ ଆସେ | କଣ ଆପଣ ଜାଣିଛନ୍ତିକି ଆପଣଙ୍କ ଜୀବନସାଥୀ ଆପଣଙ୍କ ପାଇଁ ଜଣେ ଦେବଦୁତ୍ତ? ତାଙ୍କ ଉପରେ ଧ୍ୟାନ ଦିଅନ୍ତୁ,ଏହି କଥା ଆପଣଙ୍କୁ ଆପେ-ଆପେ ଦେଖା ଯିବ |

ମିଥୁନ : ଆପଣଙ୍କ ବିନମ୍ର ସ୍ଵଭାବକୁ ପସନ୍ଦ କରା ଯିବ | ବହୁତ ସାରା ଲୋକ ବିଶେଷ କରିକି ଆପଣଙ୍କ ପ୍ରଶଂସା କରି ପାରନ୍ତି | ହଠାତ ଖର୍ଚ ଆସିବା କାରଣରୁ ଆର୍ଥିକ ଅବସ୍ଥାରେ ବୋଝ ଆସି ପାରେ| ଆପଙ୍କ କିଛି ବୃଦ୍ଧ ବନ୍ଧୁ ବାନ୍ଧବଙ୍କ ଦାବି ଜାଣି ଆପଣ ଟିକେ ନିରାଶ ହୋଇ ପାରନ୍ତି | ଆଜି ନିଜ ପ୍ରିୟଠୁ ଦୂରେଇକି ରହିବା ଆପଣଙ୍କ ପାଇଁ ବହୁତ କଷ୍ଟକର ରହିବ | ଯଦି ଆପଣଙ୍କୁ ଗୋଟେ ଦିନ ପାଇଁ ଚୁଟିରେ ଯିବାର ଅଛି ତାହେଲେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ନଥିବା ଅବସ୍ଥାରେ ବି ସବୁ କାର୍ଯ୍ୟ ସଠିକ ଭାବରେ ଚାଇବ | ଯଦିଓ କୌଣସି ବିଶେଷ କାରଣରୁ କିଛି ଅସୁବିଧା ସୃଷ୍ଟି ହେଇ ବି ଯାଏ,ତାହେଲେ ଆପଣ ଫେରିଲା ପରେ ତାକୁ ଆରାମରେ ସମାଧାନ କରି ପାରିବେ | ସମୟର ପୁରା ଆନନ୍ଦ ନେବା ପାଇଁ ଲୋକମାନଙ୍କଠାରୁ ଦୂରରେ ରହି ନିଜ ପସନ୍ଦର କାମ କରିବା ଉଚିତ | ଏହା ଦ୍ୱାରା ଆପଣ ଆପଣଙ୍କ ଭିତରେ ସକାରାତ୍ମକ ପରିବର୍ତନ ଦେଖିପାରିବେ | ଯଦି ଆପଣଙ୍କ ଜୀବନସାଥୀଙ୍କ ସ୍ୱାସ୍ଥ୍ୟ କାରଣରୁ କାହାକୁ ଦେଖା ନ କରି ପାରନ୍ତି, ତାହା ହେଲେ ଚିନ୍ତା କରନ୍ତୁ ନାହିଁ | ଆପଣ ତାଙ୍କ ସହିତ ଅଧିକ ସମୟ ବିତେଇ ପାରିବେ |

କର୍କଟ : ଲାଭ ପାଇବା ପାଇଁ ବୟସ୍କ ଲୋକଙ୍କୁ ନିଜର ଆନ୍ତରିକ ଉର୍ଜାର ସକାରାତ୍ମକ ଉପଯୋଗ କରିବା ଉଚିତ | ଆପଣଙ୍କ ପଇସା କେଉଁଠି ଓ କେମିତି ଖର୍ଚ୍ଚ ହେଉଛି ତା’ ବିଷୟରେ ଆପଣ ଯତ୍ନ ବାନ ହେବ ଉଚିତ ନଚେତ ଆଗାମୀ ଦିନମାନଙ୍କରେ ପଶ୍ଚାତାପ କରିବାକୁ ପଡ଼ିପାରେ | ବିବାହ ବନ୍ଧନରେ ଜଡିତ ହେବ ପାଇଁ ଏହା ଉତ୍ତମ ସମୟ ଅଟେ | ଆଜି ଆପଣଙ୍କ ପ୍ରେମ କାହାଣୀ ଏକ ନୂଆ ମୋଡ଼ ନେଇପାରେ| ଆଜି ଆପଣଙ୍କ ପ୍ରେମିକ ଆପଣଙ୍କ ପାଖରେ ବିବାହ ପ୍ରସ୍ତାବ ରଖିପାରନ୍ତି | ଏ ବିଷୟରେ କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ଆପଣଙ୍କୁ ପ୍ରତ୍ୟେକ ଦୃଷ୍ଟିକୋଣରୁ ଭାବିବା ଉଚିତ | କୌଣସି ନୂତନ ଯୋଜନା ଉପରେ କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ | ଆଜି ଆପଣଙ୍କ ବିବେକ ସହିତ ଘରେ କଥାବାର୍ତ୍ତା କରନ୍ତୁ | ନହେଲେ ଅକାରଣ କଳହ ସହିତ ଆପଣଙ୍କ ସମୟ ଅପଚୟ ହେବ | ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଲିଙ୍ଗନ ଦେବାର ବି ଲାଭ ଅଛି ଓ ଏହା ଅନୁଭବ ଆପଣଙ୍କୁ ଆପଣଙ୍କ ଜୀବନ ସାଥୀଙ୍କ ଠୁ ମିଳି ପାରେ |

ସିଂହ : ମନ ଶାନ୍ତି ପ୍ରାପ୍ତ କରିବା ପାଇଁ କିଛି କ୍ଷଣ ନିଜର ବନ୍ଧୁ ମାନଙ୍କ ସହିତ ବ୍ୟତୀତ କରନ୍ତୁ | ଆଜି ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହାଇ ପାରେ| ସାଙ୍ଗ ମାନେ ସନ୍ଧ୍ୟା ବେଳେ କୌଣସି ବଢ଼ିଆ ଯୋଜନା ବନେଇ ଆପଣଙ୍କ ଦିନ ଖୁସି ଭରା କରିବାକୁ ଚେଷ୍ଟା କରିବେ | ଆପଣ ଆପଣଙ୍କ ଜୀବନ ସାଥୀଙ୍କ ସହିତ କୋଉଠିକି ବୁଲା ବୁଲି କରି ନିଜର ପ୍ରେମ ଜୀବନରେ ନୂତନ ଉର୍ଜା ଭାରି ପାରିବେ | କାର୍ଯ୍ୟସ୍ଥଳରେ ଦାୟିତ୍ୱ ବଢ଼ି ପାରେ | ନିଜର ବ୍ୟସ୍ତ ଜୀବନରେ ମଧ୍ୟ ନିଜପାଇଁ ସମୟ କାଢ଼ିବାକୁ ଆପଣ ଚେଷ୍ଟା କରିବେ , କିନ୍ତୁ ସେ ସମୟର ଉପଯୋଗ କରିପାରିବେ ନାହିଁ | ଆପଣଙ୍କ ଜୀବନ-ସାଥୀ ଆଜି ଉର୍ଜା ଓ ପ୍ରେମରେ ଭରା ରହିବେ |

କନ୍ୟା : ଆପଣଙ୍କର ଉର୍ଜା ସ୍ତର ଉଚ୍ଚ ରହିବ | ଆଜି ଆପଣ ଅନନଙ୍କ ଜୀବନସାଥୀମକା ସହିତ ଘରର କିଛି ଜରୁରୀ ସାମାନ କିଣି ପାରନ୍ତି ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ଅବସ୍ଥା ସାମାନ୍ୟ ବବିଗିଡ଼ି ଯାଇପାରେ | ଆପଣଙ୍କୁ ପରିବାର ଲୋକଙ୍କ ଓ ସାଙ୍ଗ ମାନଙ୍କ ସହିତ ସମୟ କାଟିବା ପାନ ପ୍ରଚୁର ସମୟ ମିଳିବ | ପ୍ରତିଶୋଧ ନେବାର ଭାବନା ଆଜି ନିଜ ପ୍ରିୟ ପ୍ରତି ଆସି ପାରେ – ନିଜ ମୁଣ୍ଡ ଥଣ୍ଡା ରଖିକି ଭାବି ଚିଂତିକି ତାଙ୍କୁ ବୁଝେୟିବାକୁ ଚେଷ୍ଟା କରନ୍ତୁ| ନଚେତ ପରେ ପଶ୍ଚାତାପ କରିବାକୁ ପଡି ପାରେ | କାହା ସହିତ ନୂତନ ଯୋଜନା କିମ୍ବା ଭାଗିଦାରୀ ଜଡିତ ବ୍ୟବସାୟକୁ ଆରମ୍ଭ କରିବାଠୁ ପରିହାର କରନ୍ତୁ | ରାତ୍ରି ସମୟରେ ପରିବାର ବର୍ଗଙ୍କ ଠାରୁ ଟିକେ ଦୂରରେ ରହି ଆପଣ ଛାତ ଉପରେ ବା ପାର୍କରେ ସମୟ କାଟିବାକୁ ଚାହିଁବେ | ଅତ୍ୟଧିକ ଖର୍ଚ୍ଚହେବାକାରଣରୁ ଜୀବନ-ସାଥୀ ସହିତ ଯୁକ୍ତି-ତର୍କ ହୋଇ ପାରେ

ତୁଳା : ଶାରୀରିକ ରୋଗର ଠିକ ହେବାର ଅନେକ ସମ୍ଭାବନାଅଛି ଓ ଏହା କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ ଭାଗ ନେଇ ପାରିବେ ଆପଣଙ୍କୁ କମିଶନ ,ଲାଭାଂଶ ଓ ରୋୟାଲ୍ଟି ଦ୍ୱାରା ଲାଭ ମିଳି ପାରେ | ଆଜି ଦିନଟା ଖୁସି ଭରା ରହିବ,କାରଣ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ | ଆଜି ହେଇ ପାରିକି ପ୍ରଥମ ଦେଖାରେ ହିଁ ଆପଣଙ୍କୁ କେହି ପସନ୍ଦ ଆସିଯିବେ | ନିଜର ବରିଷ୍ଠ ମାନଙ୍କୁ ଅବହେଳା କରନ୍ତୁ ନାହିଁ | ଯଦି ଆଜି କିଣାକିଣି କରିବାକୁ ଯାଆନ୍ତି ତାହେଲେ ବେଶୀ ଖର୍ଚ କରିବେ ନାହିଁ | ଆପଣଙ୍କ ବୈବାହିକ ଜୀବନର ସବୁ ଦିନ ଅପେକ୍ଷା ଆଜି ଦିନଟା ସବୁଠୁ ଉତ୍ତମ ରହିବ |

ବିଛା : କୌଣସି ସାଙ୍ଗ ଆପଣଙ୍କ ସହିବାଶକ୍ତି ଓ ବୁଦ୍ଧିର ପରୀକ୍ଷା ନେଇ ପାରେ | ନିଜର ମୂଲ୍ୟକୁ ଦୂର କରିବା ଠୁ ପରିହାର କରନ୍ତୁ ଓ ପ୍ରତେକ ଟି ନିଷ୍ପତି ଭାବି-ଚିନ୍ତିକି ନିଅନ୍ତୁ | ହଠାତ ଖର୍ଚ୍ଚ ଆସିବା କାରଣରୁ ମନ ଖରାପ ହୋଇ ପାରେ | ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନର ମଜା ଉଠାନ୍ତୁ | ଯଦି ଲୋକ ମାନେ ଅସୁବିଧା ଧରି ଆପଣଙ୍କ ସମୁଖକୁ ଆସନ୍ତି ତାହେଲେ ତାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ଓ ନିଜର ମାନସିକ ଶାନ୍ତି ଭଙ୍ଗ କରନ୍ତୁ ନାହିଁ | ପ୍ରେମ ମନଭାବନରେ ହଠାତ ଆଶୁଥିବା ପରିବର୍ତନ ଆପଣଙ୍କୁ ନିରାଶ କରି ପାରେ | ଯାହା ବି ଜ୍ଞାନ ଆପଣ ଅର୍ଜନ କରିଛନ୍ତି ସେ ସବୁ ସମାସ୍କନ୍ଧ ବ୍ୟକ୍ତିଙ୍କ ସାଙ୍ଗରେ କଥା ବାର୍ତା ହେବା ସମୟରେ ସାହାଯ୍ୟ କରିବ | ଆଜି ନିଜର ଗୁପ୍ତ ଗୁଣର ସହଯୋଗ ନେଇ ଦିନଟିକୁ ସୁନ୍ଦର ଭାବରେ କାଟିବେ | ଜୀବନ-ସାଥୀଙ୍କର ଖରାପ ସ୍ୱାସ୍ଥ୍ୟ କାରଣରୁ ଆପଣଙ୍କ କାମ-କାର୍ଯ୍ୟ ପ୍ରଭାବିତ ହୋଇ ପାରେ |

ଧନୁ : ନିଜକୁ ବେଶୀ ଆଶାବାଦୀ ହେବା ପାଇଁ ପ୍ରେରଣା ଦିଅନ୍ତୁ | ତାହା କଲେ ନା କେବଳ ଆପଣଙ୍କ ଆତ୍ମବିଶ୍ୱାସ ଓ ବ୍ୟବହାରରେ ବୃଦ୍ଧି ହେବ, ତା ଛଡ଼ା ଆପଣଙ୍କ ଡର ,ଇର୍ସା ଓ ଘୃଣା ପରି ନକରାତ୍ମକ ମନଭାଵନା ବି କମି ଯିବ | ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ଇଚ୍ଛା କରି ପାରନ୍ତି | ପରିବାର ଲୋକଙ୍କ ସହିତ ଗତିବିଧି ସମସ୍ତଙ୍କୁ ଖୁସି ରଖିବ | ଆଜି ଆପଣ ପ୍ରିୟ ସହିତ ସମୟ କାଟିବା ଓ ଉପହାର ପାଇବାର ଆଶା କରି ପାରନ୍ତି | ଆଜି ଯାହା ନିବେଶ କରିବେ ତାହା ଅତି ଲାଭକାରୀ ପ୍ରମାଣିତ ହେବ କିନ୍ତୁ ସହଭାଗୀ ବିରୋଧ କରି ପାରନ୍ତି | ଆଜି ବହୁତ ବ୍ୟସ୍ତତା ସତ୍ତ୍ୱେ ନିଜପାଇଁ କିଛି କରିବାକୁ ପର୍ଯ୍ୟାପ୍ତ ସମୟ ଆପଣ ପାଇପାରିବେ | ଆପଣଙ୍କ ଜୀବନ ସାଥି ଆପଣଙ୍କୁ ବିଶେଷ ସମୟ ଦେବାର ଯୋଜନାରେ ଅଛନ୍ତି |

ମକର : ଉତ୍ତମ ଜିନିଷକୁ ଗ୍ରହଣ କରିବା ପାଇଁ ଆପଣଙ୍କ ମସ୍ତିସ୍କ ଖୋଲା ରହିବ | ହଠାତ ଆୟ ବଢ଼ିବା ଯୋଗୁଁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ | ଆପଣଙ୍କ ହାସ୍ୟବୃତ୍ତି ଓ ଜ୍ଞାନ ଯୋଗୁଁ ଆଖ ପାଖ ଲୋକ ପ୍ରଭାବିତ ରହିବେ | କାମ ଅଟକି ଥିବା ସତ୍ୱେ ପ୍ରେମ ଓ ବାହାରକୁ ଯାଇକି ବୁଲା ବୁଲି କରିବାର ବିଚାର ଆପଣଙ୍କ ମନରେ ଚେଇଁ ରହିବ | ନିଜର ବିଶେଷଜ୍ଞତାର ଉପଯୋଗ ପେସାଗତ କଥାକୁ ସହଜ ଭାବରେ ସମାଧାନ କରିବାରେ କରନ୍ତୁ | ଆଜି ଖାଲି ସମୟରେ ଆପଣ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି | ଏହି ସମୟରେ କୌଣସି ଅଯଥା କଳହ ବା ଦ୍ଵନ୍ଦରେ ପଡନ୍ତୁ ନାହିଁ | ଆପଣଙ୍କ ଜୀବନ-ସାଥୀର ଅଟେ ସୁନ୍ଦର ଗୁଣ ଆପଣଙ୍କୁ ଆଗରୁ ଜଣା ନଥିଲା | ଆଜି ଆପଣଙ୍କୁ ତାଙ୍କଠୁ କୌଣସି ଉପହାର ମିଳି ପାରେ |

କୁମ୍ଭ : ଶାରୀରିକ ରୋଗର ଠିକ ହେବାର ଅନେକ ସମ୍ଭାବନାଅଛି ଓ ଏହା କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ ଭାଗ ନେଇ ପାରିବେ ନିଜର ଧାନ କିପରି ଭାବରେ ସଂଚୟ କରିପାରିବେ ତାହା ଆଜି ଆପଣ ଭଲଭାବରେ ଶିଖିପାରିବେ ଏବଂ ଏହା ଦ୍ୱାରା ଆପଣ ଆପଣଙ୍କର ଧାନ ସଂଚୟ କରିପାରିବେ | ଭାବନା ସହିତ ଆଜି ଯାହା କାମ କରିବେ ତାହା ଆପଣଂକ ପକ୍ଷରେ ରହିବ | ଆଜି ଆପଣ ଓ ଆପଣଙ୍କ ପ୍ରିୟ ପ୍ରେମ ସମୁଦ୍ରରେ ବୁଡି ଯିବେ ଓ ଭଲ ପାଇବାର ଗଭୀରତା ଅନୁଭବ କରିବେ | ଆଜି ଆପଣଙ୍କ ପାଇଁ ବହୁତ କର୍ମଠ ଓ ଲୋକଙ୍କ ସହିତ ମିଲ-ମିଶା ଭରା ଦିନ ରହିବ | ଲୋକେ ଆପଣଙ୍କ ପ୍ରସ୍ତାବ ମାଗିବେ ଓ ଆପଣ ଜାଗା କହିବେ, ତାହା ବିନା ଭାବିଚିନ୍ତି ନେଇ ନେବେ | ଆଜି ସମୟ ବାହାର କରି ନିଜ ଜୀବନସାଥିଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି | କିନ୍ତୁ ଏହି ସମୟରେ ଆପଣ ଦୁଇଜଣଙ୍କ ମଧ୍ୟରେ କଳହ ମଧ୍ୟ ସୃଷ୍ଟି ହୋଇପାରେ | ଏହି କଥାର ପ୍ରବଳ ସମ୍ଭାବନା ଅଛିକି ଆଖ-ପାଖ ଲୋକ ଆପଣ ଦୁଇ ଜଣଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବା ପାଇଁ ପ୍ରୟାସ କରିବେ | ତେଣୁ: ବାହାର ଲୋକଙ୍କ କଥା ଶୁଣିବା ଠିକ ହେବ ନାହିଁ |

ମୀନ : ଆପଣଙ୍କ ଉଦାର ସ୍ଵଭାଵ ଆପଣଙ୍କ ପାଇଁ ଅନେକ ଗୁଡ଼େ ଖୁସି ମୁହୂର୍ତ୍ତ ନେଇକି ଆସିବ ଆଜି ଆପଣଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ ଯାହାଦ୍ୱାରା ଆଜି ଆପଣ ଋଣ ମୁକ୍ତ ହୋଇପାରିବେ | କୌଣସି ନୂତନ ସମ୍ପର୍କ ଲମ୍ବା ସମୟ ଯାଏଁ ଚାଲିବା ସହିତ,ଲାଭକାରୀ ମଧ୍ୟ ରହିବ | ବିବାହ ପ୍ରସ୍ତାବ ପାଇଁ ଉଚିତ ସମୟ ଅଛି,କାରଣ ଆପଣଙ୍କ ପ୍ରେମ ଜୀବନ ସାରାର ସାଥୀରେ ରୂପାନ୍ତରିତ ହୋଇ ପାରନ୍ତି | ଆଜି ଦିନରେ ଭାଗ୍ୟ ଆପଣଙ୍କ ସହିତ ଅଛି ଓ ଆପଣଙ୍କୁ ଲାଭ ହେବ, କାରଣ ଆପଣ ଉଚିତ ସମୟରେ ଠିକ ଜାଗାରେ ଉପସ୍ଥିତ ଅଛନ୍ତି | ଆଜି ଆପଣଙ୍କୁ ଆପଣଙ୍କ କାମ ଠିକ ସମୟରେ ସାରିବା ଆବଶ୍ୟକ | ମାନେ ରଖନ୍ତୁ ଘରେ କେହି ଆପଣଙ୍କୁ ଅପେକ୍ଷା କରିଛନ୍ତି ଯେ ଆପଣଙ୍କ ଉପସ୍ଥିତି ଚାହାନ୍ତି | ଆପଣଙ୍କ ଜୀବନ-ସାଥୀ ଆଜି ଆପଣଙ୍କୁ ଆପଣଙ୍କର ଛୋଟ ବେଳ କଥା ମାନେ ପକାଇବେ କି ଆପଣ କେତେ ଦୁଷ୍ଟ ଥିଲେ |