ରାଶିଫଳ ବୁଧବାର : ଆଜି ଆପଣଙ୍କୁ କାର୍ଯ୍ୟାଳୟରେ କିଛି ଖୁସି ଖବର ଶୁଣିବାକୁ ମିଳି ପାରେ

ଆଜି ପୁରା ଦିନ ଉର୍ଜାରେ ଭରି ରହିବେ….

ମେଷ : ଅନ୍ୟ ମାନଙ୍କ ଆଲୋଚନା କରିବାର ଆପଣଙ୍କ ଅଭ୍ୟାସ କାରଣରୁ ଆପଣଙ୍କୁ ବି ଆଲୋଚନାର ଶିକାର ହେବାକୁ ପଡ଼ି ପାରେ | ନିଜର ସେନ୍ସ ଅ ହ୍ୱିୟୁମରରେ ବୃଦ୍ଧି ଆଣନ୍ତୁ ଓ ଯୁକ୍ତି-ତର୍କ କରନ୍ତୁ ନାହିଁ | ଏମିତି କଲେ ଆପଣ ଆରାମରେ ଅନ୍ୟ ମାନଙ୍କୁ କଡ଼ା କଥା ଠୁ ନିଜାତ ପାଇଁ ଯିବେ | କାନ୍ତି ଓ ମନୋରଞ୍ଜନ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ | ପିତାଙ୍କ କଡ଼ା ସ୍ଵଭାଵ ଆପଣଙ୍କୁ ନିରାଶ କରି ପାରେ | କିନ୍ତୁ ସ୍ଥିତିକୁ ନିଅନ୍ତ୍ରଣରେ ରଖିବା ପାଇଁ ଶାନ୍ତ ରୁହନ୍ତୁ | ଏହା କଲେ ଆପଣଙ୍କୁ ବେଶୀ ଲାଭ ମିଳିବ | ଆଜି ଅପାଙ୍କ ଆତ୍ମୀୟ ମିତ୍ର ପୁରା ଦିନ ଆପଣଙ୍କ ବିଷୟରେ ଭାବି ପାରନ୍ତି | ନିଜର ଚରିତ୍ରକୁ ସତ୍ୟପ୍ରିୟ ଓ ସ୍ପଷ୍ଟବାଦୀ ରଖନ୍ତୁ | ଲୋକ ଆପଣଙ୍କ ଦୃଢ଼ତା ଓ କ୍ଷମତା ପାଇଁ ପୁରସ୍କାର ଦେବେ | ନିଜେ ଆଜି କେମିତି ଅନୁଭବ କରୁଛନ୍ତି ସେହି କଥା କାହାକୁ କୁହନ୍ତୁ ନାହିଁ | ଆପଣଙ୍କ ଜୀବନ ବୈବାହିକ ଦୃଷ୍ଟିରୁ ଆଜି ଉତ୍ତମ ରହିବ |

ବୃଷ : ନିଜର ସ୍ୱାସ୍ଥ୍ୟରେ ବୃଦ୍ଧି ଆଣିବା ପାଇଁ ସନ୍ତୁଳିତ ଏହାର ନିଅନ୍ତୁ | ଯଦି ଆପଣ କୌଣସି ବ୍ୟାଙ୍କ ଋଣ ପାଇଁ ଆବେଦନ କରିଥିଲେ ଅଥବା ଅପେକ୍ଷା କରିଥିଲେ ଆଜିର ଦିନରେ ତାହା ଆପଣଙ୍କୁ ମିଳିପାରେ | ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ନହେଲେ ଘର ଲୋକଙ୍କ ମନରେ ଦୁଃଖ ଦେଇ ପାରନ୍ତି | ଯଦି ଆପଣ ଆପଣଙ୍କର ପ୍ରେମ ସମ୍ବନ୍ଧକୁ ବଜାୟ ରଖିବାକୁ ଚାହୁଁଛନ୍ତି ତାହେଲେ ଅନ୍ୟ କାହାର କଥା ଶୁଣି ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ ବା କୌଣସି ଭୁଲ ମନ୍ତବ୍ୟ ଦିଅନ୍ତୁ ନାହିଁ | ଖୁଚୁରା ବିକ୍ରେତା ଓ ପାଇକାରୀ ବେପାରୀ ମାନଙ୍କ ପାଇଁ ଶୁଭ ଦିନ ଅଟେ | ଆଜି ଆପଣ ଗହଳି ବ୍ୟତୀତ ଏକ ରହିବାକୁ ବେଶୀ ପସନ୍ଦ କରିବେ | ଆଜି ଆପଣ ଆପଣଙ୍କ ଖାଲି ସମୟରେ ଘର ସଫାସଫି କରିବାକୁ ପସନ୍ଦ କରିବେ | କିଛି ସୁନ୍ଦର ସ୍ମୃତି କାରଣରୁ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦରେ ବିରାମ ଲାଗିବ | ସେଥିପାଇଁ ବାଦ-ବିବାଦ ଅବସ୍ଥାରେ ପୁରୁଣା ଦିନକୁ ମନେ ପକେଇବାକୁ ଭୁଲନ୍ତୁ ନାହିଁ |

ମିଥୁନ : ବିଷାଦ ବିରୋଧରେ ଆପଣଙ୍କ ହସ ବିପଦଅଠୁ କାଢ଼ିବା ପାଇଁ ସାହାଯ୍ୟ କାରିବ | ଧନର ଆବଶ୍ୟକତା କେବେବି ପଡ଼ିପାରେ ସେଥିପାଇଁ ଯେତେ ସମ୍ଭବ ଆଜିଠାରୁ ସଞ୍ଚୟ କରନ୍ତୁ | ହୋଇ ପାରେ କି ପରିବାର ଲୋକ ଆପଣଙ୍କ ଆଶାକୁ ପୂରଣ ନ କରି ପାରନ୍ତି | ଏହି କଥାର ଇଚ୍ଛା ନ ରଖନ୍ତୁ କି ସେମାନେ ଆପଣଙ୍କ ହିସାବରେ ଚାଲିବେ, ବରଂଚ ନିଜର କାର୍ଯ୍ୟ କରିବାର ରାସ୍ତା ବଦଳେଇକି ଦେଖନ୍ତୁ | ଆଜି ଆପଣଙ୍କ ହୃଦୟର ସ୍ପନ୍ଦନ ଆପଣଙ୍କ ପ୍ରିୟ ସହିତ ତାଳ ଦେଇ ଚାଲିବ | ଅଜ୍ଞାନ ହଁ ଏହା ପ୍ରେମ ହିଁ | ନିଜ ସାଥୀକୁ କମ ଭାବନ୍ତୁ ନାହିଁ | ଜୀବନର ବ୍ୟସ୍ତ ମଧ୍ୟରେ ବି ଆଜି ଆପଣଙ୍କ ପିଲା ମାନଙ୍କ ପାଇଁ କିଛି ସମୟ କାଢ଼ିପାରିବେ | ସେମାନଙ୍କ ସହିତ ସମୟ କାଟି ଜାଣିପାରିବେ ଜୀବନରେ କେତେ ମୂଲ୍ୟବାନ ସମୟ ଆପଣ ହରାଇ ଦେଇଛନ୍ତି | ଲମ୍ବା ସମୟ ପରେ ଆପଣ ନିଜର ଜୀବନସାଥୀ ସହିତ ନିକଟତର ଅନୁଭବ କରିବେ |

କର୍କଟ : ଆପଣଙ୍କ ପ୍ରିୟ ସାଙ୍ଗ ଆପଣଙ୍କ ପରିଚୟ କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ କରେଇବେ,ଯାହା କାରଣରୁ ଆପଣଙ୍କ ଭାବନା ଉପରେ ଗଭୀର ପ୍ରଭାବ ପଡ଼ିବ | ନିଜର ଧାନ କିପରି ଭାବରେ ସଂଚୟ କରିପାରିବେ ତାହା ଆଜି ଆପଣ ଭଲଭାବରେ ଶିଖିପାରିବେ ଏବଂ ଏହା ଦ୍ୱାରା ଆପଣ ଆପଣଙ୍କର ଧାନ ସଂଚୟ କରିପାରିବେ | କିଛି ଲୋକ ଆପଣଙ୍କ ବିରକ୍ତ ହେବାର କାରଣ ହୋଇ ପାରନ୍ତି,ତାଙ୍କୁ ଗୁରୁତ୍ୱ ଦିଅନ୍ତୁ ନାହିଁ | ପ୍ରେମର ସ୍ମୃତି ଆଜି ଆପଣଙ୍କ ଉପରେ ଛାଇ ପରି ଲାଗି ରହିବ | କାର୍ଯ୍ୟସ୍ଥଳରେ ଜ୍ଞାନ , ବିବେକ ଓ ବୁଦ୍ଧିର ସହିତ କାମ କରିବେ | କାମରୁ କିଛି ସମୟ କାଢି ଆଜି ଆପଣ ଆପଣଙ୍କ ଜୀବନସାଥୀ ସହିତ କଟାଇପାରିବେ | କଣ ଆପଣଙ୍କୁ ଲାଗୁଛିକି ବିବାହ କେବଳ ସାଲିସ କରିବାର ନା? ଯଦି ହଁ, ତାହେଲେ ଆପଣ ସତ ଅନୁଭବ କରିବେ ଓ ଜାଣିବେ କି ଏହା ଆପଣଙ୍କ ଜୀବନର ସବୁ ଠୁ ଭଲ ଘଟଣା ଯାହା ଘଟିଛି |

ସିଂହ : ଉତ୍ତମ ଜିନିଷକୁ ଗ୍ରହଣ କରିବା ପାଇଁ ଆପଣଙ୍କ ମସ୍ତିସ୍କ ଖୋଲା ରହିବ | ଯଦି ଆପଣ କୌଣସି ବ୍ୟାଙ୍କ ଋଣ ପାଇଁ ଆବେଦନ କରିଥିଲେ ଅଥବା ଅପେକ୍ଷା କରିଥିଲେ ଆଜିର ଦିନରେ ତାହା ଆପଣଙ୍କୁ ମିଳିପାରେ | ଆପଣଙ୍କ ପିଲାଙ୍କ ପୁରସ୍କାର ବିତରଣର ସମାରୋହର ନିମନ୍ତ୍ରଣ ପାଇ ଖୁସି ଅନୁଭବ କରିବେ | ସିଏ ଆପଣଙ୍କ ଆଶା ପୂରଣ କରିବ ଓ ଆପଣ ନିଜ ପିଲା ଦ୍ୱାରା ନିଜର ସ୍ବପ୍ନ ସାକାର ହୋଇ ଥିବା ଦେଖିବେ | ଆପଣଙ୍କ ପ୍ରିୟ ଆଜି ପ୍ରେମର ମନୋଦଶାରେ ଥିବେ | ବରିଷ୍ଠ ଅଧିକାରୀ ଆପଣଙ୍କୁ ପଦଉନ୍ନତି କିମ୍ବା ଲମ୍ବା ସମୟରୁ ଅଟକି ଥିବା କାର୍ଯ୍ୟ ପୂରଣ ହେବ ଖୁସିରେ ଉପହାର ଦେଇ ପାରନ୍ତି | ଯଦି ଆପଣ ଲମ୍ବା ସମୟରୁ ନିଜ ଜୀବନରେ କୌଣସି କୌତୁହଳଜନକ ଜିନିଷ ହେବା ପାଇଁ ଅପେକ୍ୟା କରିଛନ୍ତି,ତାହେଲେ ନିଶ୍ଚୟ ହିଁ ଆପଣଙ୍କୁ ତାହାର ଲଖ୍ୟଣ ଦେଖା ଯିବାକୁ ଲାଗିବ | ଆପଣାକୁ ଅନୂଭଵ ହେବକି ଆପଣଙ୍କ ଜୀବନ-ସାଥୀ ଆଗରୁ ଏତେ ଭଲ କେବେ ବି ନଥିଲେ |

କନ୍ୟା : ଆଜି ପୁରା ଦିନ ଉର୍ଜାରେ ଭରି ରହିବେ ତଥାପି ଆପଣ ଜଣଙ୍କର ଅଭାବ ଅନୁଭବ କରିବେ ଯିଏ କି ଆଜି ପାଖରେ ନାହାନ୍ତି | ଆଜି ସଫଳତାର ମୂଳ ମନ୍ତ୍ର ହେଉଛି କି ଆପଣ ସେମିତିଆ ଲୋକଙ୍କ ପରାମଶ ଉପରେ ଧନ ନିବେଶ କରନ୍ତୁ, ଯେଉଁ ମାନେ ନବପ୍ରବର୍ତ୍ତନ ବିଚାର ରଖନ୍ତି ଓ ଅନୁଭବୀ ଅଟନ୍ତି | ଆପଣଙ୍କର ଅନ୍ୟଙ୍କୁ ପ୍ରଭାବିତ କରିବାର କ୍ଷମତା ଆପଣଙ୍କ ପାଇଁ ସକାରାତ୍ମକ ସୁହଜ ଆଣିବ | ହଠାତ ହୋଇ ଥିବା ପ୍ରେମର ଦେଖା ସାକ୍ଷାତ ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରି ପାରେ | ଆଜି ଆପଣଙ୍କୁ କାର୍ଯ୍ୟାଳୟରେ କିଛି ଖୁସି ଖବର ଶୁଣିବାକୁ ମିଳି ପାରେ | ଏମିତିଆ ପରିବର୍ତନ ଅଣାନ୍ତୁ ଯାହାକି ଆପଣଙ୍କ ରୂପ-ରଙ୍ଗରେ ବୃଦ୍ଧି ଆଣି ପାରିବ ଓ ସମ୍ଭାବ୍ୟ ସାଥୀଙ୍କୁ ଆପଙ୍କ ଆଡକୁ ଆକର୍ଷିତ କରିବ | ବହୁତ ସମୟ ପରେ ଆପଣ ଓ ଆପଣଙ୍କ ଜୀବନ-ସାଥୀ ଗୋଟେ ଦିନ ଶାନ୍ତିରେ ବିତାଇବେ, ଯୋଉଥିରେ ଯୁକ୍ତି-ତର୍କ ନାହିଁ , କେବଳ ଭଲ ପାଇବା |

ତୁଳା : ବ୍ୟସ୍ତ କାର୍ଯ୍ୟକ୍ରମ ରହିବା ସତ୍ୱେ ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ତ ରହିବ | ଯେଉଁମାନେ କୌଣସି ଅଚିଂହା ବ୍ୟକ୍ତିଙ୍କ ଉପଦେଶରେ ଅର୍ଥ ନିବେଶ କରିଥିଲେ ସେମାନେ ଆଜି ଲାଭାନ୍ବିତ ହେବେ | ଆଜି ଦିନ ସାରା କିଛି ବିଶେଷ ନ କରିକି ଆପଣ ସହଜ ଭାବରେ ଲୋକଙ୍କ ଧ୍ୟାନ ନିଜ ଉପାରେ ଆକର୍ଷିତ କରିବାରେ ସଫଳ ରହିବେ | ପ୍ରେମ କରିବା ପାଇଁ ଆଜି ଗୋଟେ ଭଲ ଦିନ ଅଟେ | ଆଜି ଦିନରେ କାର୍ଯ୍ୟକ୍ଷେତ୍ରରେ ଆହୁରି ବୃଦ୍ଧି ଦେଖି ପାରିବେ, ଯଦି ଆପଣ ସେଇ ଲୋକଙ୍କ ସହିତ କଥା ହେବାକୁ ଚେଷ୍ଟା କରିବେ, ଯେଉଁ ମାନେ ଆପଣଙ୍କୁ ପସନ୍ଦ କରନ୍ତିନି | ଆଜି କାଲି କାହାରିକୁ ନିଜ ପାଇଁ ସମୟ ମିଳିବା ବଡ କଷ୍ଟକର ବ୍ୟାପାର | ଏ ବିଷୟରେ କିନ୍ତୁ ଆଜି ଆପଣ ଭାଗ୍ୟଶାଲୀ ଯେହେତୁ ଆଜି ଆପଣଙ୍କ ପାଇଁ ଆପଣ ବହୁତ ସମୟ ପାଇଁ ପାରିବେ | ଜୀବନ-ସାଥୀ ସହିତ ଆଜି ଦିନ ଅନ୍ୟ ଦିନ ଅପେକ୍ଷା ଭଲ ରହିବ |

ବିଛା : ଆପଣ କୌଣସି ପୁରୁଣା ରୋଗଠୁ ମୁକ୍ତି ପାଇବେ | କାହାର ବିନା ପରାମର୍ଶରେ ଆଜି କିଛି ନିବେଶ କରନ୍ତୁ ନାହିଁ | ଆପଙ୍କ ଧ୍ୟାନ ପାଇଁ ପିପାସା ଆପଣଙ୍କୁ ନୂଆ ବନ୍ଧୁ ବନେଇବାରେ ସାହାଯ୍ୟ କରିବ | ଆଜି ଆପଣଙ୍କ ସହଭାଗୀ ଆପଣଙ୍କୁ ବହୁତ ଖୁସି ଦେବେ ଯାହା ଯୋଗୁଁ ଆପଣଙ୍କ ଉର୍ଜା ଉଚ୍ଚସ୍ତରୀୟ ରହିବ | ଆଜି ଆପଣ କାର୍ଯ୍ୟକ୍ଷେତ୍ରରେ ଜଣେ ଉତ୍ତମ ବ୍ୟକ୍ତିଙ୍କୁ ଦେଖା କରିବେ | ଯଦି କୋଉଠିକି ଯାତ୍ରା କରୁଛନ୍ତି ତାହେଲେ ମନେକରି ସବୁ ଆବଶ୍ୟକ କାଗଜ ଗୁଡିକ ନେବାକୁ ଭୁଲନ୍ତୁ ନାହିଁ | ଆପଣଙ୍କ ଜୀବନ-ସାଥୀ ସହିତ ଆପଣ ପ୍ରେମ ଓ ରସମୟ ଭରା ପୁରୁଣା ଦିନ ପୁଣି ଥରେ ଆଣିବାକୁ ଚାହିଁବେ |

ଧନୁ : ବିପଦର ସମ୍ମୁଖୀନ ହେବାକୁ ପଡି ପାରେ | ବିଶ୍ଵାସ ହରାନ୍ତୁ ନାହିଁ ଓ ଇଛିତ ଫଳ ପାଇବା ପାଇଁ କଷ୍ଟ କରନ୍ତୁ | ଏହି ଅସଫଳତାକୁ ଉନ୍ନତିର ସୂତ୍ର ବନାନ୍ତୁ | ଅସୁବିଧା ସମୟରେ ବଂଧୁ କାମରେ ଆସିବେ | ଆପଣ କେବେ ଧନର ମହତ୍ୱ ବୁଝି ନାହାନ୍ତି, କିନ୍ତୁ ଆଜି ଆପଣ ତାହା ବୁଝିପାରିବେ ଯେତେବେଳେ ଆପଣଙ୍କୁ ବହୁତ ଧନର ଆବଶ୍ୟକତା ହେବ କିନ୍ତୁ ଆପଣଙ୍କ ପାଖରେ ଧନ ନ ଥିବ | କିଛି ଦିନରୁ ଆପଣଙ୍କର ବ୍ୟକ୍ତିଗତ ଜୀବନ ହିଁ ଆପଣଙ୍କ ଧ୍ୟାନର କେନ୍ଦ୍ର ରହିଛି | କିନ୍ତୁ ଆଜି ଆପଣ ସାମାଜିକ କାର୍ଯ୍ୟ ଉପରେ ବେଶୀ ଧ୍ୟାନ ଦେବେ ଓ ଅଭାବୀ ଲୋକଙ୍କର ସାହାଯ୍ୟ କରନ୍ତୁ | ଆଜି ଦିନ ସାରା ପ୍ରେମରେ ଭରା ରହିବାର ପୁରା ସମ୍ଭାବନା ଅଛି | ଯେଉଁ ମାନେ କଳା ଓ ରଙ୍ଗମଞ୍ଚଠୁ ଜଡିତ ଅଛନ୍ତି,ସେଇ ମାନଙ୍କୁ ନିଜର କୌଶଳ ଦେଖେଇବାର ସୁଯୋଗ ମିଳିବ | ଯଦି ଆପଣ ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ନିଜପାଇଁ କାଢ଼ିପାରୁଛନ୍ତି ତେବେ ସେ ସମୟର ସଦୁପଯୋଗ କରିବା ବି ଶିଖିବା ଉଚିତ | ସେବେ ଆପଣ ଭବିଷ୍ୟତରେ ଆଗକୁ ବଢ଼ି ପାରିବେ | ଆପଣ ଆପଣଙ୍କର ଜିଅଁ-ସାଥୀଙ୍କର ସାହାଯ୍ୟ ନେଇ ଜୀବନର ପ୍ରତେକ ଟି ବିପଦର ଅତି ସହଜରେ ସମ୍ମୁଖୀନ ହୋଇ ପାରିବେ |

ମକର : ଆପଣଙ୍କୁ କାମ-କାର୍ଯ୍ୟ ଦୃଷ୍ଟିରୁ ଧକା ଲାଗି ପାରେ, କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ ସାଥ ଦେବା ନାହିଁ ଓ ଏହା କାରଣରୁ ଆପଣଙ୍କୁ କୌଣସି ଦରକାରୀ କାମ ଅଧାରୁ ଛାଡ଼ିବାକୁ ପଡି ପାରେ | ଏମିତିଆ ଅବସ୍ଥାରେ ଧାର୍ଯ୍ୟ ଓ ବୁଦ୍ଧିରେ କାମ କରନ୍ତୁ | ଆପଣଙ୍କ ଧାନ ଆପଣଙ୍କ କାମରେ ସେବେ ଆସିପାରିବ ଯେବେ ଆପଣ କୌଣସି ବଦଖର୍ଚ୍ଚ କରିବା କମ କରିବେ | ଆଜି ଆପଣ ଏହା ବେଶୀ ଭଲ ଭାବରେ ବୁଝି ପାରିବେ | ଆପଣଙ୍କ ପରିହାସ କରିବାର ପ୍ରକୃତି ଯୋଗୁଁ ପରିବେଶରେ ଥିବା ଲୋକ ମାନେ ଖୁସିରେ ଭରି ଉଠିବେ | ଆପଣଙ୍କର ପ୍ରେମିକ/ପ୍ରେମିକା ଆଜି ଆପଣଙ୍କ ଉପରେ ତାଙ୍କର ପାରିବାରିକ ସମସ୍ୟାର କ୍ରୋଧ ସୁଝାଇ ପାରନ୍ତି | ତେଣୁ ତାଙ୍କ ସହିତ ବସି ତାଙ୍କୁ ସ୍ଥିର ଓ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ | କ୍ୟାରିୟରର ଦୃଷ୍ଟିରୁ ଆରମ୍ଭ କରି ଥିବା ଯାତ୍ରା ସଫଳ ରହିବ | କିନ୍ତୁ ଏମିତି କରିବା ପୂର୍ବରୁ ନିଜ ମାତା-ପିତାଙ୍କ ସହମତି ନହଟଇ ନିଅନ୍ତୁ | ଏହି ରାଶିର ଛାତ୍ରମାନେ ପଢ଼ାରେ ଆଜି ମନଯୋଗ ଦେବେନି | ସାଙ୍ଗ ମାନଙ୍କ ଗହଣରେ ସମୟ ନଷ୍ଟ କରିପାରନ୍ତି | କିଛି ସୁନ୍ଦର ସ୍ମୃତି କାରଣରୁ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦରେ ବିରାମ ଲାଗିବ | ସେଥିପାଇଁ ବାଦ-ବିବାଦ ଅବସ୍ଥାରେ ପୁରୁଣା ଦିନକୁ ମନେ ପକେଇବାକୁ ଭୁଲନ୍ତୁ ନାହିଁ |

କୁମ୍ଭ : ଉତ୍ତମ ଜିନିଷକୁ ଗ୍ରହଣ କରିବା ପାଇଁ ଆପଣଙ୍କ ମସ୍ତିସ୍କ ଖୋଲା ରହିବ | କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ | କାର୍ଯ୍ୟାଳୟରେ ସମସ୍ତଙ୍କ ସହିତ ଭଲରେ ବ୍ୟବହାର କରନ୍ତୁ, ନଚେତ ଆପଣଙ୍କ ଚାକିରୀ ଯାଇପାରେ ଓ ଆପଣ ଘୋର ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି | ଘରେ ଉଲ୍ଲାସର ପରିବର୍ତନ ଥିବା ଯାହା ଆପଣଙ୍କ ଚାପକୁ କମ କରି ଦେବ | ଆପଣ ଏହାର ପୁର୍ଣ ରୂପେ ସହଭାଗି ହୁଅନ୍ତୁ ଓ କେବଳ ମୁକ ଦର୍ଶକ ହୋଇ କିଛି ଲାଭ ମିଳିବ ନାହିଁ | ଆଜି ଆପଣଙ୍କ ପ୍ରିୟ ଟିକେ ବିରକ୍ତ ହୋଇ ପାରନ୍ତି,ତାହା କାରଣରୁ ଆପଣଙ୍କ ମାନସିକ ଚାପି ଆହୁରି ବଢ଼ି ପାରେ | ଯଦି ଆପଣ ଲମ୍ବା ସମୟରୁ କାହା ସହିତ କଥା ହେବାକୁ ଚେଷ୍ଟା କରୁଥିଲେ, ତାହେଲେ ଆଜି ତାଙ୍କ ସହିତ କଥା ହୋଇ ପାରନ୍ତି | କାମରୁ କିଛି ସମୟ କାଢି ଆଜି ଆପଣ ଆପଣଙ୍କ ଜୀବନସାଥୀ ସହିତ କଟାଇପାରିବେ | ଭୁଲ ବୁଝାମଣା ହେବାର ଲମ୍ବା ସମୟ ପରେ ଆଜି ସନ୍ଧ୍ୟା ବେଳେ ଆପଣଙ୍କୁ ଆପଣଙ୍କ ଜୀବନସାଥୀର ପ୍ରେମର ଉପହାର ମିଳିବ |

ମୀନ : ଆପଣଙ୍କ ଆକର୍ଷିତ ବ୍ୟବହାର ଅନ୍ୟ ମାନଙ୍କ ଧ୍ୟାନ ଆପଣଙ୍କ ଆଡକୁ ଟାଣିବ | ଯଦପି ଆପଣଙ୍କ ଆର୍ଥିକ ସ୍ତିଥିରେ ସୁଧାର ଆସିବ, ତଥାପି ପଇସା ଅବିରତ ପାଣି ପରି ବୋହି ଯିବ ଓ ଆପଣଙ୍କ ଯୋଜନାରେ ବାଧା ସ୍ତୃଷ୍ଟି କରି ପାରିବେ | ନବଜାତ ଶିଶୁର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଚିନ୍ତାରେ ପଡ଼ି ପାରନ୍ତି | ଏହି ଦିଗକୁ ସଂଗେ-ସଂଗେ ଧ୍ୟାନ ଦେବା ଆବଶ୍ୟକ |ଡାକ୍ତରଙ୍କ ଠୁ ଭଲ-ଭାବରେ ପରାମର୍ଶ ନିଅନ୍ତୁ, କାରଣ ଟିକେ ଖାମଖିଆଲ ଭାବ ରୋଗକୁ ଆହୁରି ଖରାପ କରି ପାରେ | ଆଜି ଆପଣ ଟିକେ ଅଲଗା ପ୍ରକାରର ଭଲ ପାଇବାକୁ ଅନୁଭବ କରି ପାରିବେ | କାର୍ଯ୍ୟଭାର ଅଧିକ ସତ୍ତ୍ୱେ ଆଜି ଆପଣ ଆପଣଙ୍କର ସମସ୍ତ କାର୍ଯ୍ୟ ଠିକ ସମୟରେ ସାରିପାରିବେ | ଆଜି ଆପଣ ଆପଣଙ୍କର ସମସ୍ତ ସମ୍ପର୍କୀୟଙ୍କ ଠାରୁ ଦୂରରେ କୌଣସି ନିଛାଟିଆ କିନ୍ତୁ ଶାନ୍ତ ସ୍ଥାନରେ ସମୟ ଅତିବାହିତ କରିବାକୁ ଇଛା କରିପାରନ୍ତି | ଆପଣ ଆଜି ଅନୁଭବ କରିବେ କି ଜୀବନ ସାଥୀର ପ୍ରେମ ସବୁ ଦୁଃଖ-ପୀଡ଼ା ଦୂର କରି ଦିଏ |