ମରୁଭୂମିରେ ଭୟଙ୍କର ବନ୍ୟା ପରିସ୍ଥିତି

ସାଉଦିଆରବ ଏମିରେଟ୍ସ (ୟୁଏଇ)ର ପୂର୍ବ ଅଞ୍ଚଳରେ ପ୍ରବଳ ବର୍ଷ…

ସାଉଦିଆରବ : ସାଉଦିଆରବ ଏମିରେଟ୍ସ (ୟୁଏଇ)ର ପୂର୍ବ ଅଞ୍ଚଳରେ ପ୍ରବଳ ବର୍ଷ କାରଣରୁ ଅନେକ ସ୍ଥାନରେ ବନ୍ୟା ବିତ୍ପାତ ଦେଖାଦେଇଛି । ବନ୍ୟାରେ ବିଶେଷ ଭାବେ ସାରଜାହାରାସ ଅଲ କ୍ଷମାହ ଏବଂ ଖଜୁରାହୋ ଭଳି ଅଞ୍ଚଳରେ ଭୟଙ୍କର ରୂପେ ବନ୍ୟା ତା’ର କାୟା ବିସ୍ତାର କରିଛି । ଏହି ବନ୍ୟାରେ ଜନଜୀବନ ବହୁତ ଅସ୍ତବ୍ୟସ୍ତ ହୋଇଯାଇଛନ୍ତି । ବନ୍ୟା ଯୋଗୁଁ ଅନେକ ଘର ବନ୍ୟା ପାଣିରେ ବୁଡ଼ି ରହିଛି । ସେହିପରି ଗାଡ଼ିଗୁଡିକ ମଧ୍ୟ ପାଣିରେ ଦିଆସିଲି ପରି ଭାସୁଥିବା ଦେଖାଯାଇଛି । କହିବାକୁ ଗଲେ ବନ୍ୟାରେ ପ୍ରବଳ ଓ ସାର୍ବଜନୀନ ସଂପତ୍ତି ନଷ୍ଟ ହୋଇଛି