ଖୁବଶୀଘ୍ର ଧଉଳି ସ୍ତୂପ ନୂଆ ରୂପ ପାଇବ

ଧଉଳି ସ୍ତୂପ ନୂଆ ରୂପ ପାଇବାକୁ…

ଭୁବନେଶ୍ୱର: ଧଉଳି ସ୍ତୂପ ନୂଆ ରୂପ ପାଇବାକୁ ଯାଉଛି । ଧଉଳି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଉଛି । ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ । ବିଧାନସଭାର ପ୍ରଶ୍ନକାଳରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ସୂଚନା ଦେଇଛନ୍ତି । ଆଜି ପ୍ରଶ୍ନକାଳରେ ଧଉଳି, ବିନ୍ଦୁ ସାଗର ଓ କେଦାର ଗୌରୀର ବିକାଶ ନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।