ସିଦ୍ଧୁ ମୁସେୱାଲାଙ୍କ ପରିବାରକୁ ଭେଟିଛନ୍ତି ଅମିତ ଶାହା

Amit Shah has visited Sidhu Moosewala’s family

ଚଣ୍ଡୀଗଡ: ଦିବଙ୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପରିବାରକୁ ଚଣ୍ଡୀଗଡରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଏହି ସମୟରେ ସିଦ୍ଧୁଙ୍କ ପିତା ଭାବବିହ୍ୱଳ ହୋଇଥିବା ଦେଖିବାକୁ ମିଳଛି ।

ସୂଚନାଯୋଗ୍ୟ, ଅଜ୍ଞାତ ଆକ୍ରମଣକାରୀ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଲଗାତାର ଭାବେ ସିଦ୍ଧୁଙ୍କୁ ହତ୍ୟା ଧମକ ମିଳୁଥିବାବେଳେ ତାଙ୍କ ସୁରକ୍ଷା କମାଇବାରୁ ହତ୍ୟା ଘଟିଥିଲା ।