ସିସକୋ ଚେୟାରମ୍ୟାନ ଏବଂ ସିଇଓଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ By Shaksi News Last updated May 12, 2023 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିସକୋ ଚେୟାରମ୍ୟାନ ଏବଂ ସିଇଓ ଶ୍ରୀ ଚୁକ୍ ରବିନ୍ସଙ୍କୁ ଭେଟିଛନ୍ତି । ଆହୁରି ପଢ଼ନ୍ତୁ... ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା… Mar 21, 2026 ୬ଟି ପ୍ରକଳ୍ପକୁ ରାଜ୍ୟ ବନ୍ୟପ୍ରାଣୀ… Mar 21, 2026 ମାର୍ଚ୍ଚ ୨୫ରୁ ଶ୍ରୀମନ୍ଦିର… Mar 21, 2026 ଦୁଇମାସରେ ୧୩୪୬ କୋଟିର ଗଞ୍ଜେଇ ଜବତ Mar 21, 2026 ଶ୍ରୀ ରବିନ୍ସଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି: ‘ଚୁକ୍ ରବିନ୍ସଙ୍କୁ ଭେଟି ଖୁସି ଲାଗିଲା । ସିସକୋ ଭାରତରେ ଉପଲବ୍ଧ ବ୍ୟାପକ ସୁଯୋଗର ବ୍ୟବହାର କରୁଥିବା ଦେଖି ଭଲ ଲାଗିଲା ।’ Continue Reading #shaksinewsPIB BhubaneswarPM Modi 0 Share