ସିସକୋ ଚେୟାରମ୍ୟାନ ଏବଂ ସିଇଓଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ By Shaksi News Last updated May 12, 2023 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିସକୋ ଚେୟାରମ୍ୟାନ ଏବଂ ସିଇଓ ଶ୍ରୀ ଚୁକ୍ ରବିନ୍ସଙ୍କୁ ଭେଟିଛନ୍ତି । ଆହୁରି ପଢ଼ନ୍ତୁ... କସ୍ତୁରବା ଗାନ୍ଧୀ ବାଳିକା… Aug 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫… Aug 4, 2026 ସ୍ୱାଧୀନତା ଦିବସ ପାଳନ ପାଇଁ… Aug 4, 2026 ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା… Aug 4, 2026 ଶ୍ରୀ ରବିନ୍ସଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି: ‘ଚୁକ୍ ରବିନ୍ସଙ୍କୁ ଭେଟି ଖୁସି ଲାଗିଲା । ସିସକୋ ଭାରତରେ ଉପଲବ୍ଧ ବ୍ୟାପକ ସୁଯୋଗର ବ୍ୟବହାର କରୁଥିବା ଦେଖି ଭଲ ଲାଗିଲା ।’ Continue Reading #shaksinewsPIB BhubaneswarPM Modi 0 Share