ବାବୁ ଜଗଜ୍ଜୀବନ ରାମଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ସମାଜର ବଞ୍ଚିତ ବର୍ଗଙ୍କୁ ବିକାଶର ମୁଖ୍ୟସ୍ରୋତକୁ ଆଣିବା…

ପିଆଇବି , ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବାବୁ ଜଗଜ୍ଜୀବନ ରାମଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସ୍ୱାଧୀନତା ସଂଗ୍ରାମର ସକ୍ରିୟ ସେନାନୀ ପୂର୍ବତନ ଉପପ୍ରଧାନମନ୍ତ୍ରୀ ବାବୁ ଜଗଜ୍ଜୀବନ ରାମଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସାଦର ଶ୍ରଦ୍ଧାଞ୍ଜଳି । ସମାଜର ବଞ୍ଚିତ ବର୍ଗଙ୍କୁ ବିକାଶର ମୁଖ୍ୟସ୍ରୋତକୁ ଆଣିବା ପାଇଁ ତାଙ୍କ ଉଦ୍ୟମ ସଦା ପ୍ରେରଣା ଯୋଗାଇ ଚାଲିଥିବ ।”