ଅଗଷ୍ଟ ମାସରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ
ଏହି ପରାଗ, ଗ୍ରହଣ ଭାରତରେ ପ୍ରଭାବଶାଳୀ କି? ଜାଣନ୍ତୁ..
ଜ୍ୟୋତିଷଙ୍କ ଅନୁସାରେ, ଗୋଟିଏ ମାସରେ ପରାଗ, ଗ୍ରହଣ…
ଜ୍ୟୋତିଷଙ୍କ ଅନୁସାରେ, ଗୋଟିଏ ମାସରେ ପରାଗ, ଗ୍ରହଣ ଗୁରୁତ୍ୱପୂର୍ଣ୍ଣ ଘଟଣା, ଯାହାର ପ୍ରଭାବ ଦେଶ ଏବଂ ବିଶ୍ୱରେ ଅନୁଭୂତ ହୁଏ।ଅଗଷ୍ଟ ମାସରେ ଦୁଇଟି ଭିନ୍ନ ତାରିଖରେ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ହେବା ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ବୋଲି କୁହାଯାଉଛି।ଏହି ଗ୍ରହଣର ପ୍ରଭାବ ଦେଶ ଏବଂ ଅଞ୍ଚଳ ଅନୁଯାୟୀ ଭିନ୍ନ ହୋଇପାରେ। ଅଗଷ୍ଟରେ ହେଉଥିବା
ଏହି ସୂର୍ଯ୍ୟପରାଗ ଅଗଷ୍ଟ ୧୨, ୨୦୨୬ରେ ହେବ। ଏହି ପରାଗ ଅଗଷ୍ଟ ୧୨ ରାତି ୯:୦୪ରେ ଆରମ୍ଭ ହେବ ଏବଂ ପରଦିନ ଅଗଷ୍ଟ ୧୩ରେ ସକାଳ ୪:୨୫ରେ ଶେଷ ହେବବୋଲି ଜ୍ୟୋତିଷମାନଙ୍କ ଅନୁସାରେ ସ୍ପଷ୍ଟ ହେଇଚି।
ଏହି ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟ ୨୦୨୬ରେ ହେବ| ଏହି ଚନ୍ଦ୍ରଗ୍ରହଣ ମଧ୍ୟ ଭାରତରେ ଦୃଶ୍ୟମାନ ହେବ ନାହିଁ। ଯେହେତୁ ଭାରତରେ ଗ୍ରହଣ ଦୃଶ୍ୟମାନ ହେବ ନାହିଁ, ତେଣୁ ଏହାର ଜ୍ୟୋତିଷ ପ୍ରଭାବକୁ ବିବେଚନା କରାଯିବ ନାହିଁ।