ୟୁରୋପିଆନ ବଜାରରେ ଗହମର ମୂଲ୍ୟ ରେକର୍ଡ ସ୍ତରରେ

ୟୁରୋପିଆନ ବଜାରରେ ଗହମର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି…

ନୂଆଦିଲ୍ଲୀ: ୟୁରୋପିଆନ ବଜାରରେ ଗହମର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି । ଭାରତରେ ପ୍ରଚଣ୍ଡ ଖରା ଯୋଗୁଁ ଗହମ ଉତ୍ପାଦନ ବାଧାପ୍ରାପ୍ତ ହେବାରୁ ଗହମ ରପ୍ତାନୀ ଉପରେ ଭାରତ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଥିଲା । ଫଳରେ ଇଉରୋପିଆନ ଦେଶ ମାନଙ୍କରେ ଏହି ପରିସ୍ଥିତି ଦେଖାଦେଇଛି । ସେଠାରେ ୧୦୦୦ କେଜି ଗହମର ମୂଲ୍ୟ ୪୩୫ ୟୁରୋରେ ପହଞ୍ଚିଥିବା ଜଣାପଡିଛି ।