ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ବୁଲି ଦେଖିବାକୁ ଦେଶବାସୀଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ By Shaksi News On Apr 20, 2023 0 ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଦେଶବାସୀଙ୍କୁ ଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ବୁଲି ଦେଖିବାକୁ ଅନୁରୋଧ କରିଛନ୍ତି । ଆହୁରି ପଢ଼ନ୍ତୁ... ଇରାନକୁ ଦେବୁନି ପରମାଣୁ ଅସ୍ତ୍ର… Aug 10, 2026 ହାତୀପଲ ଭିତରୁ ମା ହାତୀର ନୂଆ… Aug 10, 2026 ଘର ଦେବେ ସଲମାନ ଘର ଦେବେ ଚାରିଆଡ଼ୁ… Aug 8, 2026 ପ୍ରବଳ ବର୍ଷା ହେବ ୧୪ ପର୍ଯ୍ୟନ୍ତ Aug 8, 2026 ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଶ୍ରୀ ଚନ୍ଦ୍ରଶେଖରଙ୍କ ପୁତ୍ର ନୀରଜ ଶେଖରଙ୍କ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଭ୍ରମଣ ସମ୍ପର୍କିତ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ମୋର ସୌଭାଗ୍ୟ ଯେ, ଚନ୍ଦ୍ରଶେଖର ଜୀଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କ ସହ ମୋତେ ସମୟ ବିତାଇବାର ସୁଯୋଗ ମିଳିଥିଲା ଓ ଅନେକ କିଛି ଶିଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ଦେଶବାସୀ ଚନ୍ଦ୍ରଶେଖର ଜୀଙ୍କ ସମେତ ଆମର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଦେଖିପାରିବେ । ମୁଁ ସମସ୍ତଙ୍କୁ ସେଠାକୁ ଯିବାକୁ ଅନୁରୋଧ କରୁଛି ।” Continue Reading #Shaksi NewsPIB Bhubaneswarpib news 0 Share