ନୂଆଦିଲ୍ଲୀ: ଫ୍ରାନ୍ସରୁ ଉଡାଣ ଭରି ଗତ ବିଳମ୍ବିତ ରାତିରେ ଭାରତରେ ପହଞ୍ଚିଲା ବାୟୁସେନାର ଆଉ ୩ଟି ଲଢ଼ୁଆ ବିମାନ ରାଫେଲ। ଏହି ୩ଟି ଲଢ଼ୁଆ ବିମାନ ପ୍ରାୟ ୭ହଜାର କିଲୋମିଟର ଯାତ୍ରା କରି ଗତକାଲି ରାତି ପ୍ରାୟ ୯ଟାରେ ଗୁଜରାଟ ଜାମନଗରରେ ପହଞ୍ଚିଛି। ଯାତ୍ରା ସମୟରେ ଏହି ବିମାନଗୁଡ଼ିକରେ ଆକାଶମାର୍ଗରେ ଇନ୍ଧନ ଭର୍ତ୍ତି କରାଯାଇଥିଲା । ଏନେଇ ଭାରତୀୟ ବାୟୁସେନା ଟୁଇଟ କରି ସୂଚନା ଦେଇଛି।
Prev Post