ଆଜି ବାୟୁସେନାର ୮୯ତମ ସଂସ୍ଥାପନା ଦିବସ

ନୂଆଦିଲ୍ଲୀ: ଆଜି ବାୟୁସେନାର ୮୯ତମ ସଂସ୍ଥାପନା ଦିବସ ଅବସରରେ ଭାରତୀୟ ବାୟୁସେନାର ତିନି ୟୁନିଟ୍‌ ‘ଚିଫ୍‌ ଅଫ୍‌ ଏୟାର୍‌ ଷ୍ଟାଫ୍‌ ୟୁନିଟ୍‌’ର ସମ୍ମାନଜନକ ପଶସ୍ତିପତ୍ର ପାଇବେ ବୋଲି ‘ଆଇଏଫ୍‌ଏ’ ଘୋଷଣା କରିଛି। ଆଜି ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭାରତୀୟ ବାୟୁସେନାର ‘ଆକାଶୀ ଯୋଦ୍ଧା’ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।