୩ ମାଓବାଦୀଙ୍କୁ ଏନକାଉଣ୍ଟର

ଛତିଶଗଡ଼ର କାଙ୍କେରରେ ଯବାନ୍ – ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏଠାରେ ଚାଲିଥିବା ଏନକାଉଣ୍ଟରରେ ୩ ମାଓବାଦୀ ପ୍ରାଣ ହରାଇଥିବାର ଖବର ମିିଳିଛି। ଏଣେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ସୂଚନା ରହିଛି।