ସୁନା ଦୋକାନ ଉପରେ ୨୨ ଲକ୍ଷ ୪୨ ହଜାର ଟଙ୍କାର ଜରିମାନା

ଜୟପୁର: ଦୋକାନରେ ଅଧିକ ସୁନା ରଖି କମ୍‌ ଦର୍ଶାଇବା ଅଭିଯୋଗରେ ଏକ ଜୁଏଲାରୀ ଦୋକନୀଙ୍କୁ ଫାଇନ୍‌ ହୋଇଛି । ଜୟପୁର ଅଞ୍ଚଳରେ ଥିବା ମୟୁର ଜୁଏଲାରୀକୁ ଏହି ଫାଇନ୍‌ କରାଯାଇଛି । କମ୍‌ ସୁନା ଦର୍ଶାଇ ଏହାର ମାଲିକ ଟ୍ୟାକ୍ସ ଫାଙ୍କିଥିବା ଜିଏସ୍‌ଟି ବିଭାଗ କହିଥିବା ବେଳେ ଉକ୍ତ ଜୁଏଲାରୀକୁ ୨୨ ଲକ୍ଷ ୪୨ ହଜାର ଟଙ୍କାର ଜୋରାମାନା କରାଯାଇଛି ।