ବାଲି ବୋଝେଇ ଟ୍ରକକୁ ପଛପଟୁ ପିଟିଲା ଆଉ ଏକ ଟ୍ରକ; ୨ ମୃତ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ ଆଦିତ୍ୟ ମୋଟର୍ସ ସମ୍ମୁଖ ରାସ୍ତାରେ ଠିଆ ହୋଇଥିବା ଏକ ବାଲି ବୋଝେଇ ଟ୍ରକକୁ ପଛପଟୁ ଦୃତ ଗତିରେ ଆସୁଥିବା ଆଉ ଏକ ଟ୍ରକ ଧକ୍କା ଦେବାରୁ ଜଣେ ଟ୍ରକ ଚାଳକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।