ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି

୪ପ୍ରତିଶତ ମହଙ୍ଗା ଭତ୍ତା ଭତ୍ତା…

ଭୁବନେଶ୍ୱର: ନବୀନଙ୍କ ନୂଆବର୍ଷ ଭେଟି । ୪ପ୍ରତିଶତ ମହଙ୍ଗା ଭତ୍ତା ଭତ୍ତା ଓ TI ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀ ଉପକୃତ ହେବେ ।  ଜୁଲାଇ ପହିଲା ୨୦୨୨ ରୁ ଏହା ପିଛିଲା ଭାବେ ଲାଗୁ ହେବ । ପୂର୍ବରୁ ରାଜ୍ୟ ସରକାର ଦଶହରା ଉତ୍ସବରେ ମଧ୍ୟ ସରକାରୀ କର୍ମଚାରୀଙ୍କୁ ଖୁସି କରିଥିଲେ। ଦଶହରା ଉପହାର ଭାବେ ସେତେବେଳେ ୩ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି କରିଥିଲେ। ଯାହା ୩୧ ପ୍ରତିଶତରୁ ଏହା ୩୪ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା ।