ସ୍କୁଲ ମାନଙ୍କରେ କ୍ଲାସ ର ସମୟ ସୀମା ପୂର୍ଣ୍ଣ ନିର୍ଦ୍ଧାରଣ

ଗଣ ଶିକ୍ଷା ବିଭାଗର ନୂତନ ନିର୍ଦ୍ଦେଶ ନାମା ଅନୁସାରେ ସ୍କୁଲ ର ସମୟ ସକାଳ ୧୦ ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରହିବ…

କେନ୍ଦୁଝର : ଗଣ ଶିକ୍ଷା ବିଭାଗର ନୂତନ ନିର୍ଦ୍ଦେଶ ନାମା ଅନୁସାରେ ସ୍କୁଲ ର ସମୟ ସକାଳ ୧୦ ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରହିବ। ତେବେ ଶିକ୍ଷକ , ଶିକ୍ଷୟିତ୍ରୀ ୯.୩୦ ମିନିଟ ରେ ସ୍କୁଲରେ ପହଞ୍ଚି ଅପରାହ୍ନ ୪.୩୦ ମିନିଟ ପର୍ଯ୍ୟନ୍ତ ସ୍କୁଲ କ୍ୟାମ୍ପସ ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ତେବେ ସ୍କୁଲ ମାନଙ୍କରେ କ୍ଲାସ ର ସମୟ ସୀମା ପୂର୍ଣ୍ଣ ନିର୍ଦ୍ଧାରଣ କରାଯାଇଛି। ଗଣ ଶିକ୍ଷା ବିଭାଗର ନୂତନ ନିର୍ଦ୍ଦେଶ ନାମା ଅନୁସାରେ ସ୍କୁଲ ର ସମୟ ସକାଳ ୧୦ ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରହିବ। ତେବେ ଶିକ୍ଷକ , ଶିକ୍ଷୟିତ୍ରୀ ୯.୩୦ ମିନିଟ ରେ ସ୍କୁଲରେ ପହଞ୍ଚି ଅପରାହ୍ନ ୪.୩୦ ମିନିଟ ପର୍ଯ୍ୟନ୍ତ ସ୍କୁଲ କ୍ୟାମ୍ପସ ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ