ରାଣୀ ପଣ୍ଡା ଙ୍କ ଗାଡ଼ି ଦୁର୍ଘଟଣା ରେ ବାଇକ୍ ଚାଳକ ମୃତ୍

ଆଠଗଡ: କଟକ ଜିଲ୍ଲା ଆଠଗଡ ବ୍ଲକ୍ ଅନ୍ତର୍ଗତ ଡାଳ ଖାଇ ଛକ୍ ନିକଟରେ ରାଣୀ ପଣ୍ଡା ଙ୍କ ଗାଡ଼ି ଦୁର୍ଘଟଣା ରେ ବାଇକ୍ ଚାଳକ ଗୁରୁତର ହୋଇ ଆହତ ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ। ଡାକ୍ତର ବାଇକ୍ ଚାଳକ ଙ୍କୁ ମୃତ୍ ଘୋଷଣା କରିଛନ୍ତି। ବାଇକ୍ ଚାଳକ ହେଲେ ରାଜ ନଗର ଗ୍ରାମ ର ଶ୍ରୀକାନ୍ତ ବେହେରା। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳ ରେ ଶୋକ ର ଛାୟା।