ବ୍ରିଜ ତଳକୁ ଖସିଲା ବସ: ୨ମୃତ ଘଟଣାସ୍ଥଳରେ ଯେଉଁ ମୃତ୍ୟୁ ହୋଇଛି ସେଥିରେ …. By Shaksi News Last updated Jan 23, 2023 0 ଢ଼େଙ୍କାନାଳ: ବସ ଦୁର୍ଘଟଣାରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଯେଉଁ ମୃତ୍ୟୁ ହୋଇଛି ସେଥିରେ ଦୁଇ ଜଣ ମହିଳା ଅଛନ୍ତି । ତେବେ ଏହି ବସଟି ବ୍ରିଜ ତଳକୁ ଖସି ପଡିବାରୁ ଏହି ଦୁର୍ଘଟଣା ଘଟିଛି । ବସଟି ଭାରସମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଥିବା ସୂଚନା ମିଳିଛି । ଆହୁରି ପଢ଼ନ୍ତୁ... ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ… Mar 16, 2026 ପ୍ରଳୟ ରଚିଲା କାଳବୈଶାଖୀ Mar 16, 2026 ଆଜି ରାଜ୍ୟସଭା ଭୋଟ୍, ୫… Mar 16, 2026 SCBରେ ହଠାତ୍ ଲାଗିଲି ନିଆଁ:-… Mar 16, 2026 ମିଳିଥିବା ସୂଚନା ଅନୁସାରେ ବସରେ ମୋଟ ୪୦ ଜଣରୁ ଅଧିକ ଯାତ୍ରୀ ଥିଲେ । ଏହା ସହିତ ୧୫ ଜଣ ଯାତ୍ରୀଙ୍କର ଅବସ୍ଥା ଗରୁତପୁର୍ଣ୍ଣ ଥିବାରୁ ତାଙ୍କୁ କଟକ ବଡ ମେଡିକାଲ ପଠାଯାଇଛି । ଅନ୍ୟ ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ୫୫ନଂ ରାଜପଥ ସିମିନଈ ପଞ୍ଚୁବଟି ନିକଟରେ ଏହି ଘଟଣା ଘଟିଛି । ବସଟି ବଲାଙ୍ଗୀର ହରିଶଙ୍କରରୁ କେନ୍ଦ୍ରାପଡାର ଇଚ୍ଛାପୁରକୁ ଯାଉଥିଲା । Continue Reading #shaksinewsbus accsidentdhenkanal newsOdisha 0 Share