ଭିଜିଲାନ୍ସ ଜାଲରେ ସିଟି ଜିଏସ୍‌ଟି ଅଫିସର

ପାରାଦୀପ: ଭିଜିଲାନ୍ସ ଜାଲରେ ପାରାଦୀପ ସିଟି ଜିଏସ୍‌ଟି ଅଧିକାରୀ ଚିତ୍ତରଂଜନ ମହାନ୍ତି। ୮୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ସେ ଧରାପଡ଼ିଛନ୍ତି। ସିଜ୍ ଡକ୍ୟୁମେଣ୍ଟ ରିଲିଜ୍ କରିବା ଏକ କେସ୍‌ ବନ୍ଦ ପାଇଁ ସେ ଏହି ଟଙ୍କା ଲାଞ୍ଚ ନେଉଥିଲେ। ଲାଞ୍ଚ ଟଙ୍କା ଜବତ ପରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଚିତ୍ତଙ୍କ ଘର ସମେତ ୩ଟି ଠିକଣାରେ ରେଡ୍‌ କରୁଛି ଭିଜିଲାନ୍ସ।