ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବ ନାହିଁ : ସୁପ୍ରିମକୋର୍ଟ

ଭୁବନେଶ୍ୱର : ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବ ନାହିଁ। ଏନେଇ ଆଜି ଶୁଣାଣି ହୋଇଛି। ଶୁଣାଣି ବେଳେ କଡା ଆଭିମୁଖ୍ୟ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଓକିଲ ଆନ୍ଦୋଳନ ନେଇ କଡା ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆବେଦନକୁ ସମ୍ପୂର୍ଣ୍ଣ ଖାରଜ କଲେ କୋର୍ଟ। ଭୌଗୋଳିକ ସ୍ଥିତି ଏବଂ ଟେକ୍ନୋଲୋଜି ପାଇଁ ବେଞ୍ଚ ଆବେଦନ ଖାରଜ ହୋଇଛି। ଆଉ ବେଞ୍ଚ ପ୍ରତିଷ୍ଠାର କୌଣସି ଆଶା ନାହିଁ ବୋଲି କୋର୍ଟ କହିଛନ୍ତି। ଯାହା ଆଶା ଥିଲା,ଏଭଳି ଆଚରଣ ପରେ ସମ୍ପୂର୍ଣ୍ଣ ମଉଳି ଯାଇଥିବା କୋର୍ଟ କହିଛନ୍ତ।