ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା ଅଧିକାରୀ

ଜଗତସିଂହପୁର: ଲାଞ୍ଚ ନେଇ ଧରାପଡିଲେ ବ୍ଲକ ଶିକ୍ଷା ଅଧିକାରୀ। ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବ୍ଲକ ଶିକ୍ଷା ଅଧିକାରୀ ମାନସ ଧଳ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବିଇଓ ଅଫିସର ମାନସ ଧଳ ଶିକ୍ଷକଙ୍କ ବକେୟା ଦରମା ଉଠାଣ ପାଇଁ ଲାଞ୍ଚ ନେଉଥିଲେ। ଧରାପଡିବା ପରେ ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ୨ଟି ସ୍ଥାନରେ ଚଢଉ କରାଯାଉଛି। ଚଢଉ ଜାରି ରହିବା ସହ ତଦନ୍ତ କରାଯାଉଛି।