ବର୍ଷା କ୍ଳବ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଏଥିରେ ବର୍ଷା କ୍ଳବ ସଭାପତି ଗୁରୁଦାସ ଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ….

କେନ୍ଦୁଝର : କେନ୍ଦୁଝର ସହରର ଟେଲିଫୋନ ଏକ୍ସଚେଞ୍ଜ ଛକ ନିକଟରେ ଥିବା ପ୍ରେମ ଲତିକା କଳା ଭବନ ଠାରେ ବର୍ଷା କ୍ଳବ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ । ଏଥିରେ ବର୍ଷା କ୍ଳବ ସଭାପତି ଗୁରୁଦାସ ଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ ରେ ଓଡ଼ିଶାର ପ୍ରଖ୍ୟାତ ଓଲିଉଡ ହିରୋ ସ୍ବର୍ଗତ ବିଜୟୀ ମହାନ୍ତି ଙ୍କ ସ୍ମୃତି ଉଦେଶ୍ୟ ରେ ଓଡିଶା ଫିଲ୍ମ ରାକ୍ଷୀ ଭିଜିଗଲା ଆଖି ଲୁହରେ ଫିଲ୍ମ ରେ ସୁନା ରୁପା ଗଉଣୀ ଗୀତ ନେଇ ଏକ ଆଲବମ କରିଥିବା କେନ୍ଦୁଝର ଜିଲ୍ଲାର ସାଇ ସମ୍ଭବି ଓ କୁମାର ବାପି ଙ୍କୁ କେନ୍ଦୁଝର ଜିଲା ସମେତ ରାଜ୍ୟରେ ବହୁ ଲୋକମାନେ ପସନ୍ଦ କରିଥିବାରୁ ବର୍ଷା କ୍ଳବ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।