ଜେ. ଏସ. ଡୋବ୍ଲୁ କମ୍ପାନୀ ର ହୀନ କାର୍ଯ୍ୟ ସବୁ ଧରାପଡିଥିବା ଜଣା ପଢ଼ିଛି

ବଡ଼ବିଲ ତହସିଲ ଅନ୍ତର୍ଗତ କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ର ଲୋଇଡା ପଦା ପଞ୍ଚାୟତ ଓ ଗୁଆଳି ପଞ୍ଚାୟତ ବିଭିନ୍ନ ଗ୍ରାମରେ ଅଙ୍ଗନ ବାଡ଼ି କେନ୍ଦ୍ର ରେ ଜେ ଏସ ଡବ୍ଲୁ କମ୍ପାନୀ କଲର ଦେଇ ଲୋକଙ୍କୁ ଭୁଆଁ ବୁଲାଉଛି।ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲା ରେ ଜେ ଏସ ଡ଼ବ୍ଲୁ ବଡ଼ କମ୍ପାନୀ ଲୋକଙ୍କୁ ହଇରାଣ କରୁଛି।ଆଦିବାସୀ ଙ୍କ ସମାଧି ଜାଗାକୁ କମ୍ପାନୀ ହଡ଼ପ କରିବା ସହ ମିଛି ମିଛି କା କାଗଜ କଲମରେ କାର୍ଯ୍ୟ କରିଛି ତାହା ଧରା ପଡିଛି।ବାସ୍ତବରେ ଜେ ଏସ ଡୌବ୍ଲୁ କମ୍ପାନୀ କିଛି ମୌଳିକ କାର୍ଯ୍ୟ କିଛି କରିନାହିଁ ବୋଲି ଗ୍ରାମବାସୀ ମାନେ ନିଜ ମତଦାନ ଦେଇଛନ୍ତି।ଗ୍ରାମବାସୀ ମାନେ ୧୫ ତାରିଖ ଜଣ ଶୁଣାଣୀ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ଜେ ଏସ ଡବ୍ଲୁ କମ୍ପାନୀ ସରକାରୀ ଅନୁଦାନ କାର୍ଯ୍ୟ କୁ ନିଜ ନାଁ ରେ କରିବା ଉଦ୍ଦେଶ୍ୟ ଧରା ପଡ଼ି ଯାଇଛି।ଯାହା ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲା କୁ ଜେ ଏସ ଡବ୍ଲୁ କମ୍ପାନୀ ସ୍ଲୋରି ପାଇପ ଦ୍ବାରା ମାଲ ପରିବହନ କରିବ ଲକ୍ଷ୍ୟ ରଖିଛି।ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ