ପାଣି ସମସ୍ୟା କୁ ନେଇ ଗ୍ରାମବାସୀ ଘେରିଲି ପଞ୍ଚାୟତ କାର୍ଯ୍ୟାଳୟ l

ସଖାଳ ପାହିଲା ମାତ୍ରେ ସମସ୍ତଙ୍କ ର ପାଣି ର ଆବଶ୍ୟକ ହୋଇଥାଏ l ପାଣିବିନା ମୁହୁର୍ତ୍ତ୍ୱେ ବଞ୍ଚିବା କଷ୍ଟକର ହୋଇପଡିଥାଏ ପାଣିଟାଙ୍କିରେ ଦୁଇଟି ମୋଟର ଲାଗିଛି l ଗୋଟେ ମୋଟର ମାସ ମାସା ଧରି ଖରାପ ହୋଇପଡ଼ିରହିଥିବାବେଳେ ଠିକ ସେ ଲୋକମାନେ ପାଣିପାଇପାରୁନାହାନ୍ତି l ଏବେ ଅନ୍ୟ ମୋଟର ମଧ୍ୟ ଖରାପ ହେଇପଡ଼ିରହିଛି କିନ୍ତୁ ମରାମତି ହେଇପାରୁନାହିଁ l ଯାହା ଫଳରେ 3 କିଲୋମିଟର ଚୁଆକୁ ପାଣି ଆଣିବାକୁ ଯିବା ପାଇଁ ପଡୁଛି l ଗ୍ରାମବାସୀଙ୍କ କାହିବା କଥା ଅମେ ପ୍ରତେକ ଦିନ ଆସି ଅଭିଯୋଗ କରୁଛୁ କିନ୍ତୁ କୌଣସି କାର୍ଯ୍ୟ ହେଇପାରୁ ନାହିଁ l ତେଣୁକରି ଆଜି ସମସ୍ତ କାମ ଧନ୍ଦା ଛାଡି ବାଧ୍ୟ ହୋଇ ହାଣ୍ଡି ଗରା ଧରି ପଞ୍ଚାୟତ କାର୍ଯ୍ୟାଳରେ ବସିଛୁ l

ସେପଟେ ପିଅ ର ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟରେ ମାସ ମାସ ଧରି ପାଦ ପଡୁନି ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି l ଏ ହେଉଛି କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ ବାୟାକୁଣ୍ଟିଆ ପଞ୍ଚାୟତ ଖୁଦ ପଞ୍ଚାୟତ ର କଥା ସରପଞ୍ଚ ମଧ୍ୟ ପ୍ରତିଶୃତି ଦେଇଛନ୍ତି ଖୁବଶୀଘ୍ର ସମସ୍ୟାର ସମାଧାନ ହେଇଯିବ ଵୋଲି ପ୍ରତିକ୍ରିୟା ଦେଇ ମଧ୍ୟ କହିଛନ୍ତି ପିଆ ମୋ କଥାକୁ ଶୁଣୁନାହାନ୍ତି l କି ମୋତେ କୌଣସି କାର୍ଯ୍ୟରେ ସହଯୋଗ କରୁନାହାନ୍ତି l ଜଣେ ଜନପ୍ରତିନିଧିଙ୍କ କଥାକୁ ସରକାରୀ ଚାକିରିଆ ବାବୁ ନ ଶୁଣିବାଟା କଣ ଠିକ ଯଦି ଆଗାମି ଦିନରେ ବି ଯଦି ମୋତେ ସହଯୋଗ ନ କରନ୍ତି ତାହାଲେ ଦୃଢ ପଦକ୍ଷେପ ନିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ସରପଞ୍ଚ ବଂଶପାଳ।