ରାଜ୍ୟରେ ପଶ୍ଚିମା ଝଡ ଯୋଗୁଁ ବର୍ଷା ସମ୍ଭାବନା

ଭୁବନେଶ୍ୱର – ରାଜ୍ୟରେ ଆଉ ଏକ ପଶ୍ଚିମା ଝଡ ଯୋଗୁଁ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ୨୩ ତାରିଖ ରାତିରୁ ୨୬ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ୨୩ ତାରିଖରୁ ରାଜ୍ୟର କେତକ ଜିଲ୍ଲାରେ ବର୍ଷା ହେବ । ୨୫ ତାରିଖ ବେଳକୁ ଅଳ୍ପ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୨୬ ତାରିଖରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କର ବର୍ଷା ହୋଇପାରେ ।