ସମ୍ବଲପୁର ଗସ୍ତରେ ପୋଲିସ ଡିଜି

ସମ୍ବଲପୁର : ସମ୍ବଲପୁର ଗସ୍ତରେ ପୋଲିସ ଡିଜି । ଉତ୍ତେଜନା ଭିତରେ ସମ୍ବଲପୁର ଗସ୍ତ କରିଛନ୍ତି, ଡିଜି ସୁନୀଲ ବଂଶଲ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁର ଯାଇଛନ୍ତି ଡିଜି । ତାଙ୍କ ସହ ଆଇନଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା, ଗୁଇନ୍ଦା ଏଡିଜି ସଞ୍ଜିବ ପଣ୍ଡା ଡିଜିଙ୍କ ସହ ସମ୍ବଲପୁର ଯାଇଛନ୍ତି । ସମ୍ବଲପୁରରେ ସେ ସ୍ଥିତିର ସମୀକ୍ଷା କରିବେ । ସେ ହିଭଳି ସେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିବେ ।