କରୋନା ମହାମାରୀ ଯୋଗୁଁ ଏ ବର୍ଷ ଖଣ୍ଡଗିରି ମେଳା ବନ୍ଦ

ଭୁବନେଶ୍ୱର, (ଏସ୍ ନ୍ୟୁଜ‌): କରୋନା  ମହାମାରୀ କୁ ଦୃଷ୍ଟି ଦେଇ ଏ ବର୍ଷ ଖଣ୍ଡଗିରି ମେଳା ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆ ଯାଇଛି । କୋଭିଡ ଗାଇଡ ଲାଇନ ମୁତାବକ ପରମ୍ପରା ପାଳନ ହେବ, କୌଣସି ଯାତ୍ରା ପେଣ୍ଡାଲ ବା ମେଳା ପାଇଁ ଷ୍ଟଲ ପଡ଼ିବନାହିଁ । କେବଳ ପରମ୍ପରା ପାଳନ ପାଇଁ ବିଏମସି  ନିଷ୍ପତ୍ତି ନେଇଛି । ମେଳା ସଂପର୍କରେ ବିଏମସି  ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରିକରାଯାଇଛି ।