ପୁଲୱାମା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ସେମାନଙ୍କ ସାହସ ଆମକୁ ଏକ ଦୃଢ ଓ ବିକଶିତ ଭାରତ ନିର୍ମାଣ ପାଇଁ ପ୍ରେରିତ କରୁଛି…

ଭୁବେନେଶ୍ଵର ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଲୱାମା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ସେହି ବୀର ନାୟକମାନଙ୍କୁ ସ୍ମରଣ କରୁଛେ ଯେଉଁମାନଙ୍କୁ ଆଜିର ଦିନରେ ପୁଲୱାମା ଠାରେ ଆମେ ହରାଇ ଥିଲେ । ଆମେ ସେମାନଙ୍କ ଚରମ ବଳିଦାନକୁ କେବେ ବି ଭୁଲି ପାରିବା ନାହିଁ । ସେମାନଙ୍କ ସାହସ ଆମକୁ ଏକ ଦୃଢ ଓ ବିକଶିତ ଭାରତ ନିର୍ମାଣ ପାଇଁ ପ୍ରେରିତ କରୁଛି ।”