୧୫୦୦ ବର୍ଷ ପୁରୁଣା ପଞ୍ଚମୁଖୀ ହନୁମାନ ମନ୍ଦିର

ଶ୍ରୀ ପଞ୍ଚମୁଖୀ ହନୁମାନ ମନ୍ଦିର ଟି ସୈନିକ ବଜାର,କରାଚୀ,ପାକିସ୍ତାନରେ…

ଏହି ଶ୍ରୀ ପଞ୍ଚମୁଖୀ ହନୁମାନ ମନ୍ଦିର ଟି ସୈନିକ ବଜାର,କରାଚୀ,ପାକିସ୍ତାନରେ ଆନୁମାନିକ ୧୫୦୦ ବର୍ଷ ପୁରୁଣା l ଏହାକୁ ଦିଲ୍ଲୀର ଗୁପ୍ତ ଯୁଗୀୟ ସମ୍ରାଟ ମାନେ ନିର୍ମାଣ କରିଥିଲେ l

ଏହି ଭବ୍ୟ ହନୁମାନ ଠାକୁର ଙ୍କର ସ୍ଫଟିକ ମୂର୍ତ୍ତି ଟି ରେ ନରସିଂହ,ବରାହ,ହୟଗ୍ରୀବ,ହନୁମାନ ଓ ଗରୁଡ଼ ଙ୍କର ମସ୍ତକ ରହିଛି l
ମୂର୍ତ୍ତି ଟି 8 ଫୁଟ ଉଚ୍ଚ l

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏଠାରେ ନୃସିଂହ ଚତୁର୍ଦ୍ଦଶୀ, ବାମନ ଜନ୍ମ ସୁନିଆ, ହନୁମାନ ଜୟନ୍ତୀ, ସହିତ ମୂଖ୍ୟ ମୂଖ୍ୟ ହିନ୍ଦୁ ପର୍ବ ପର୍ବାଣୀ ପାଳନ କରାଯାଏ l