ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ମହାପ୍ରଭୁଙ୍କ ଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ପବିତ୍ର ରଥଯାତ୍ରା ଆରମ୍ଭ ଅବସରରେ ଶୁଭେଚ୍ଛା । ଆମେ ମହାପଭୁଙ୍କ ନିକଟରେ ମୁଣ୍ଡ ନୁଆଁଉଛୁ ଏବଂ ଆମ ଉପରେ ସର୍ବଦା ତାଙ୍କ ଆଶୀର୍ବାଦ ରହିଥାଉ” ।