ମୋଷ୍ଟ ଭେଲ୍ୟୁଏବଲ ଆସେଟ୍‌ ଅଫ ଦ ମ୍ୟାଚ ପାଣ୍ଡ୍ୟା

ପ୍ଲେୟାର ଅଫ ଦ ସିଜିନ ମିଳିଥିବା ବେଳେ ଦିନେଶ କାର୍ତ୍ତିକଙ୍କୁ ସୁପର ଷ୍ଟ୍ରାଇକର ଅଫ ଦ ସିଜିନ ଚୟନ କରାଯାଇଛି…

ନୂଆଦିଲ୍ଲୀ : ଆଇପିଏଲ-୨୦୨୨ର ଟାଇଟଲ୍‌ ଜିତିଲା ଗୁଜରାଟ ଟାଇଟନ୍ସ । ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ହରାଇ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି ଗୁଜରାଟ । ରାଜସ୍ଥାନର ଦୀର୍ଘ ୧୩ ବର୍ଷ ପରେ ଟାଇଟଲ ଜିତିବାର ସ୍ୱପ୍ନ ଅଧୁରା ରହି ଯାଇଛି । ତେବେ ଆସନ୍ତୁା ଜାଣିବା ଆଇପିଏଲ ୨୦୨୨ର ଫାଇନାଲ ମ୍ୟାଚ୍‌ ଏବଂ ପୁରା ସଂସ୍କରଣରେ କେଉଁ ଖେଳାଳିଙ୍କୁ କେଉଁ ପୁରସ୍କାର ମିଳିଛି । ଉମରାନ ମଲିକଙ୍କୁ ଇମର୍ଜିଂ ପ୍ଲେୟାର ଅଫ ଦ ସିଜିନ ମିଳିଥିବା ବେଳେ ଦିନେଶ କାର୍ତ୍ତିକଙ୍କୁ ସୁପର ଷ୍ଟ୍ରାଇକର ଅଫ ଦ ସିଜିନ ଚୟନ କରାଯାଇଛି । ପାଣ୍ଡ୍ୟା ଫାଇନାଲ ମ୍ୟାଚରେ ମ୍ୟାନ ଅଫ ମ୍ୟାଚ ବିବେଚିତ ହୋଇଛନ୍ତି । ପୁରସ୍କାର ସମାରୋହରେ ବଟଲର ଛାଇଯିବା ସହ ପାଞ୍ଚଟି ଆୱାର୍ଡ ପୋଛି ନେଇଛନ୍ତି । ସୁପର ଷ୍ଟ୍ରାଇକର ଅଫ ଦ ମ୍ୟାଚ- ଡେଭିଡ ମିଲର ଗେମ ଚେଞ୍ଜର ଅଫ ଦ ମ୍ୟାଚ ପାଣ୍ଡ୍ୟା ସର୍ବାଧିକ ଛକା ଜୋସ ବଟଲର ପାୱାର ପ୍ଲେୟାର ଅଫ ଦ ମ୍ୟାଚ୍‌ ଟ୍ରେଣ୍ଟ ବୋଲ୍ଟ।

ମୋଷ୍ଟ ଭେଲ୍ୟୁଏବଲ ଆସେଟ୍‌ ଅଫ ଦ ମ୍ୟାଚ ପାଣ୍ଡ୍ୟା ଫାଷ୍ଟେଷ୍ଟ ଡେଲିଭରୀ ଅଫ ଦ ମ୍ୟାଚ ଲୋକି ଫର୍ଗ୍ୟୁସନ ସବୁଠୁ ଅଧିକ ଚୌକା ବଟଲର ପ୍ଲେୟାର ଅଫ ଦ ମ୍ୟାଚ ପାଣ୍ଡ୍ୟା ଏମର୍ଜିଂ ପ୍ଲେୟାର ଅଫ ଦ ସିଜିନ ଉମରାନ ମଲିକ, ୧୦ ଲକ୍ଷ ଟଙ୍କା, ଅଫ ଦ ସିଜିନ- ଜୋସ ବଟଲର, ୧୦ ଲକ୍ଷ ଟଙ୍କା ସୁପର ଷ୍ଟ୍ରାଇକର ଅଫ ଦ ସିଜିନ ଦିନେଶ କାର୍ତ୍ତିକ(ଟାଟା ପଞ୍ଚ କାର ଜିତିଲେ) ଗେମ୍‌ ଚେଞ୍ଜର ଅଫ ଦ ସିଜିନ- ବଟଲର ଫେୟାରପ୍ଲେ ଆୱାର୍ଡ ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ଫାଷ୍ଟେଷ୍ଟ ଡେଲିଭରି ଅଫ ଦ ସିରିଜ- ଲୋକି ଫର୍ଗ୍ୟୁସନ, ୧୦ ଲକ୍ଷ ଟଙ୍କା ଫୋର୍ସ ଅଫ ଦ ସିଜିନ- ଜୋସ୍‌ ବଟଲର, ୧୦ ଲକ୍ଷ ଟଙ୍କା ପର୍ପଲ କ୍ୟାପ୍‌ ୟୁଜବେନ୍ଦ୍ର ଚହଲ, ୧୦ ଲକ୍ଷ ଟଙ୍କା ଓରେଞ୍ଜ କ୍ୟାପ ବଟଲର, ୧୦ ଲକ୍ଷ ଟଙ୍କା ବେଷ୍ଟ କ୍ୟାଚ ଅଫ ଦ ସିଜିନ- ଏଭିନ ଲୁଇସ, ୧୦ ଲକ୍ଷ ଟଙ୍କା ମୋଷ୍ଟ ଭେଲ୍ୟୁଏବଲ ପ୍ଲେୟାରଜୋସ ବଟଲର ।