ମସର୍ଡିଜ ଏସୟୁଭି କିଣିଲେ ଶ୍ରେୟାସ

Shreyas buys a Mercedes SUV

ମୁମ୍ବାଇ : ଆଇପିଏଲ-୨୦୨୨ରେ ଶ୍ରେୟାସ ଆୟର ଭଲ ପ୍ରଦର୍ଶନ କରି ପାରିନାହନ୍ତି । ଆୟରଙ୍କ ଅଧିନାୟକତ୍ୱରେ କୋଲକାତା ନାଇଟ ରାଇଡର୍ସ ଦଳ ଆଇପିଏଲ ପ୍ଲେ ଅଫରେ ପହଞ୍ଚି ପାରିଲା ନାହିଁ । ଦଳ ୧୪ ମ୍ୟାଚରୁ ମାତ୍ର ୬ଟି ମ୍ୟାଚ ଜିତିଛି ।

ଆୟର ତାଙ୍କର ଧୁଆଁଧାର ବ୍ୟାଟିଂ ଖୁବ ପପୁଲାର । ନିକଟରେ ଶ୍ରେୟସ ଏକ ବିଳାସପୂର୍ଣ୍ଣ କାର କିଣିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।