ଆସନ୍ତା କାଲିର ରାଶିଫଳ ସୋମବାର: ଏହିସବୁ ରାଶିର ବ୍ୟକ୍ତି ସତର୍କତା ଅବଲମ୍ବନ କରନ୍ତୁ

Horoscope Monday 06-06-2022

ମେଷ ରାଶି: ଖେଳ ଓ ଘର ବାହାରେ ହୋଉଥିବା କାମରେ ଭାଗନେବା ଆପଣଙ୍କ ପାଇଁ ଅତି ଉପକାରୀ ପ୍ରମାଣିତ ହେବ | ଆଜି ଆପଣଙ୍କ ଘରେ କୌଣସି ସମାରୋହ ପାଇଁ ଆପଣଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ସ୍ଥିତି ବିଗିଡି ଯାଇପାରେ | ଆପଣଙ୍କ ଭିତରୁ କିହିଁ ଲୋକେ ଗହଣା କିମ୍ବା ଘରୋଇ ଜିନିଷ କିଣି ପାରିବେ | ଆପଣଙ୍କ ଅସୀମ ପ୍ରେମ ଆପଣଙ୍କ ପ୍ରିୟଙ୍କ ପାଇଁ ଅତି ବହୁମୂଲ୍ୟ ଅଟେ | ନିଜର କୌଣସି ନିକଟସ୍ଥ ବ୍ୟକ୍ତିଙ୍କ ଭୁଲ ପରାମର୍ଶ ଯୋଗୁଁ ଆପଣ ଆଜି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି , ତେଣୁ ସତର୍କତା ଅବଲମ୍ବନ କରନ୍ତୁ | ରାତ୍ରି ସମୟରେ ପରିବାର ବର୍ଗଙ୍କ ଠାରୁ ଟିକେ ଦୂରରେ ରହି ଆପଣ ଛାତ ଉପରେ ବା ପାର୍କରେ ସମୟ କାଟିବାକୁ ଚାହିଁବେ | ଏମିତି ଲାଗୁଛିକି ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ଉପରେ ଆଜି ବିଶେଷ ଧ୍ୟାନ ଦେବେ |

ବୃଷ ରାଶି: ଆଜି ଆପଣ ଆତ୍ମବିଶ୍ୱାସ ଓ ଉର୍ଜାରେ ଭରି ରହିବେ ବଡ଼ ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କୁ ଆଜି ସାବଧାନର ସହିତ ଅର୍ଥ ବିନିଯୋଗ କରିବାକୁ ପଡ଼ିବ | ପରିବାର ଲୋକଙ୍କ ମଧ୍ୟରୁ କାହାରଶରୀର ଖରାପ ହେବ କାରଣରୁ ବୁଲା-ବୁଲି କରିବାର କାର୍ଯ୍ୟକ୍ରମରେ ବିଳମ୍ବ ହୋଇ ପାରେ | ପ୍ରେମପ୍ରସଙ୍ଗ ପାଇଁ ଆଜି ଜୀବନ ବହୁତ ବହୁତ ଜଟିଳ ରହିବ | ଅସୁବିଧା ପରିସ୍ଥିତିଠୁ ନିଜକୁ ରକ୍ଷା କରିବା ପାଇଁ ଆପଣଙ୍କୁ ନିଜର ସମ୍ପର୍କର ଉପଯୋଗ କରିବା ଆବଶ୍ୟକ | ଅତୀତରେ ଆପଣ ଯାହା ସବୁ ଯୋଜନା କରିଥିଲେ ସେସବୁ ଆଜି କାର୍ଯ୍ୟକାରୀ କରିବା ପାଇଁ ଆଜି ସମୟ ମିଳିଯିବ | ଆପଣଂ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦ ହୋଇ ପାରେ, କିନ୍ତୁ ରାତି ଯାଏଁ ସବୁ କିଛି ଠିକ ହୋଇ ଯିବ |

ମିଥୁନ ରାଶି: ଆଜିକୁ ଆପଣଙ୍କ ପାକହରେ ନିଜ ପାଇଁ ଯଥେଷ୍ଟ ସମୟ ରହିବ, ତା ସୁଯୋଗର ଲାଭ ଉଠାନ୍ତୁ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପଦ ଯାତ୍ରାରେ ଯାନ୍ତୁ | ଆଜି ଆପଣ କୋଣସି ପ୍ରକାରର ମାଦକ ଦ୍ରବ୍ୟର ସେବନରୁ ଦୂରରେ ରୁହନ୍ତୁ କାରଣ ନିଶାସକ୍ତ ଅବସ୍ଥାରେ ଆପଣ ଆପଣଙ୍କର କୌଣସି ମୂଲ୍ୟବାନ ବସ୍ତୁ ହରାଇପାରନ୍ତି | ଆପଣଂକ ଆଚରଣ ଯୋଗୁ ଆଜି ଆପଣଂକ ସାଙ୍ଗ ସାଥୀ ବିରକ୍ତ ହୋଇ ପାରନ୍ତି| ନିଜର ପ୍ରିୟାକୁ ଅବହେଳା କରିବା କାରଣରୁ ଘରେ ବିବାଦ ହୋଇ ପାରେ | ଆପଣ କାର୍ଯ୍ୟାଳୟର ପରିବେଶରେ ବୃଦ୍ଧି ଓ କାମ-କାର୍ଯ୍ୟର ସ୍ତରରେ ସୁଧାର ଅନୁଭବ କରିବେ | ସେମିତି ଲୋକଙ୍କ ସହିତ ବନ୍ଧୁତା ରଖନ୍ତୁ ନାହିଁ ଯେଉଁମାନଙ୍କ ସହିତ ଆପଣଙ୍କ ସମୟ ନଷ୍ଟ ହେବ | ଆପଣଙ୍କ ଜୀବନ-ସାଥୀ ଆଜି ସ୍ୱାର୍ଥପର ହୋଇ ପାରନ୍ତି |

କର୍କଟ ରାଶି: ଆପଣଙ୍କ ଇଚ୍ଛା ଶକ୍ତିକୁ ପ୍ରୋତ୍ସାହନ ମିଳିବ,କାରଣ ଆପଣ ବହୁତ ପ୍ରତାରଣାପୂର୍ଣ୍ଣ ସ୍ଥିତି ଠୁ ବାହାରିବାରେ ସଫଳ ହୋଇଛନ୍ତି | ଭାବନାତ୍ମକ ନିଷ୍ପତି ନେଲା ବେଳେ ବୁଦ୍ଧି ପ୍ରୟୋଗ କରିବା ଭୁଲନ୍ତୁ ନାହିଁ | ଆଜି ଆପଣ ବହୁତ ଆରାମରେ ଟଙ୍କା ସଂଗ୍ରହ କରି ପାରିବେ- ଲୋକଙ୍କୁ ଦେଇ ଥିବା ପୁରୁଣା ଋଣ ଆଜି ମିଳି ପାରେ- ନହେଲେ କିଛି ନୂଆ ଯୋଜନା ଉପରେ ନିବେଶ କରି ପାଇଁ ଧନ ଅର୍ଜନ କରି ପାରନ୍ତି | ଏମିତି ଲୋକଙ୍କଠୁ ଦୂରେଇକି ରୁହନ୍ତୁ ଯାହାଙ୍କର ଖରାପ ଅଭ୍ୟାସ ଆପଙ୍କ ଉପରେ ଦୁଃଷ୍ପ୍ରଭାଵ ପଡି ପାରେ | ସମ୍ଭଳିକି ବନ୍ଧୁ ମାନଙ୍କ ସହିତ କଥା ହୁଅନ୍ତୁ,କାରଣ ଆଜି ଦିନରେ ବନ୍ଧୁତା ହଜେଇ ବସିବାର ସମ୍ଭାବନା ଅଛି | ଆପଣଙ୍କ ଆନ୍ତରିକ କରଜ୍ୟ କରିବାର କ୍ଷମତା ସେଇ ଲୋକଙ୍କୁ ଚାମକେଇ ଦେବ, ଯାହାଙ୍କର ପ୍ରଦର୍ଶନ ଆପଣଙ୍କ ଠୁ କମରେ ଅଛି | କୋଣସି ଅବସ୍ଥାରୁ ଲୁଚନ୍ତୁ ନାହିଁ – ନହେଲେ ଆପଣଙ୍କ ପଛରେ ପଡି ଆହୁରି ହଇରାଣରେ ପକେଇ ପାରେ | ଆପଣ ଓ ଆପଣଙ୍କ ଜୀବନ-ସାଥୀଙ୍କ ମଧ୍ୟରେ କୌଣସି ଅଜଣା ଲୋକ କାରଣରୁ ଯୁକ୍ତି-ତର୍କ ହୋଇ ପାରେ |

ସିଂହ ରାଶି: ଆପଣଙ୍କ ବ୍ୟକ୍ତିତ୍ୱ ସୁଗନ୍ଧ ପରି ମହକିବ ଓ ସମସ୍ତଙ୍କୁ ଆକର୍ଷିତ କରିବ | ଆଜି କୌଣସି ଧାରକ ଆପଣଙ୍କୁ ଉଦ୍ଧାର ଫେରାଇଦେବାକୁ ଆପଣଙ୍କୁ କହିପାରେ | ତାଙ୍କୁ ଉଦ୍ଧାର ଫେରାଇ ଆପଣ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି | ତେଣୁ ଆପଣଙ୍କୁ ଭବିଷ୍ୟତରେ ଉଦ୍ଧାର ନକରିବାପାଇଁ ସତର୍କତା ଅବଲମ୍ବନ କରିବା ଉଚିତ | ଆଜି ଆପଣଙ୍କୁ ଅନ୍ୟ ମାନଙ୍କ ଆବଶ୍ୟକତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ | ଯଦିଓ ପିଲା ମାନଙ୍କୁ ବେଶୀ ଛାଡ ଦେବା କାରଣରୁ ଆପଣଙ୍କ ପାଇଁ ବାଧା ସୃଷ୍ଟି ହୋଇ ପାରେ | ଆଜି ପ୍ରେମ ଆପଣଙ୍କ ମନକୁ ଚାରି ଆଡୁ ଘେରି ରଖିବ | କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସମସ୍ତେ ଗଭୀରତାରେ ନେବେ | ଯେଉଁମାନେ ଘରୁ ଦୂରରେ ରହି କାମ କରୁଛନ୍ତି ସେମାନେ ସନ୍ଧ୍ୟାରେ କୌଣସି ପାର୍କ ବା ଶାନ୍ତ ଜାଗାରେ ସମୟ ଅତିବାହିତ କରିପାରନ୍ତି | ଜୀବନର ସବୁଠୁ କଠିନ ପରିସ୍ଥିତିରେ ଆପଣଙ୍କୁ ଆପଣଙ୍କ ଜୀବନ ସାଥୀର ସହଯୋଗ ମିଳିବ |

କନ୍ୟା ରାଶି: ନିଜକୁ ଶାନ୍ତ ରକଃନ୍ତୁ କାରଣ ଆଜି ଆପଣଙ୍କୁ ବହୁତ ସାରା ବଧାର ସମ୍ମୁଖୀନ ହବାକୁ ପଡି ପାରେ,ଯାହା କାରଣରୁ ଆପଣ ଅସୁବିଧାରେ ପଡ଼ି ପାରନ୍ତି |ବିଶେଷ କରିକି ନିଜର ରାଗ ଉପାରେ ନିୟନ୍ତ୍ରଣ ରଖନ୍ତୁ,କାରଣ ଏହା ଆଉ କିଛି ନୁହେ କେବଳ କିଛି ସମୟର ପାଗଳାମି ହିଁ | ବାକି ଦିନ ମାନଙ୍କ ତୁଳନାରେ ଆଜିର ଦିନ ଆର୍ଥିକ ଦୃଷ୍ଟିକୋଣରୁ ଭଲ ରହିବ | ଆଜି ଆପଣଙ୍କୁ ପର୍ୟାପ୍ତ ପରିମାଣରେ ଧାନ ପ୍ରାପ୍ତି ହେବ | ଆପଣଙ୍କ ପରିହାସ କରିବାର ପ୍ରକୃତି ଯୋଗୁଁ ପରିବେଶରେ ଥିବା ଲୋକ ମାନେ ଖୁସିରେ ଭରି ଉଠିବେ | ପ୍ରେମ ଆପଣଙ୍କ ହୃଦୟରେ ଶାସନ କରେ | ନୂତନ ଆରମ୍ଭ ହୋଇ ଥିବା ଯୋଜନା ଆପଣଙ୍କ ଆଶା ଅନୁସାରେ ପରିଣାମ ଦେବ ନାହିଁ | ଆଜି ଆପଣ ସବୁ କାମଦାମ ଛାଡି ପରିବାର ସହିତ ସମୟ କାଟିବାକୁ ପସନ୍ଦ କରିବେ | ପରିବାରବର୍ଗ ମଧ୍ୟ ଏଥିରେ ଖୁସି ହେବା ସହିତ ଆଶ୍ଚର୍ଯ୍ୟ ହେବେ | ବିବାହ ଆଜି ଠୁ ଅଧିକ ଅଟେ ଅଦଭୂତ କେବେ ବି ଲାଗି ନଥିଲା |

ତୁଳା ରାଶି: ଖୁବ ଶୀଘ୍ର ରୋଗରୁ ଓହରି ଆସିବାର ସମ୍ଭାବନା ଅଛି | ଆଜି ଆପଣ ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଯେଉଁଥିରୁ ବାହାରିବା ପାଇଁ ପୀତା ଅଥବା ପୀତାତୁଲ୍ୟ କୌଣସି ବ୍ୟକ୍ତିଙ୍କର ସହାୟତା ନେବେ | ପିଲା ମାନଙ୍କୁ ପାଠ ଉପରେ ଲଗେଇ ଓ ଭଵିଷ୍ୟ ପାଇଁ ଯୋଜନା ବନେଇବାର ଆବଶ୍ୟକତା ଅଛି | ଅସ୍ଥିର ସ୍ଵଭାଵ ଯୋଗୁଁ ନିଜ ପ୍ରିୟ ସହିତ ବିବାଦ ହୋଇ ପାରେ | ଚାକିରୀରେ ପରିବର୍ତନ ମାନସିକ ସନ୍ତୋଷ ଦେଇ ପାରେ | ଆଜି ନିଜ ଓକିଲ କୁ ଭେଟି ଆଇନ ସମ୍ବନ୍ଧ ଉପଦେଶ ନେବା ପାଇଁ ଶୁଭ ଦିନ ଅଟେ | ଜୀବନସାଥୀ ସହିତ ଗୋଟେ ଆରାମଦାୟକ ଦିନ କାଟିବେ |

ବିଛା ରାଶି: ଆପଣଙ୍କ ବିନମ୍ର ସ୍ଵଭାବକୁ ପସନ୍ଦ କରା ଯିବ | ବହୁତ ସାରା ଲୋକ ବିଶେଷ କରିକି ଆପଣଙ୍କ ପ୍ରଶଂସା କରି ପାରନ୍ତି | ଆପଣଙ୍କ ବଦଖର୍ଚ୍ଚ ପାଇଁ ଆଜି ଆପଣଙ୍କ ପିତା ମାତା ଆପଣଙ୍କ ଉପରେ କ୍ରୋଧ ହୋଇପାରନ୍ତି |ଯଦି ଆପଣ ଘରୁ ବାହାରେ ହଷ୍ଟେଲ ରେ ପଢ଼ିବା ପାଇଁ ରହୁଛନ୍ତି, ତେବେ ଏମିତି ଲୋକଙ୍କଠାରୁ ଦୂରରେ ରହିବା ଶିଖନ୍ତୁ ଯେଉଁମାନେ ଆପଣଙ୍କର ଅର୍ଥ ଓ ଧନ ନଷ୍ଟ କରିବେ | ଆଜି ଆପଣ ଘରୋଇ କାର୍ଯ୍ୟ ଯୋଗୁଁ ଥକା ଅନୁଭବ କରିବେ ଯାହା ଆପଣଙ୍କୁ ମାନସିକ ଯନ୍ତ୍ରଣା ମଧ୍ୟ ଦେଇ ପାରେ | ଆପଣଙ୍କ ହୃଦୟର ସ୍ପନ୍ଦନ ଆପଣଙ୍କ ପ୍ରିୟ ସହିତ ଏମିତି ଚାଲିବ ଯେପରି ଜୀବନରେ ପ୍ରେମର ସଂଗୀତ ବାଜି ଉଠିବ | ଯଦି ଆପଣ ଲମ୍ବା ସମୟରୁ କାହା ସହିତ କଥା ହେବାକୁ ଚେଷ୍ଟା କରୁଥିଲେ, ତାହେଲେ ଆଜି ତାଙ୍କ ସହିତ କଥା ହୋଇ ପାରନ୍ତି | ଆଜି ଛାତ୍ର ଛାତ୍ରୀମାନେ ପ୍ରେମ ଭାବନାରେ ବୁଡ଼ି ରହି ନିଜର ସମୟ ନଷ୍ଟ କରିପାରନ୍ତି | ବୈବାହିକ ଜୀବନରେ ସ୍ନେହ ପ୍ରକାଶିତ କରିବାର ନିଜର ମହତ୍ୱ ଅଛି ଓ ଏଇ ଜିନିଷର ଅନୁଭବ ଆଜି ଆପଣ କରିବେ |

ଧନୁ ରାଶି: ନିଜର ଦେହର ଯତ୍ନ ନିଅନ୍ତୁ | ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇ ପରେ | ଯେତେବେଳେ ଆପଣ ସମୂହରେ ରହିବେ ସେତେବେଳେ ଧ୍ୟାନ ରଖନ୍ତୁ କି ଆପଣ କଣ କହୁଛନ୍ତି, ବିନା ଭାବି-ଚିନ୍ତିକି କୁହ ଯାଇଥିବା ଶବ୍ଦ କାରଣରୁ ଆପଣ କଡ଼ା ଅଳଲୋଚନାର ଶିକାର ହୋଇ ପାରନ୍ତି | ନିଜର ପ୍ରିୟାର ବିଶ୍ୱସ୍ତ ହେବ ଉପରେ ସନ୍ଦେହ କରନ୍ତୁ ନାହିଁ | ଆଜି ଆପଣଙ୍କ କାମ ଚାପ ଯୋଗୁ ନିଜ ସ୍ୱାସ୍ଥ୍ୟ ଉପରେ ବେଶୀ ଧ୍ୟାନ ଦେବାକୁ ସମୟ ମିଳିବ ନାହିଁ | ଯାତ୍ରା କରିବା ଯୋଗୁଁ ସଂଗେ ସାଙ୍ଗ ଲାଭ ମିଳିବ ନାହିଁ କିନ୍ତୁ ଭବିଷ୍ୟ ପାଇଁ ଉପକାରୀ ହେବ | ହୋଇ ପାରେ କି ଆପଣଙ୍କ ଜୀବନ-ସାଥୀ ଆଜି ସୁନ୍ଦର ଶବ୍ଦରେ ଆପଣଙ୍କୁ ଜଣେଇବେ କି ଆପଣ ତାଙ୍କ ପାଇଁ କେତେ ମତ୍ତ୍ୱପୁର୍ଣ |

ମକର ରାଶି: ସାମାଜିକ ମେଳକୁ ଠୁ ଅଧିକା ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ଉଚିତ | ଆପଣ ବିଗତ ସମୟରେ ଯେଉଁ ଅପବ୍ୟୟ କରିଛନ୍ତି ସେଥିପାଇଁ ଆଜି ଆପଣଙ୍କୁ ବହୁତ ହାନି ସହିବାକୁ ପଡ଼ିପାରେ | ଆଜି ଆପଣାକୁ ପଇସାର ଆବଶ୍ୟକତା ଥିବା ବେଳେ ଆପଣଙ୍କ ପାଖରେ ପଇସା ନଥିବ | ଆପଣଙ୍କୁ ଚିନ୍ତାମୁକ୍ତ ହୋଇ ନିଜର ଘନିଷ୍ଠ ବନ୍ଧୁ ଓ ପରିବାର ଲୋକଙ୍କ ମଧ୍ୟରେ ଖୁସିର ସମୟ ଖୋଜିବାକୁ ଚେଷ୍ଟା କରିବା କଥା | ପ୍ରେମ ସମ୍ପର୍କରେ କୌଣସି ପ୍ରକାରର ଚାପ ପକେଇବାକୁ ଚେଷ୍ଠା କରନ୍ତୁ ନାହିଁ | ଏମିତି ଲାଗୁଛିକି କିଛି ସମୟ ପାଇଁ ଆପଣ ଏକ ହେଇ ପଡ଼ିଛନ୍ତି | ସହକରମୀ କିମ୍ବା ସହଯୋଗୀ ଆପଣଙ୍କୁ ସାହାଯ୍ୟ ପାଇଁ ହାଥ ବାଡେଇ ପାରନ୍ତି,କିନ୍ତୁ ସେମାନେ ବେଶୀ ସାହାଯ୍ୟ କରି ପାରିବେ ନାହିଁ | ଆଜି ପରିବାରର ବହୁତ ଗୁଡ଼େ ସମସ୍ୟା ଆପଣଙ୍କ ସହିତ ଆଲୋଚନା କରାଗଲେ ମଧ୍ୟ ଆପଣ ଆପଣଙ୍କ କାମରେ ବ୍ୟସ୍ତ ରହିବେ ଓ ଅବସର ସମୟରେ ନିଜର କୌଣସି ରୁଚି ପୂର୍ଣ୍ଣ କରି ସମୟ ଅତିବାହିତ କରିବେ | ଜୀବନ-ସାଥୀଙ୍କ ଆଡୁ ମାନସିକ-ଚାପ କାରଣରୁ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ି ପାରେ |

କୁମ୍ଭ ରାଶି: ଆଜି ଆପଣଙ୍କ ଆତ୍ମବିଶ୍ଵାସରେ ରେ ବୃଦ୍ଧି ଓ ପ୍ରଗତି ନିଶ୍ଚିତ ହେବ | ଆଜି ଆପଣଙ୍କ ଘରେ କୌଣସି ସମାରୋହ ପାଇଁ ଆପଣଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ସ୍ଥିତି ବିଗିଡି ଯାଇପାରେ | ଆଜି ଅତି ଶୁଭ ଦିନ ଅଟେ, ସମସ୍ତଙ୍କର ସାହାଯ୍ୟ ମିଳିବ – ଆଜି ଆପଣଙ୍କୁ ଗୁଡ଼ାଏ ଯୋଜନା ଭିତରୁ ବାଛିବାକୁ ପଡିବ | ପ୍ରେମ କରିବା ପାଇଁ ଆଜି ଗୋଟେ ଭଲ ଦିନ ଅଟେ | ଯୋଗ୍ୟ ଲୋକଂକର ସ୍ପର୍ଶରେ ଆସି ନୂଆ ବିଚାର ଓ ଯୋଜନା ଆସିପାରେ| ଯଦି ଆପଣ ବିବାହିତ, ଆଜି ଆପଣଙ୍କ ପିଲାମାନେ ଆପଣ ତାଙ୍କୁ ସମୟ ଦେଉନାହାନ୍ତି ବୋଲି ଅଭିଯୋଗ କରିପାରନ୍ତି | ଦିନ ସତରେ ପ୍ରେମରେ ଭରା ରହିବ | ସ୍ୱାଦିଷ୍ଟ କାଧ୍ୟ, ମହକ ଖୁସି ସହିତ ଆପଣ ଆପଣଙ୍କର ପ୍ରିୟ ସହିତ ଉତ୍ତମ ଦିନ କାଟିବେ |

ମୀନ ରାଶି: ଆପଣଙ୍କ ରାଗ ବଢ଼ି ପାରେ, ଯାହା କାରଣରୁ ପରିବାର ଲୋକ ନିରାଶ ହୋଇ ପାରନ୍ତି | ସେଇ ଲୋକ ମାନେ ବହୁତ ଭାଗ୍ୟଶାଲୀ ଯୋଉ ମାନେ ନିଜର କ୍ରୋଧ ଉପରେ ନିଅନ୍ତ୍ରଣ ରଖି ପାରନ୍ତି | ତା ଆଗରୁ କି ଆପଣଙ୍କୁ କ୍ରୋଧ ଆସୁ, ଆପଣ ତାହାକୁ ଶେଷ କରି ଦିଅନ୍ତୁ | ଆପଣଙ୍କର କୌଣସି ସହକର୍ମୀ ଆପଣଙ୍କର ମୂଲ୍ୟବାନ ବସ୍ତୁ ଚୋରି କରିପାରେ ସେଥିପାଇଁ ସାବଧାନ ରୁହନ୍ତୁ ଓ ମୂଲ୍ୟବାନ ସାମଗ୍ରୀକୁ ଯତ୍ନର ସହିତ ରଖନ୍ତୁ | ଆପଣଙ୍କ ଦୁଃଖ ଆପଣଙ୍କ ପାଇଁ ବଡ ହୋଇ ପାରେ,କିନ୍ତୁ ଆଖ-ପାଖ ଲୋକ ଆପଣଙ୍କ କଷ୍ଟକୁ ବୁଝିବେନି | ବଢେ ତାଙ୍କୁ ଲାଗୁଛିକି ତାଙ୍କୁ କିଛି ନେବା ଦେବା ନାହିଁ | ଆଜି ହଠାତ ନିଜର ଆତ୍ମୀୟ ମିତ୍ରକୁ ଦେଖା କରି ପାରନ୍ତି | ଆଜି ଅଫିସ ରେ ଆପଣଙ୍କୁ ଭଲ ଫଳ ନମିଳିପାରେ | ଆପଣଙ୍କର କୌଣସି ସହକର୍ମୀ ଵିଶ୍ଵାସଘାତ କରିପାରେ ଯାହାଦ୍ୱାରା ଆପଣ ଦିନସାରା ମାନସିକ ଚାପରେ ରହିବେ | କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର କାମ ଖରାପ ହେଇଯିବ ଦେଖି ଆପଣ ମନଦୁଃଖ କରିବେ ଓ ସେ କଥା ଭାବି ସମୟ ମଧ୍ୟ ନଷ୍ଟ କରିବେ | ଆପଣଙ୍କ ଜୀବନ-ସାଥୀ ଆପଣଙ୍କୁ ପାଇଁକି ନିଜକୁ ଭାଗ୍ୟଶାଲୀ ଭାବୁଛନ୍ତି, ଏହି ସମୟର ଲାଭ ଉଠାନ୍ତୁ |