ଗୁଜୁରାଟ-ଚେନ୍ନାଇ ସହ ଖେଳାଯିବ ମ୍ୟାଚ୍‌

ଆଜିର ମ୍ୟାଚ୍‌ ଖେଳାଯିବ ସମୟ ୭ .୩୦ ରେ ଏବଂ ୨ଦଳ ଗତ ଖେଳ ରେ ଭଲ ପ୍ରଦର୍ଶନ କରିଛନ୍ତି।ତେବେ ,ଚେନ୍ନାଇର ଜିତିବାର ହାର ୫୫% ଥିବା ବେଳେ ଗୁଜୁରାଟ ୪୫%  ମ୍ୟାଚ୍‌ ଉଭୟ ଦଳ ଭଲ ପ୍ରଦର୍ଶନ କରିବେ। ବୋଲି ଜଣା ପଡୁଛି  ମ୍ୟାଚ୍‌ ଦେଖିବା ପାଇଁ ବହୁତ ଦର୍ଶକ ଯୋଗ ଦେବେ ବୋଲି ଜଣାଯାଉଛି ।